December 23, 2024

Odia Express

Leading Odia News Portal of Odisha

ଏହି ତିନୋଟି ମଧ୍ୟରୁ କୌଣସି ଗୋଟିଏ ହୃଦୟ ଚୟନ କରନ୍ତୁ ଓ ଜାଣନ୍ତୁ କଣ କହିଥାଏ ଆପଣଙ୍କ ଭବିଷ୍ୟତ ବିଷୟରେ – ନିଶ୍ଚୟ କମେନ୍ଟ କରନ୍ତୁ ଓ ଦେଖନ୍ତୁ …

କୁହନ୍ତି ଯେ ଯଦି ମନୁଷ୍ୟକୁ ଜୀବନରେ କେବେ ହୃଦୟ ଓ ମସ୍ତିସ୍କ ମଧ୍ୟରୁ କୌଣସି ଗୋଟିଏ ଜିନିଷକୁ ଚୟନ କରିବାକୁ ପଡେ କିମ୍ବା କୌଣସି ଗୋଟିକର କଥା ଶୁଣିବାକୁ ପଡେ, ତେବେ ଅଧିକତର ଲୋକ ନିଜର ହୃଦୟର କଥା ଶୁଣିଥାଆନ୍ତି । ତାହା ଏଥିପାଇଁ କାରଣ ମନୁଷ୍ୟର ହୃଦୟ ତାକୁ କେବେ ଭୁଲ ପରାମର୍ଶ ଦେଇନଥାଏ । ଯଦିଓ କିଛି ଲୋକ ଏଭଳି ଥାନ୍ତି ଯେଉଁମାନେପ୍ରକୃତରେ ଆଜି ଆମେ ଆପଣଙ୍କୁ ତିନି ଏପରି ହୃଦୟର ଛବି ନିଜର ହୃଦୟ ଭାବନା କୁ ନଜର ଅଣ୍ଡଜ କରିଦିଅନ୍ତି ଓ ନିଜର ମସ୍ତିସ୍କର ଶୁଣନ୍ତି। ଆପଣ ଭାବୁଥିବେ ଯେ ଆଜି ଆମେ ଅଚାନକ ହୃଦୟ ଓ ମସ୍ତିସ୍କର କଥା କାହିଁକି କହୁଛୁ । ଦେଖାଇବାକୁ ଯାଉଛୁ, ଯେଉଁଥିରୁ ଆପଣଙ୍କୁ କୌଣସି ଗୋଟିଏ ହୃଦୟର ଚୟନ କରିବାକୁ ହେବ।

ହଁ ଆଜ୍ଞା ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବୁ ଯେ ହୃଦୟର ଏହି ଖେଳ ବାସ୍ତବରେ ବହୁତ ମଜାଦାର ଅଟେ। ଅତଃ ଆଜି ଯେଉଁ ଛବି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ , ସେଥିରୁ ଆପଣଙ୍କୁ କେବଳ ଗୋଟିଏ ଛବି ଚୟନ କରିବାକୁ ହେବ ଓ ତାପରେ ଆମେ ଆପଣଙ୍କୁ ଆପଣଙ୍କ ବିଷୟରେ କିଛି ମଜାଦାର କଥା ଜଣେଇବୁ। ଜଣେଇଦେବୁ କି ଏଠାରେ ଆପଣଙ୍କୁ ତିନି ରଙ୍ଗର ତିନୋଟି ହୃଦୟ ଦେଖାଇଦେବ ଓ ଆପଣାକୁ କୌଣସି ଗୋଟିଏ ରଙ୍ଗର ହୃଦୟକୁ ଚୟନ କରିବାକୁ ହେବ। ତେବେ ଆସନ୍ତୁ ଏବେ ଆପଣଙ୍କୁ ଏହା ମଧ୍ୟ ଜଣେଇଦେବୁ ଯେ କେଉଁ ହୃଦୟର ଅର୍ଥ କଣ ଅଟେ ।

୧. ପ୍ରଥମ ହୃଦୟ: ଉଲ୍ଲେଖାଯୋଗ୍ୟ ଯେ ଯଦି ଆପଣ ପ୍ରଥମ ହୃଦୟ ଚୟନ କରିଛନ୍ତି ମାନେ ଆପଣଙ୍କୁ ପ୍ରଥମ ହୃଦୟର ଛବି ବହୁତ ପସନ୍ଦ ଆସିଛି, ତେବେ ଏହାର ଅର୍ଥ ଏହା ଯେ ପ୍ରକୃତି ଆପଣଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି। ହଁ ଆଜ୍ଞା ଏହି ହୃଦୟକୁ ଚୟନ କରିବାର ଅର୍ଥ ଏହା ଯେ ଆପଣଙ୍କୁ ସେହି କାର୍ଯ୍ୟ ତରଫକୁ ଅଧିକ ଧ୍ୟାନ ଦେବା ଉଚିତ, ଯାହା ପ୍ରକୃତି ସହିତ ଜଡିତ ଅଟେ। ଜଣେଇଦେବୁ ଯେ ଯଦି ଆପଣ ଏଭଳି କାର୍ଯ୍ୟ ଚୟନ କରିବେ , ତେବେ ଏଥିରୁ ଆପଣଙ୍କୁ ନୂତନ ଶକ୍ତି ମିଳିବ। ଏମିତିକି ପ୍ରକୃତିର ଛାୟାରେ ରହି ଆପଣ ନିଜର ଜୀବନର ଅନେକ ସମସ୍ୟା ଗୁଡିକର ସମାଧାନ କରିପାରିବେ। ମାନେ ଯଦି ଆମେ ସିଧା ଶବ୍ଦରେ କହିବୁ ତ ପ୍ରଥମ ହୃଦୟକୁ ଚୟନର ଅର୍ଥ ପ୍ରକୃତି ସହିତ ଜଡିତ ହେବା ଅଟେ ।

