December 23, 2024

Odia Express

Leading Odia News Portal of Odisha

ବାହାଘରର ମଝିରେ ବର କନ୍ୟାକୁ ମାଗିଲା ୫ ମିନିଟ୍ , ତାପରେ ହେଲା କିଛି ଏପରି ସମସ୍ତେ ହୋଇଗଲେ ଚକିତ…

ବାହାଘର ଏମିତି ଏକ ଜିନିଷ ଅଟେ ଯାହା ସମସ୍ତଙ୍କ ଜୀବନରେ ସବୁଠାରୁ ଏକ ଗୁରୁତ୍ୱପୁର୍ଣ୍ଣ ଦିନ ହୋଇଥାଏ , ନିଜ ବିବାହକୁ ସ୍ମୃତିମୟ ମନାଇବାପାଇଁ ବର ଓ କନ୍ୟା ବହୁତ ମାସ ପୁର୍ବରୁ ଏହାର ପ୍ରସ୍ତୁତି କରିବସନ୍ତି , ବୋଧେ ଏହି କାରଣରୁ ଲୋକେ ନୁଆ ନୁଆ ଜିନିଷ ଟ୍ରାଇ କରିବାକୁ ପସନ୍ଦ କରନ୍ତି ।ଏହି ଭାଗରେ ଆଜି ଆମେ ଆପଣଙ୍କୁ ଏମିତି ଏକ ବିବାହ କଥା କହିବୁ ଯାହା ଭିତରେ ଏମିତି ଏକ ଘଟଣା ହୋଇଛି , ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ , ଏଠାରେ ବର କନ୍ୟାକୁ ପାଞ୍ଚ ମିନିଟ୍ ମାଗିଲା , ଓ ତାପରେ ଯାହା କାମ କଲା ତାହା ସବୁଆଡେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି , ତେବେ ଆସନ୍ତୁ ଜାଣିବା ପୁରା ଘଟଣାକ୍ରମ ।

କେରଳରେ ରିଦବାନ ନାମକ ଜଣେ ବ୍ୟକ୍ତି ବିବାହ କରୁଥିଲେ,  ବିବାହରେ ସବୁ ଅତିଥି ଆସିଥିଲେ,  ଓ ବିବାହର ସବୁ ରିତିନିତି ହୋଇଥିଲା , ଏହି ମଧ୍ୟରେ ରିଦବାନ ଏକ ବହୁତ ମୁସକିଲ୍ ଫଇସଲା କଲେ,  ସେ ନିଜ ବିବାହ ଓ ନିଜ କାମ ରେ ଆଉ ଏକ ଜିନିଷ ବାଛିଥିଲେ , ଏମିତିରେ ସେ ନିଜ ବିବାହକୁ ଅଧିକା ପ୍ରାଥମିକତା ନିଜ କାମକୁ ଦେଲା,  ଓ କନ୍ୟାକୁ ୫ ମିନିଟ୍ ସମୟ ମାଗିଲା,  ଓ ତାହାକୁ ଶେଷ କରିବାକୁ ଚାଲିଗଲା ,

କଥା ଏହା କି ରିଦବାନ ଫିଫା ମଞ୍ଜେରି ନାମକ ଏକ ଫୁଟବଲ୍ ଟିମ୍ ଖେଳାଳୀ ଅଟେ, ଏମିତିରେ ତାର ବିବାହର ଦିନ ଲମପୁରୁମ ରେ ୭ ଏସ୍ ଲିଗ୍ ଚାଲୁଥିଲା, ଏହି ମ୍ୟାଚ୍ ଜିତ୍ ପ୍ରଭାବରେ ଟୀମ୍ କୁ ଭବିଷ୍ୟରେ ବହୁତ ଫାଇଦା ପହଞ୍ଚାଇଥାନ୍ତା ।କିନ୍ତୁ ଏହି ମ୍ୟାଚ୍ ଓ ରିଦବାନ ବିବାହ ଦୁହେଁ ଗୋଟେ ଦିନରେ ଆସିଗଲା , ଏମିତିରେ ରିଦବାନ ବିବାହ ମଧ୍ୟରେ ନିଜ ହେବାକୁ ଥିବା କନ୍ୟାକୁ କହିଲେ କି ମୋତେ ପାଞ୍ଚ ମିନିଟ୍ ଦିଅ , ଏବେ ଆସିଲି  ଖାଲି ଏତିକି କରି ସେ ବାହାଘର ଛାଡିକରି ଫୁଟବଲ୍ ଖେଳିବାକୁ ପହଞ୍ଚିଗଲା  । ରିଦବାନଙ୍କ ଏହି ହରକତ ଦେଖି କନ୍ୟା ସହିତ ଆସିଥିବା ଅନ୍ୟ ଅତିଥି ମାନେ ବି ଚକିତ ହୋଇଗଲେ,  ମ୍ୟାଚ୍ ଶେଷ କରି ରିଦବାନ ଫେରିଆସିଲେ,  ଓ ବିବାହର ବାକି ରିତିନିତି କୁ ବି ପୁରା କଲେ,

ଯଦି କେଉଁ ଅନ୍ୟ ବ୍ୟକ୍ତି ହୋଇଥାନ୍ତା , ତେବେ ସେ ଖେଳ ପରିବର୍ତ୍ତେ ବିବାହକୁ ଅଧିକା ମହତ୍ତ୍ୱ ଦେଇଥାନ୍ତା , କିନ୍ତୁ ଠିକ୍ ଉଲଟା କଲେ,  ଯାହା ଦ୍ୱାରା ସେ ଆଜି ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି , ଯେଉଁଠି ଗୋଟେ ପଟେ ରିଦବାନ ଏହି ଫଇସଲାରେ ତାଙ୍କର କନ୍ୟା ନାରାଜ୍ ଜଣାପଡୁଥିଲେ,  ସେମ୍ତିତି ସୋସିଆଲ୍ ମିଡିଆରେ ଲୋକେ ରିଦବାନଙ୍କୁ ସ୍ପୋର୍ଟ ସ୍ପିରିଟ୍ କହି ବହୁତ ପ୍ରଶଂସା କରିଥିଲେ  ସେମିତି ଯଦି ଆପଣଙ୍କୁ ରିଦବାନଙ୍କ ପରି ନିଜ ଖେଳ ଓ ବାହାଘର ଭିତରୁ ବାଛିବାକୁ ହୁଏ ତେବେ କାହାକୁ ବାଛିବେ ।

Leave a Reply

Your email address will not be published. Required fields are marked *