December 23, 2024

Odia Express

Leading Odia News Portal of Odisha

୪ ମାର୍ଚ୍ଚ ୨୦୨୦ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଗଣେଷଙ୍କ ଅସୀମ କୃପାରୁ ