December 23, 2024

Odia Express

Leading Odia News Portal of Odisha

ଯଦି ଆପଣଙ୍କ ଘରେ ନଜର ଆସେ ଏହି ୫ ଟି ସଙ୍କେତ , ତେବେ ବୁଝିଯିବେ କି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର କୃପା ଖୁବ ଶୀଘ୍ର ଆସିବ..

ଭଲ ଓ ଖରାପ ସମୟ ଉଭୟ ଉଭୟଙ୍କ ବିପରୀତ ଅଟନ୍ତି , ଦୁନିଆଁର ପ୍ରାୟ ସବୁ ବ୍ୟକ୍ତି ଖରାପ ସମୟରୁ ମୁକ୍ତି ପାଇବାକୁ ଚାହଁନ୍ତି , ଓ ଭଲ ସମୟର ଅପେକ୍ଷାରେ ଥାଆନ୍ତି , ଖରାପ ସମୟ ପରେ ଭଲ ସମୟ ଓ ଭଲ ସମୟ ପରେ ଖରାପ ସମୟ ଦିନେ ନା ଦିନେ ଆସିଥାଏ , ଏମିତିରେ ଅସଲରେ ମନୁଷ୍ୟ ସିଏ ଅଟେ , ଯିଏ ଏହି ଦୁହେଁ ସମୟକୁ ଭଗବାନଙ୍କୁ ମନେ ପକାଏ । କାରଣ ବହୁତ ଲୋକ ଅଛନ୍ତି ଯିଏକି ଖରାପ ସମୟରେ ଭଲ ସମୟର କାମନା କରନ୍ତି , ଓ ଭଗବାନଙ୍କ ନାଁ ନେଇଥାନ୍ତି , ଯେବେ ଭଗବାନଙ୍କ ତାଙ୍କ ଉପରେ କୃପା ଦୃଷ୍ଟି ପକାନ୍ତି ତେବେ ସେ ଲୋକ ସୁଖରେ ଏତେ ମଗ୍ନ ହୋଇଯାଆନ୍ତି କି ଭଗବାନଙ୍କୁ ଭୁଲିଯାଆନ୍ତି , ଏହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଭଲ ଓ ଖରାପ ସମୟ ଆସିବା ପୁର୍ବରୁ ଭଗବାନ ଆମକୁ କିଛି ସଙ୍କେତ ଦେଇଥାନ୍ତି , କିନ୍ତୁ ସବୁ ବ୍ୟକ୍ତି ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ହୋଇଯାଏ କି ସେହି ସଙ୍କେତଗୁଡିକ ବୁଝିପାରେ ନାହିଁ , ହିନ୍ଦୁ ଧର୍ମରେ ଶାସ୍ତ୍ରରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇଛି ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଆଖୁର ରସ ସିଦ୍ଧି ବିନାୟକ ଉପରେ ଅର୍ପିତ କରିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାଏ , ଯଦି ଆପଣଙ୍କୁ ସକାଳ ସମୟରେ ଆଖୁ ଦେଖାଯାଏ ତେବେ ବୁଝିଯିବେ କି ମା ଲକ୍ଷ୍ମୀ ଆପଣଙ୍କୁ ପ୍ରସନ୍ନ ହୋଇଛନ୍ତି , ଓ ଭବିଷ୍ୟରେ ଆପଣଙ୍କୁ ଧନ ଲାଭ ହେବ , ଏହି ସଙ୍କେତ ପଇସା କମାଇବାର ସହ ସାଧନ ମିଳିବାର ଯୋଗ ଅଛି  , ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ଶୁଭ ମାନାଯାଏ , ଯଦି ଆପଣଙ୍କୁ ସକାଳୁ ସମୟରେ ଶଙ୍ଖ ଆବାଜ୍ ଶୁଣିଲେ ତେବେ ଆପଣଙ୍କୁ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି , ଏମିତି ସଙ୍କେତରେ ନଜର ଅନ୍ଦାଜ କରିବା ଉଚିତ୍ ନୁହେଁ , ଝାଡୁ ବି ମା ଲକ୍ଷ୍ମୀଙ୍କର ପ୍ରତିକ ହୋଇଥାଏ ,

ଯଦି ଆପଣଙ୍କୁ ଶୁଭ ସମୟରେ କେଉଁ ଘର ବାହାରରେ ଝାଡୁ ମାରୁଥିବାର ନଜର ଆସେ ତେବେ ଏହା ମତଲବ ହୋଇଥାଏ କି ଆପଣଙ୍କ ଘରେ ମା ଲକ୍ଷ୍ମୀ ବାସ କରୁଛନ୍ତି , ମା ଲକ୍ଷ୍ମୀ ଆପଣଙ୍କୁ କେବେ ପଇସାର ଅଭାବ କରିବେ ନାହିଁ , ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀଙ୍କୁ ଝାଡୁ ବହୁତ ପ୍ରିୟ ଅଟେ । ଯଦି ଆପଣଙ୍କୁ କେବେ ଏକା ପରି ସବୁଜିନିଷ ସବୁଜ ଦେଖାଯାଏ ତେବେ ଏହାର ମତଲବ ହୋଇଥାଏ କି ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି , ବିଷ୍ଣୁ ପୁରାଣ ଅନୁସାରେ ପେଚା ମା ଲକ୍ଷ୍ମୀଙ୍କର ବାହାନ ହୋଇଥାଏ , ଯଦି ଆପଣଙ୍କ ଘରର ପାଖରେ କେଉଁ ଗଛରେ କିମ୍ବା ପାଖରେ ଥିବା କୌଣସି ଜାଗାରେ ପେଚା ନଜର ଆସେ ତେବେ ବୁଝିଯିବେ କି ମା ଲକ୍ଷ୍ମୀଙ୍କର ଚରଣ ଜଲଦି ଆପଣଙ୍କ ଘରେ ପଡିବାର ଅଛି ।

Leave a Reply

Your email address will not be published. Required fields are marked *