କଣ ଆପଣ ଜାଣିଛନ୍ତି ସକାଳୁ ଖାଲି ପେଟରେ ହଲଦି ବାଲା ପାଣି ପିଇଲେ ହୋଇଥାଏ ବହୁତ ସାରା ଆଶ୍ଚର୍ଯ୍ୟଜନକ ଫାଈଦା – ଏବେ ଜାଣିରଖନ୍ତୁ …
ଆଜି ପର୍ଯ୍ୟନ୍ତ ଆପଣ ହଲଦିର ପ୍ରୟୋଗ କେବଳ ଖାଇବାର ସ୍ୱାଦ ବଢାଇବାରେ କରିଆସିଥିବେ , କିନ୍ତୁ କଣ ଆପଣ ଜାଣିଛନ୍ତି ଏହା ସାଧାରଣ ଦେଖାଯାଉଥିବା ହଲଦି ଆପଣଙ୍କୁ ବହୁତ ସାରା ରୋଗରୁ ରକ୍ଷା କରିବାରେ ସମୟ ହୋଇଥାଏ , ଏହାପାଇଁ ଆପଣଙ୍କୁ ସକାଳୁ ଖାଲି ପେଟରେ ହଲଦିବାଲା ପାଣି ପିଇବାର ଅଛି , ଆଜି ପର୍ଯ୍ୟନ୍ତ ଆପଣ ଖାଲିପେଟରେ ସକାଳୁ ଲେମ୍ବୁ ପାଣି କିମ୍ବା ମହୁ ପାଣିରେ ପିଇଥିବାର ଶୁଣିଥିବେ କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ହଲଦି ବାଲା ପାଣିପିଇଲେ ଶରୀରକୁ କେତେ ଫାଇଦା ଯୋଗାଇଥାଏ ।
ସାମଗ୍ରୀ : ଗୋଟେ ଗିଲାସରେ ଗରମ୍ ପାଣି , ଅଧା ଲେମ୍ବୁ, ଏକ ଚତୁର୍ଥାଶ ହଳଦୀ , ଓ ଅଧା ଚାମଚ ମହୁ ।
ବନାଇବାର୍ ବିଧି : ହଲଦି ବାଲା ପାଣି ବନାଇବାକୁ ହେଲେ ସବୁଠାରୁ ପ୍ରଥମେ ପାଣିକୁ ଗରମ କରିଦିଅନ୍ତୁ , ଏବେ ଏଥିରେ ଅଧା ଲେମ୍ବୁ ଚିପୁଡିଦିଅନ୍ତୁ , ଏହାପରେ ଏଥିରେ ଗୋଟେ ଚତୁର୍ଥାଂଶ ହଲଦି ଚାମୁଚରେ ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ , ଯେବେ ପାଣି ଥଣ୍ତା ହୋଇଯିବ , ତେବେ ଏଥିରେ ଅଧା ଚାମଚ ମହୁ ମିଶାଇଦିଅନ୍ତୁ , ଏବେ ଏହି ହଲଦି ଡ୍ରିଙ୍କ୍ ପିଇବାପାଇଁ ପ୍ରସ୍ତୁତ ହୋଇସାରିଛି , ଧ୍ୟାନ ରଖନ୍ତୁ କି ଆପଣଙ୍କୁ ଏହା ସବୁଦିନ ଖାଲି ପେଟରେ ପିଇବାର ଅଛି ।
ବିଧି ପ୍ରୟୋଗ :-
୧) ହଲଦି ବାଲା ପାଣି ପିଇଲେ ତେଜ୍ ଦିମାଗ ହୋଇଥାଏ, ଯଦି ଆପଣଙ୍କୁ ବାରମ୍ବାର ଭୁଲିବାର ଅଭ୍ୟାସ ଅଛି ତେବେ ଏହି ପାଣିକୁ ପିଇଲେ ଆପଣଙ୍କ ସବୁ ରୋଗ ଦୂର ହୋଇଯିବ ।
୨) ହଲଦି ବାଲା ପାଣି ପିଇଲେ ଶରୀର ଫୁଲା କମ୍ ହୋଇଥାଏ , ଯଦି ଆପଣଙ୍କ ହାତ ପାଦ, ଓ ଶରୀରରେ କେଉଁ ଅଙ୍ଗ କଷ୍ଟ ଦେଉଛି ,କିମ୍ବା ଫୁଲିଯାଉଛି , ତେବେ ହଲଦିରେ ମହଜୁଦ୍ ପୋଷକ ତତ୍ତ୍ୱ ଏହି ଫୁଲାକୁ କମ୍ କରିଦିଏ ।
୩) ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠିରେ ପୀଡା ହେଉଛି ତେବେ ସବୁଦିନ ଖାଲିପେଟରେ ହଲଦି ବାଲା ପାଣି ପିଇଲେ ଆରାମ ଲାଗିବ ।
୪) ହଲଦି ବାଲା ପାଣି ପିଇଲେ ଲିଭର ମଜବୁତ୍ ହୋଇଥାଏ , ଏହି ପାଣି ଆମର ଶରୀରରେ ଟକ୍ସିନ୍ କୁ ବାହାର୍ କରିଦିଏ , ଓ ଲିଭରକୁ ସୁସ୍ଥ୍ୟ ରଖେ ।
୫) ହଲଦି ବାଲା ପାଣି ଆମର ବଢୁଥିବା ବୟସ ଯେପରି ବୟସ ଦାଗ ବାହାରିବା , ବାଳ ଧଳା ହେବା ଇତ୍ୟାଦି କମ୍ କରିଥାଏ ।
୬) ହଲଦି ବାଲା ପାଣିପିଇଲେ ଗାଲରେ ବ୍ଲାଡର୍ ସଠିକ୍ କାର୍ଯ୍ୟ କରିଥାଏ , ଓ ଏଥିରେ ସଂବନ୍ଧିତ୍ କିଛି ବି ରୋଗ ହୁଏ ନାହିଁ ।
୭) ହଲଦିରେ ଆଣ୍ଟିଏକ୍ସିଡେଣ୍ଟ ତତ୍ୱ ରହିଥାଏ , ଯାହା କାନ୍ସର ସୃଷ୍ଟିକରୁଥିବା କୋଷିକାକୁ ନଷ୍ଟ କରିଦିଏ, ମତଲବ ସବୁଦିନ ଖାଲି ପେଟରେ ହଲଦି ବାଲା ପାଣି ପିଇଲେ କ୍ୟାନ୍ସର ହେବାର ବିପଦ ଦୁରେଇ ପାରିବେ ।