December 23, 2024

Odia Express

Leading Odia News Portal of Odisha

ମାତ୍ର କିଛି ମିନିଟ୍ ମଧ୍ୟରେ କମାଲ୍ କରିଦେବ ଏହି ଟୁଥପେଷ୍ଟ, – ଶରୀରକୁ କରିଦେବ କ୍ଷୀର ପରି ଗୋରା …

ସମସ୍ତଙ୍କୁ ଗୋରା ଦେଖାଯିବା ସମସ୍ତଙ୍କୁ ବହୁତ ପସନ୍ଦ ହୋଇଥାଏ , ଖାସକରି ଝିଅମାନଙ୍କୁ ନିଜ ଚେହେରାରେ ପୁରା ବଡିକୁ ଗୋରା ଦେଖାଯିବାକୁ ଇଚ୍ଛା ରଖନ୍ତି , କିନ୍ତୁ ବହୁତ ଲୋକଙ୍କ୍ ମଧ୍ୟରେ ଦେଖାଯାଇଛି କି ଲୋକଙ୍କ ଚେହେରା ଅନୁସାରେ ତାଙ୍କ ବଡିର ରଙ୍ଗ ମ୍ୟାଚ୍ କରିନଥାଏ,  ଯାହା ପାଇଁ ସେ ନାନାପ୍ରକାର କ୍ରିମ୍ ବ୍ୟବହାର କରିଥାନ୍ତି , ପ୍ରଥମଥର ସୁନ୍ଦର ଦେଖାଯିବାପାଇଁ ଯେବେ ଟୁଥପେଷ୍ଟ ଟ୍ରିକ୍ ପତ୍ତା କରିବେ ତେବେ ଆଶ୍ଚର୍ଯ୍ୟ ହୋଇଯିବେ , ଏବେ ଆପଣଙ୍କ ଘରର ଟୁଥପେଷ୍ଟ ଜରିଆରେ ନିଜ ସୁନ୍ଦରତାକୁ ବଜାୟ ରଖିପାରିବେ । ସବୁ ଘରେ ଟୁଥପେଷ୍ଟ ନିତ୍ୟ ଦିନର ଦାନ୍ତ ସଫା କରିବାରେ ବ୍ୟବହାର କରାଯାଏ , କିନ୍ତୁ ଏବେ ପୁରା ବଡିର ରଙ୍ଗ ପଇଁ ଟୁଥପେଷ୍ଟ ବ୍ୟବହାର କରିଦେଖନ୍ତୁ , ବହୁତ ଲୋକ କେଉଁଠି ଜଳାପୋଡା ହେଏଲ୍ ଏହି ଟୁଥପେଷ୍ଟର ବ୍ୟବହାର କରିଥାନ୍ତି , କିନ୍ତୁ ଟୁଥପେଷ୍ଟକୁ ପ୍ରଥମ ଥର ଏତେ ଫାଇଦା ଦେଖକରି ଆପଣଙ୍କୁ ବିଶ୍ୱାସ ହେବ ନାହିଁ , ଟୁଥପେଷ୍ଟକୁ ଲଗାଇଲେ ଆପଣଙ୍କୁ କିଛି ହିଁ ଦିନରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।

ଝିଅ ଚାହିଁଲେ କେତେ ଗୋରି ହୁଅନ୍ତୁ କିନ୍ତୁ ଗରମ ଦିନରେ ଶରୀରରେ କିଛି ଅଙ୍ଗରେ କଳାପଣ ଦେଖିବାକୁ ମିଳେ , ଏବେ ଟୁଥପେଷ୍ଟରୁ କଳାପଣ ବିଲକୁଲ୍ ସଫା କରନ୍ତୁ , ଟୁଥପେଷ୍ଟରୁ ଆପଣଙ୍କ ଚେହେରାରୁ ବ୍ରଣ ଓ କଳା ଦାଗ ଓ ତାହା ସହ ଗଳା , କହୁଣି , ଓ ଅଣ୍ତର ମ୍ୟାକ୍ସ ର କଳାପଣ ବିଲକୁଲ୍ ହଟାଇପାରିବେ , ଓ ଏହା ସହ ଆପଣଙ୍କ ବଡିର ଟୋନିଙ୍ଗ୍ ବି ହଟାଇପାରିବେ , ଏହି ପେଷ୍ଟକୁ ବନାଇବାରେ ଧଳା ବାଲା ଟୁଥପେଷ୍ଟ, ଚନ୍ଦନ ପାଉଡର୍ , ଓ ମୁଲତାନୀ ମାଟିର ଦରକାର ହୋଇଥାଏ ।

Leave a Reply

Your email address will not be published. Required fields are marked *