September 14, 2024

Odia Express

Leading Odia News Portal of Odisha

ନୁଆ ଚୟନକର୍ତ୍ତାମାନେ ସିଧା ଏହି ସର୍ତ୍ତ ରଖିଲେ , ଏହି ଗୋଟିଏ ସର୍ତ୍ତ ବଳରେ ଏବେ ଭାରତ ପାଇଁ ଖେଳିପାରିବେ ମହେନ୍ଦ୍ର ସିଂ ଧୋନୀ…

ୱିକେଟ୍ କିପର୍ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ଏବେ ଭାରତୀୟ ଟିମ୍ ପାଇଁ ବିଶ୍ୱକପ୍ ୨୦୧୯ ରେ ଭଲ ପ୍ରଦର୍ଶନ କରିଥିଲେ,  ଏବେ ସମସ୍ତଙ୍କ ଆଶା ଥିଲା କି ସେ ବିଶ୍ୱକପ୍ ପରେ ସନ୍ୟାସ ନେଇଯିବେ , କିନ୍ତୁ ଏବେ ସେ ନିଜ ସନ୍ୟାସକୁ କିଛି  ଆଧିକାରିକ ଘୋଷଣା କରିନାହାନ୍ତି , ସେ ବିଶ୍ୱକପ୍ ପରେ ପ୍ରତିସ୍ପଧୀ କ୍ରିକେଟ୍ ଖେଳୁନାହାନ୍ତି , ଏବେ ଏହି ମଧ୍ୟରେ ତାଙ୍କର ଭାରତୀୟ ଟିମ୍ ରେ ଫେରିବାକୁ ନେଇକରି ଏକ ବଡ ଅପଡେଟ୍ ଆସିସାରିଛି ।ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟକୁ ନେଇକରି ଚୟନ ସମିତି ସେହି ଆଶା ଅଛି  ଯିଏ ପୁର୍ବ ଚିଫ୍ ସିଲେକ୍ଟର ଏମ୍ ଏସ୍ କେ ପ୍ରସାଦ କରିଥିଲେ,  ପ୍ରସାଦ ଏହି ବର୍ଷ ଜାନୁୟାରୀରେ କହିଲେ କି ଧୋନୀ ଟିମ୍ ଇଣ୍ତିଆରେ ତେବେ ଫେରିବେ ଯେବେ ସେ ଆଇପିଏଲ୍ ରେ ଭଲ ପ୍ରଦର୍ଶନ୍ କରିପାରିବେ ,

ସୁତ୍ରର ମୁତାବିକ , ନୁଆ ଚିଫ୍ ସିଲେକ୍ଟର ସୁନିଲ୍ ଜୋଶୀ ବି ଧୋନୀଙ୍କୁ ନେଇକରି ଏହି ରାୟ ରଖିଛନ୍ତି , ସାଉଥ୍ ଆଫ୍ରିକା ବିପକ୍ଷରେ ୱାନ୍ ଡେ ସିରିଜ୍ ପାଇଁ ଯେବେ ରବିବାରକୁ ସିଲେକ୍ସନ୍ କମିଟି ବୈଠକ ହୋଇଥିଲା,  ତେବେ ସେଥିରେ ସମିତି ଧୋନୀଙ୍କୁ ନେଇକରି ଔପଚାରିକ ଚର୍ଚ୍ଚା କରିନଥିଲା,  କିନ୍ତୁ ଏହା ତୟ କରିଥିଲା କି ତାଙ୍କ ନାଁରେ ବିଚାର କରାଯିବ , ଯେବେ ଆଇପିଏଲ୍ ରେ ସେ ଭଲ ପ୍ରଦର୍ଶନ କରିବେ ।

ବିସିସିଆଇ ଏକ ସୁତ୍ରରୁ ଜଣେ କହିଲେ କି : ଏହି ବର୍ଷ ଅକ୍ଟୋବର-ନଭେମ୍ବର ରେ ହେବାକୁ ଥିବା ଟି ଟ୍ୱେଣ୍ଟି କପ୍ ପାଇଁ ଯେବେ ଟିମ୍ ଇଣ୍ତିଆ ବଛାଯିବ , ତେବେ ଆଇପିଏଲ୍ ପରେ ହୋଇଥିବା ଟୁର୍ଣ୍ଣାମେଣ୍ଟ ପ୍ରଦର୍ଶନ ବି ଚୟନ ସମିତି ନଜର ରଖିବ , ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଦେଖାଯିବ , ଧୋନୀ ତେବେ ଫେରିପାରିବେ ଯେବେ ତାଙ୍କର ପ୍ରଦର୍ଶନ ଏହି ଆଇପିଏଲ୍ ରେ ଭଲ ରହିବ , କାରଣ ଅନ୍ୟ ବରିଷ୍ଠ ଓ ଯୁବା ଖେଳାଳୀ ବି ଯଦି ଆଇପିଏଲ୍ ରେ ଭଲ ପ୍ରଦର୍ଶନ୍ କରିବେ , ତେବେ ତାଙ୍କୁ ଟିମ୍ ରେ ଜାଗା ମିଳିବାର ହକଦାର୍ ମାନାଯିବ ।

ମହେନ୍ଦ୍ର ସିଂ ଧୋନୀ ବାଙ୍ଗଲାଦେଶ ବିପକ୍ଷରେ ୨୩ ଡିସେମ୍ବର ୨୦୦୪ କୁ ନିଜ ଡେବ୍ୟୁ କରିଥିଲେ,  ସେ ଭାରତ ପାଇଁ ଟେଷ୍ଟରେ ୯୦ ଟି ମ୍ୟାଚ୍ , ଓ ୱାନ୍ ଡେ ରେ ୩୫୦ ଟି ମ୍ୟାଚ୍ ଓ ଟି ଟ୍ୱେଣ୍ଟିରେ ୯୮ ଟି ମ୍ୟାଚ୍ ଖେଳିସାରିଛନ୍ତି , ଧୋନୀ ୯୦ ଟି ଟେଷ୍ଟରେ ୩୮,୦୯ ଓସତରୁ ୪୮୭୬ ରନ୍ କରିଛନ୍ତି , ସେମିତି ୩୫୦ ଟି ୱାନ୍ ଡେ ରେ ୫୦,୫ ଓସତରେ ୧୦୭୭୩ ରନ୍ କରିଛନ୍ତି , ସେମିତି ଟି ଟ୍ୱେଣ୍ଟି କଥା କହିଲେ ଅନ୍ତରାଷ୍ଟ୍ରିୟ ଟି ଟ୍ୱେଣ୍ଟିରେ ସେ ୩୭,୬୦ ଓସତରୁ ୧୬୧୬ ରନ୍ ବନାଇପାରିଛନ୍ତି , ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୧୧ ରେ ୱାନ୍ ଡେ ବିଶ୍ୱକପ୍ ଓ ୨୦୦୭ ରେ ଟି ଟ୍ୱେଣ୍ଟି ବିଶ୍ୱକପ୍ ଜିତିପାରିଥିଲା ।

Leave a Reply

Your email address will not be published. Required fields are marked *