ଯଦି ଆପଣ ଗୋରା ନେବାକୁ ଚାହୁଁଛନ୍ତି ତେବେ ରାତିରେ ଏହି ପେଷ୍ଟକୁ ୨ ମିନିଟ୍ ରେ ଲଗାଇକରି ଶୋଇଯାଆନ୍ତୁ ,ସକାଳୁ ଚେହେରା ଲଗାଇକରି ଶୋଇଲେ ସକାଳୁ ଲାଗିବେ ଏତେ ଗୋରା କି ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ….
ଆଜି କାଳି ଏହି ଯୁଗରେ ସବୁ ଯୁବା ଓ ଯୁବତୀ ସୁନ୍ଦର ଓ ଆକର୍ଷକ ଦେଖାଯାଆନ୍ତି , ଏହାପାଇଁ ସମୟ ସମୟରେ ବହୁତ ପ୍ରକାରର ଉପାୟ ଓ ଉପଚାର କରିଥାନ୍ତି , ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରକିୟା ବିଷୟରେ କହିବୁ ଯାହା ଆପଣଙ୍କ ନାଁ ହିଁ ଗୋରା ହୋଈଯିବେ , ବରଂ ଆପଣଙ୍କ ତ୍ୱଚା ଜବାନ ଓ ଚିକ୍କଣ ହୋଇଯିବ, ଏହି ପ୍ରକିୟା କୁ ସେନସିଟୀଭ୍ ସ୍କିନ୍ ନର୍ମାଲ୍ ସ୍କିନ୍ କିମ୍ବା ଡ୍ରାଇ ସ୍କିନ୍ ଲୋକ ବ୍ୟବହାର କରିପାରିବେ , ସବୁଠାରୁ ଭଲ କଥା ଏହା କିଏହି ପ୍ରକିୟା ପ୍ରୟୋଗ୍ କରିବାପରେ କେଉଁ ପ୍ରକାରର ସାଉଡ୍ ଇଫେକ୍ଟ ହେବ ନାହିଁ , ଏହି ପେଷ୍ଟକୁ ବନାଇବା ବହୁତ ସହଜ ଅଟେ, ଏହା ଏକ ଘରୋଇ ଉପାୟ ଅଟେ, ଏଥିରେ ଯେଉଁ ସାମଗ୍ରୀ ପ୍ରୟୋଗ ହୋଇଛି , ତାହା ଘରେ ସହଜରେ ମିଳିଯିବ , ଆସନ୍ତୁ କହିବୁ କିପରି ଏହାକୁ ପ୍ରସ୍ତୁତ କରିବେ ।
ପେଷ୍ଟ ବନାଇବାକୁ ହେଲେ ପ୍ରଥମେ ଆପଣଙ୍କୁ ଏକ ଗିନା ନେବାକୁ ହେବ , ଯେଉଁଥିରେ ଗୋଟେ ଚାମଚ ବଡି ଲୋସନ ଓ ଏକ ଚାମଚ ମିଲକ୍ ପାଉଡର୍ ଯଦି ଆପଣଙ୍କ ପାଖରେ ମିଲକ୍ ପାଉଡର୍ ନାହିଁ ତେବେ ଆପଣ ମଇଦାର ବ୍ୟବହାର କରିପାରିବେ , ଏକ ଚାମଚ ଚାଉଳର ଅଟା ଅଧା ଚାମଚ କଫି ପାଉଡର୍ ଓ ଏକ ଚାମଚ ଗୋଲାପ ଜଳ ଯଦି ଆପଣଙ୍କ ପାଖରେ ଗୋଲାପର ଜଳ ନାହିଁ ତେବେ ଆପଣ କ୍ଷୀରର ବ୍ୟବହାର କରିପାରିବେ , ଏହି ସବୁ ସାମଗ୍ରୀ ଆପଣ ଏକ ଗିନାରେ ନେଇକରି ଭଲ ଭାବରେ ମିଶାଇଦିଅନ୍ତୁ ।
ଏହାକୁ ଦିନରେ ଦୁଇଥର ପ୍ରୟୋଗ କରନ୍ତୁ ଆମର ଦାବି ଅଛି କି ଏହି ପେଷ୍ଟ କୁ ଲଗାଇବା ପରେ ଆପଣଙ୍କୁ କୌଣସି ଫେସିଆଲ୍ ର ଦରକାର ପଡିବ ନାହିଁ , କାରଣ ଏଥିରେ ବଡି ଲୋସନ୍ ମିଲକ୍ ପାଉଡର୍ ଓ ଚାଉଳ ଆମେ ପକାଇଛେ , ଏହି ପେଷ୍ଟକୁ ଲଗାଇବା ପରେ ଆପଣଙ୍କୁ ଆଉ ଏକ ଫାଇଦା ଅଛି କି ଆପଣଙ୍କ ସ୍କିନ୍ ରେ ଭିଟାମିନ୍ ଅଭାବ ହେବ ନାହିଁ , ଏବେ ଆମେ ଆପଣଙ୍କୁ କହିବୁ ଏହି ପେଷ୍ଟକୁ କିପରି ବ୍ୟବହାର କରିବେ ।
ପ୍ରଥମେ ଏକ ଟମାଟର ନିଅନ୍ତୁ , ଓ ତାହାକୁ ଦୁଇ ଭାଗରେ କାଟି ନିଅନ୍ତୁ , ଓ ଏହାକୁ କାଟିବାପରେ ମିଲକ୍ ପାଉଡର୍ ମିଶାନ୍ତୁ , ଯଦି ମିଲକ୍ ପାଉଡର୍ ନାହିଁ ତେବେ କଟା ହୋଇଥିବା ଟମାଟର କୁ ମଇଦାରେ ପକାନ୍ତୁ , ଓ ନିଜ ଚେହେରାକୁ ରବ୍ କରନ୍ତୁ , ଏମିତି କରିଲେ ଚେହେରା ପୂର୍ବ ଅପେକ୍ଷା ସବୁ ମଇଳା ସଫା ହୋଇଯିବ , ଏହାକୁ ଲଗାଇଲେ ଏହାର ପ୍ରଭାବ ଦେଖିବାକୁ ମିଳିବ ,
ଆପଣ ଏହାକୁ କଲ୍ ଲକ୍ ବ୍ୟାଇସ୍ ୟୁଜର୍ସ କରନ୍ତୁ , ଓ ୫ ମିନିଟ୍ ପାଇଁ ଛାଡିଦିଅନ୍ତୁ , ଓ ପରେ ଚେହେରାକୁ ନର୍ମାଲ ପାଣିରେ ଧୋଇଦିଅନ୍ତୁ , ତାପରେ ଏହି ପେଷ୍ଟକୁ ଭଲ ଭାବେ ଚେହେରାରେ ଲଗାଇଦିଅନ୍ତୁ, ଓ ୨୦ ମିନିଟ୍ ପାଇଁ ଛାଡିଦିଅନ୍ତୁ , ଓ ଶୁଖିଲେ ଥଣ୍ତା ପାଣିରେ ଧୋଇ ଦେବେ , ଏହାକୁ ବ୍ୟବହାର କରିଲେ ଆପଣଙ୍କ ଚେହେରାରେ ପ୍ରଭାବ ଦେଖିବାକୁ ମିଳିବ , ଏକ ସପ୍ତାହରେ ଦୁଇଥର ଏମିତି କରିଲେ ଆପଣ ବହୁତ ସୁନ୍ଦର ଦେଖାଯିବେ ।