ନିଜ ଛୁଆଙ୍କ ବିବାହ ପୂର୍ବରୁ ଫେରାର୍ ହୋଇଯାଈଥିଲେ ସମୁଦି ଓ ସମୁଦୁଣୀ , ଫେରି କରି କରିଲେ ବିବାହ ଓ ଆଉଥରେ ପୁଣି କରିଲେ ଏପରି କାମ…
ଗୁଜୁରାଟର ସୁରଟରେ ଆଉଥରେ ମଧ୍ୟମ ଆୟୁ ବର୍ଗୀୟ ଯୋଡା ଫେରାର୍ ହୋଇଗଲେ , ଦୁହେଁ ଗୋଟେ ମାସ ପୁର୍ବରୁ ନିଜ ନିଜ ଘରକୁ ଫେରିଥିଲେ ଓ ଆଉଥରେ ପୁଣି ଫେରି ଆସିଲେ , ଏହାର ସୁଚନା ଦୁହେଁ ପରିଜନଙ୍କୁ ରବିବାରକୁ ଦିଆଗଲା , ଆପଣଙ୍କୁ କହିଦେବୁ କି ୪୬ ବର୍ଷୀୟ ହିମତ୍ ପାଣ୍ତବ ସୁରଟରେ ରୁହନ୍ତି , ଓ ୪୩ ବର୍ଷୀୟ ଶୋଭନା ରାଓଲ ନବସାରୀରେ ରୁହନ୍ତି , ଦୁହେଁ ଜାନୁୟାରୀ ରେ ନିଜ ଛୁଆଙ୍କ ବିବାହ ୧୦ ଦିନ ପୂର୍ବରୁ ଗାୟବ ହୋଇଯାଇଥିଲେ ।ଦୁଇ ସପ୍ତାହ ପରେ ଦୁହେଁ ନିଜ ନିଜ ଘରକୁ ଫେରିଯାଇଥିଲେ , ଯାହାପରେ ଦୁହେଁ ଏବେ ଆଉଥରେ ଫେରାର୍ ହୋଇଯାଇଛନ୍ତି , ହିମତ୍ ପାଣ୍ତବ ଓ ଶୋଭନା ରାଓଲ ନିଜ ନିଜ ଘରୁ ଶନିବାରଦିନ ଫେରାର୍ ହୋଇଥିଲେ, ସୁତ୍ରର୍ ମୁତାବିକ ଦୁହେଁ ସୁରଟ୍ ରେ ଗୋଟେ ଭଡା ଘରେ ରହୁଥିଲେ , ଗତ ଥର ଏମାନେ ଦୁହେଁ ପରିବାର ପୋଲିସ୍ କେଉଁ ପ୍ରକାରର କିଛି ରିପୋର୍ଟ ଦର୍ଜ କରାଯାଇନଥିଲା ।
କହିଦେବୁ କି ପାଣ୍ତବ ସୁରଟର କଟାରଗାମ ରହୁଥିବା ଅଛନ୍ତି ଓ ଶୋଭନା ରାଓଳ , ନବସାରୀ ବେଜପ୍ଲୋରେ ରେ ରହନ୍ତି , ଏହାର ପୁର୍ବରୁ ୧୦ ଜାନୁୟାରୀକୁ ଯେବେ ଦୁହେଁ ଗାୟବ ହୋଇଥିଲେ , ପରିଜନମାନେ ପୋଲିସ୍ ରେ ନିଖୋଜ ହେବାର ମାମଲା ଦର୍ଜ କରାଇଥିଲେ , ଯାହାପରେ ସେ ସୁରଟ ଓ ନବସାରୀରେ ଖୋଜାଗଲା , ଏହି ସମୟରେ ତାଙ୍କର ଘର ଲୋକେ କହିଲେ କି ଦୁହେଁ ଛୁଆ ବେଳରୁ କଟାରଗ୍ରାମରେ ସାଥିରେ ରହୁଥିଲେ, ଓ ବିବାହ ପରେ ଶୋଭନା ରାଓଲ ନବସାରୀ ସିଫ୍ଟ ହୋଇଯାଇଥିଲେ , ୨୬ ଜାନୁୟାରୀକୁ ଦୁହେଁ ଫେରିବାପରେ ଶୋଭନା ଓ ନିଜ ବାପା ମାଙ୍କ ଘରକୁ ଚାଲିଗଲେ , କାରଣ ତାଙ୍କ ସ୍ୱମୀ ତାଙ୍କୁ ସ୍ୱୀକାର କରିବାକୁ ମନା କରିଦେଇଥିଲେ ।