September 19, 2024

Odia Express

Leading Odia News Portal of Odisha

IPL ଟିମ୍ ର ମାଲିକାଣୀ ଏହି କ୍ରିକେଟିୟରଙ୍କୁ ବିବାହ କରିବାର ପ୍ରସ୍ତାବ ଦେଲେ , ନାମ ଜାଣିଲେ ଚକିତ ହୋଇଯିବେ ଆପଣ …

ଇଣ୍ତିଆରେ କ୍ରିକେଟ୍ କେଉଁ ଧର୍ମରୁ କମ୍ ନୁହେଁ , କ୍ରିକେଟ୍ ଦିୱାନା ଯେତେ ଲୋକ ଅଛନ୍ତି , ସେତେ ବଡ ବଡ କଳାକାର ବି ଅଛନ୍ତି , ଏହି ବର୍ଷ ବି ଆଇପିଏଲ୍ ର ଧୁମ୍ ଆରମ୍ଭ ଏହି ସିଜିନ୍ ର ହୋଇସାରିଛି , ଓ ଏବେ କିଛି ଦିନରେ ଆଇପିଏଲ୍ ର ଏହି ସିଜିନ୍ ରେ ବହୁତ ଟିମ୍ ଭାଗ ନେଉଛନ୍ତି । ସବୁ ବର୍ଷ ଆଇପିଏଲ୍ ର ପ୍ରତ୍ୟେକ ସିଜିନ୍ ରେ କିଛି ନା କିଛି ଖବର ଆସିଥାଏ , ଯାହା ଲୋକଙ୍କର ମ୍ୟାଚଗୁଡିକରେ ଅଧିକା ରୋମାଞ୍ଚିତ କରିଥାଏ , ଆଜି ଆମେ ଆପଣଙ୍କୁ ଆଇପିଏଲ୍ ର ଏହି ସିଜିନ୍ ଗୁଡିକ ସମୟରେ ଏକ ବଡ ଖବର ବିଷୟରେ କହିବାକୁ ଯାଉଛୁ , ସୁତ୍ରରୁ ମିଳିଥିବା ଆଇପିଏଲ୍ ଟିମ୍ ର ମାଲିକାଣୀ କ୍ରିକେଟ୍ ଏକ ବ୍ୟାଟ୍ସମ୍ୟାନ୍ ଙ୍କୁ ସିଧା ସିଧା ପ୍ରପୋଜ କରିଦେଇଛନ୍ତି , ଆସନ୍ତୁ ଜଣେଇବୁ କହିଦେବୁ କି ଆଇପିଏଲ୍ ଟିମ୍ ମାଲିକାଣୀ ଓ କେଉଁ କ୍ରିକେଟିୟର ତାଙ୍କୁ ଦେଇଥିଲେ ପ୍ରପୋଜାଲ୍ ଆସନ୍ତୁ ଜାଣିବା ।

ପ୍ରୀତି ଜିଣ୍ଟା ନାଁରେ ତାଙ୍କର ଟିମ୍ ର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂଙ୍କ ସହ ଜୋଡାଯାଇଛି , ପ୍ରୀତି ବହୁତଥର ମ୍ୟାଚର ସମୟରେ ଯୁବରାଜଙ୍କ ସହ ନଜର ଆସନ୍ତି,  କିନ୍ତୁ ଏହିଥର ପ୍ରିତି ଜିଣ୍ଟା ନିଜର ଏକ ଖାସ୍ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ବ୍ୟାଟିଙ୍ଗ୍ ରେ ଇମ୍ପ୍ରେସ୍ ହୋଇକରି ତାଙ୍କୁ ବିବାହ କରିବାର ନିବେଦନ କରିଥିଲେ , ପ୍ରିତି ଜିଣ୍ଟା ଏବେ ବିବାହିତ ଅଟନ୍ତି , ସେ ଇଂଲଣ୍ତର ବେଷ୍ଟ ଏକ ଇଂରେଜଙ୍କୁ ବିବାହ କରିଛନ୍ତି , କିନ୍ତୁ ଏବେ ପ୍ରୀତି ଇଣ୍ତିଆରେ ନିଜ ଟିମ୍ ର ହୋସଲା ବଢାଇବାକୁ ଆସିଛନ୍ତି ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପ୍ରୀତିଜିଣ୍ଟା ଯେଉଁ ବ୍ୟାଟ୍ସମ୍ୟାନଙ୍କୁ ବିବାହ ପ୍ରପୋଜାଲ୍ ଦେଇଛନ୍ତି ସେ ଆଉ କେହି ନୁହେଁ କିଙ୍ଗ୍ ଇଲେଭେନ୍ ପଞ୍ଜାବର ବ୍ୟାଟ୍ସମ୍ୟାନ୍ ଲୋକେଶ ରହୁଲ୍ ଅଟନ୍ତି , ସେ ପ୍ରିତିଙ୍କ ଜଣେ ପସନ୍ଦିନ୍ଦା ବ୍ୟାଟ୍ସମ୍ୟାନ୍ ଅଟନ୍ତି , ସେ ତାଙ୍କୁ ବହୁତ ଭଲ ପଆନ୍ତି , ଓ ବିବାହ କରିବାକୁ ପୁରା ପ୍ରସ୍ତୁତ ହୋଇଛନ୍ତି , ବିବାହ କଥାରେ ପ୍ରୀତି ସେମିତି ମଜାକ୍ ରେ କହିଥିବେ କିନ୍ତୁ ତାଙ୍କ କଥା ଶୁଣିଲେ ଲୋକେଶ ରାହୁଲ୍ ମନ ନିଶ୍ଚିତ ପ୍ରଫୁଲ୍ଲିତ ହୋଇଯାଇଥିବ ।

ବଲିଉଡ୍ ଫିଲ୍ମର ଦିଲ୍ ସେ ରୁ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିବା ପ୍ରୀତି ଜିଣ୍ଟା ବଲିଉଡ୍ ରେ ବହୁତ ସୁପରହିଟ୍ ଫିଲ୍ମ ଦେଇଛନ୍ତି , ଆଜି ସେମିତି ପ୍ରିତି ଫିଲ୍ମ ଦୂର ହୋଇଯାଏ , କିନ୍ତୁ ତାଙ୍କର ଫ୍ୟାନ୍ସ ଓ ତାଙ୍କର ପ୍ରଶ୍ଂସକ  ଆଜି ବି ତାଙ୍କର ଚୁଲବୁଲା ଅନ୍ଦାଜକୁ ବହୁତ ଭଲ ପାଆନ୍ତି , କହିଦେବୁ କି ପ୍ରୀତି ଜିଣ୍ଟା ବହୁତ ଲମ୍ବା ସମୟରୁ ଗୋଟେ ରିଲେସନସିପ୍ ରେ ରହୁଥିବା ବୟଫ୍ରେଣ୍ତ ନେସ୍ ୱାଡିଆଙ୍କ ସହ ବ୍ରେକ୍ ଅଫ୍ କରିନେଲେ , ଓ ତାପରେ ବିବାହ କରିଥିଲେ , କିନ୍ତୁ ଏହା ସତ୍ତ୍ୱେ ପ୍ରିତି ବହୁତ ଖୁସି ଅଛନ୍ତି , ଓ ତାଙ୍କ ସହ ସେ ଲଣ୍ତନ ସିଫ୍ଟ ହୋଇସାରିଛନ୍ତି , କିନ୍ତୁ ସମୟ ସମୟରେ ପ୍ରୀତି ଇଣ୍ତିଆକୁ ଆସିଥାନ୍ତି , ପ୍ରୀତି ଜିଣ୍ଟା ବଲିଉଡ୍ ରେ ସବୁ ବଡ ନେତାଙ୍କ ସହ କାମ କରିଛନ୍ତି , ଯେପରି ସାହାରୁଖ୍ ଖାନ୍ , ସଲମାନ, ଅମୀର ଅମିତାଭ ବଚ୍ଚନ ଇତ୍ୟାସ୍ଦି , ବିର ଜରାରେ ପ୍ରିତିଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଗଲା ,

Leave a Reply

Your email address will not be published. Required fields are marked *