December 23, 2024

Odia Express

Leading Odia News Portal of Odisha

ଏହି ରାଶିର ଲୋକଙ୍କୁ ବୋକା ବନାଇବା ଅସମ୍ଭବ ଅଟେ , ବୁଦ୍ଧିମାନୀରୁ କେହି ବି ହୋଇପାରିବେ ନାହିଁ ଏମାନଙ୍କ ସହ ସମାନ….

ଯଦି ଦେଖାଯାଏ ତେବେ ଭଗବାନ ଦିମାଗ ତ ସମସ୍ତଙ୍କୁ ବରାବର ଦେଇଛନ୍ତି , କିନ୍ତୁ ଫରକ ଏତିକି ଯେ କାହାକୁ ଏହାର ସଠିକ୍ ଉପଯୋଗ କରିବାକୁ ଆସିଥାଏ ଓ କାହାକୁ ଏହା ଆସିନଥାଏ ଯଦି ଜ୍ୟୋତିଷ୍ୟଶାସ୍ତ୍ର କଥା ମାନିବା ତେବେ ରାଶିଗୁଡିକର ଗ୍ରହ ଏତେ ପ୍ରବଳ ହୋଇଥାଏ କି ସେମାନେ ବହୁତ ଚାଲାକ୍ ବା ବୁଦ୍ଧିମାନ ହୋଇଥାଏ , ସେମାନେ ସବୁ ସମୟରେ ନିଜର ବୁଦ୍ଧିମତାର ପରିଚୟ ଦେଇଥାନ୍ତି , ଆସନ୍ତୁ ଜାଣିବା କେଉଁ ସେହି ରାଶିଗୁଡିକ ଅଛନ୍ତି ଯାହାଙ୍କ ଜାତକରେ ବଡ ବୁଦ୍ଧିମାନ ହେବାର ପରିଚୟ ଦେଖାଯାଏ ।

୧) ବିଛା ରାଶି : ଏହି ରାଶିର ଲୋକେ ବହୁତ ଚାଲାକ୍ ହୋଇଥାନ୍ତି । ବୁଦ୍ଧିମାନୀ ମାମଲାରେ ଏମାନଙ୍କୁ କେହି ବି ସମାନ ହୋଇପାରିବେ ନାହିଁ , ଏହି ଲୋକଙ୍କୁ ଶିଖିବାର କ୍ଷମତା ଅଧିକା ହୋଇଥାଏ , ଯାହାର କାରଣରୁ ଏମାନେ ସବୁ ଜିନିଷକୁ ଭଲରେ ଶିଖିବାର ଇଚ୍ଛା ପ୍ରକାଶ କରନ୍ତି , ଏମାନଙ୍କ ଭାଗ୍ୟ ଏତେ ପ୍ରବଲ ହୋଇଥାଏ କି ଏମାନଙ୍କ ବିଷୟରେ ଚାଲୁଥିବା କୁ ନୀତି ଏମାନଙ୍କୁ ଆଗରୁ ଜଣାପଡିଯାଏ , ଏମାନେ ନିଜ ବୁଦ୍ଧିମାନୀ ଦ୍ୱାରା ସମସ୍ତଙ୍କୁ ହରାଇପାରନ୍ତି ।

୨) କନ୍ୟା ରାଶି : ଏହି ଲୋକଙ୍କର ସ୍ୱଭାବ ବହୁତ ଶାନ୍ତ କିଶମର ହୋଇଥାଏ । ଯେଉଁ କାରଣରୁ ଲୋକଙ୍କର ନଜରରେ ଏମାନେ ଭୋଳା ହୋଇ ରୁହନ୍ତି , କିନ୍ତୁ ଏହି ଲୋକଙ୍କର ଗୋଟେ ବଡ ଖାସିୟତ୍ ଅଛି କି ଏମାନେ ଶାନ୍ତ ରହିକରି ଲୋକଙ୍କର ନିରିକ୍ଷଣ କରିଥାନ୍ତି , ଯାହାର ଫାଈଦା ସମୟ ଆସିଲେ ଉଠାଇପାରନ୍ତି , ଏହି ଲୋକଙ୍କର କେଉଁ ବି ବ୍ୟକ୍ତିଙ୍କୁ ଚିହ୍ନିବାରେ ଅଦଭୁତ କ୍ଷମତା ହୋଇଥାଏ , ଓ କାହାକୁ ବି ସମସ୍ୟାର ସମାଧାନ କରିବାର କ୍ଷମତା ଥାଏ ।

୩) ମେଷ ରାଶି : ଏହି ରାଶିର ଲୋକଙ୍କର ପୁର୍ବାଭାଷ ବହୁତ କମାଲ୍ ର ହୋଇଥାଏ , ଯାହାର କାରଣରୁ ଏମାନେ ନିଜ ଦିମାଗର ବ୍ୟବହାର ବହୁତ ଭଲ ଭାବେ କରିଥାନ୍ତି , ନିଜ କାବଲିୟତ୍ କାରଣରୁ ଏମାନେ କାହା ଆଗରେ ବୋକା ହୁଅନ୍ତି ନାହିଁ , ସାମ୍ନା ଲୋକ ବୁଝିପାରେ କି ଏମାନେ କଣ କହିବାକୁ ଚାହୁଁଛନ୍ତି , ଏହା ଛଡା ଏମାନେ ବଡ ସକରାତ୍ମକ କିସମର ହୋଇଥାନ୍ତି ।

୪) ସିଂହ ରାଶି : ଏହି ଲୋକ ବଡ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଯାହାର କାରଣରୁ ଏମାନେ ସବୁ କାମ ହାତରେ ନେଇଯାଆନ୍ତି , ତାହାକୁ ପୁରା କରିବାର ଦମ୍ ବି ରଖନ୍ତି , ଏମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରିକରି ଥାଏ , ଯାହାର କାରଣରୁ ସମାଜରେ ଏମାନଙ୍କୁ ଅଲଗା ପରିଚୟ ମିଳେ , ଏମାନେ ସମୟର ସଦୁପଯୋଗ ଭଲରେ କରନ୍ତି , ଓ ଏମାନେ ନିଜ କାମରେ କାହାକୁ ସାମିଲ୍ କରନ୍ତି ନାହିଁ , ଏମାନେ ଏକେଲା କାମ କରିବା ପସନ୍ଦ କରନ୍ତି ।

୫) ମକର ରାଶି : ଏହି ରାଶିର ଲୋକେ ବେପାର ଆଦି ମାମଲାରେ ବୁଦ୍ଧିମାନ ହୋଇଥାନ୍ତି , ଏହି ଲୋକଙ୍କର ପାଠପଢା କ୍ଷେତ୍ରରେ ଅଧିକା ହୋଇଥାଏ , ଯାହାର କାରଣରୁ ଏମାନେ ସମସ୍ତଙ୍କ ପ୍ରିୟପାତ୍ର ହୋଇଥାନ୍ତି , ଏମାନେ ନିଜ ଦିମାଗ ବଳରେ ଅସୁବିଧାର ସମାଧାନ କରନ୍ତି , ଏହା ଛଡା ଏମାନେ ଲୋକଙ୍କୁ ସାହାଯ୍ୟ ନେବା ପସନ୍ଦ ଲାଗେ ନାହିଁ ।

Leave a Reply

Your email address will not be published. Required fields are marked *