୨. ଦ୍ଵିତୀୟ ହୃଦୟ: ଯଦି ଆପଣ ଦ୍ଵିତୀୟ ହୃଦୟର ଚୟନ କରିଛନ୍ତି ତେବେ ଏହାର ଅର୍ଥ ଏହା ଯେ ଏହି ସମୟ ଆପଣ ଦୂରଗାମୀ ଯୋଜନା ବିଷୟରେ ଚିନ୍ତା କରିପାରନ୍ତି । କାରଣ ଏହି ସମୟ ଏଥିନିମନ୍ତେ ସଂପୂର୍ଣ୍ଣ ଅନୁକୂଳ ଅଟେ। ହଁ ଆଜ୍ଞା ଏହାର ଅର୍ଥ ଏହା ଯେ ଏବେ ଆପଣଙ୍କୁ ନିଜର ପରିବାର ଓ ସେହି ଲୋକଙ୍କ ଉପରେ ଧ୍ୟାନ ଦେବା ଉଚିତ , ଯେଉଁମାନେ ଆପଣଙ୍କ ଉପରେ ନିର୍ଭରଶୀଳ ଅଟନ୍ତି । ଏହାସହିତ ଆପଣଙ୍କୁ ଏମାନଙ୍କ ଭବିଷ୍ୟ ବିଷୟରେ ମଧ୍ୟ ଅନେକ ଉଚିତ ଯୋଜନା କରିବା ଉଚିତ । ଜଣେଇଦେବୁ ଯେ ଆପଣଙ୍କୁ ସେମାନଙ୍କ ପାଳନପୋଷଣର ସଂପୂର୍ଣ୍ଣ ଦାୟିତ୍ଵ ମଧ୍ୟ ସ୍ଵୟଂ ଉଠେଇବା ଉଚିତ ଅଟେ । ମାନେ ଯଦି ଆମେ ସିଧା ଶବ୍ଦରେ କହିବୁ ତ ଦ୍ଵିତୀୟ ହୃଦୟ ଚୟନ କରିବାର ଅର୍ଥ ପରିବାର ବିଷୟରେ ଗମ୍ଭୀରତାର ସହ ଚିନ୍ତନ ଅଟେ ।

୩. ତୃତୀୟ ହୃଦୟ: ତୃତୀୟ ହୃଦୟ ଚୟନର ଅର୍ଥ ଏହା ଯେ ଆପଣଙ୍କ ଜୀବନରେ କିଛି ସ୍ଵତନ୍ତ୍ର ହେବାକୁ ଯାଉଛି । ହଁ ଆଜ୍ଞା କାରଣ ଏହିହୃଦୟ ଆପଣଙ୍କ ନିମନ୍ତେ କିଛି ସ୍ଵତନ୍ତ୍ର ସନ୍ଦେଶ ନେଇକରିଆସିଛି । ତେଣୁ ଆପଣଙ୍କ ହୃଦୟ ଓ ମସ୍ତିସ୍କରେ ନିଶ୍ଚିତ ଏହି ବିଚାର ଚାଲୁଥିବ ଯେ ଯେଉଁ ଜୀବନ ଆପଣ ଏବେ ବଞ୍ଚିଛନ୍ତି, କଣ ସେହି ଜୀବନ ଆପଣ ସବୁବେଳେ ଜିଇଁବାକୁ ଚାହୁଁଥିଲେ। ତ ଆମେ ଆପଣଙ୍କ ସୂଚନା ନିମନ୍ତେ ଜଣେଇଦେବାକୁ ଚାହୁଁ ଯେ ଆପଣ ଜୀବନରେ ଯାହା କିଛି ମଧ୍ୟ ହାସଲ କରିବାକୁ ଚାହାନ୍ତି, ସେହି ବସ୍ତୁକୁ ହାସିଲ କରିବାର ସଠିକ ସମୟ ଏବେ ଉପସ୍ଥିତ। ହଁ ଆଜ୍ଞା ଏହି ହୃଦୟକୁ ଚୟନ କରିବାର ସଠିକ ଅର୍ଥ ଏହା ଅଟେ। ଉଲ୍ଲେଖାଯୋଗ୍ୟ ଏହା ଯେ ଯଦି ଆପଣ ନିଜର ଯୋଗ୍ୟତା ଅନୁଯାୟୀ ଉତ୍ତମ କାର୍ଯ୍ୟ କରିପାରୁନାହାନ୍ତି , ତେବେ ଏହି ସମୟରେ ଆପଣ ନିଜ ଜୀବନରେ ସବୁ କିଛି ଠିକ କରିପାରିବେ, କାରଣ ବର୍ତ୍ତମାନ ସମୟ ଅପାନଙ୍କ ନିମନ୍ତେ ବହୁତ ଭଲ ଅଟେ ।

ଅତଏବ ଆମକୁ ବିଶ୍ବାସ ଅଛି ଯେ ଆପଣ ସେହି ହୃଦୟର ଚୟନ କରିବେ, ଯାହା ଆପଣଙ୍କ ଓ ଆପଣଙ୍କ ଜୀବନ ନିମନ୍ତେ ସଂପୂର୍ଣ୍ଣ ସଠିକ ଅଟେ ।

Leave a Reply

Your email address will not be published. Required fields are marked *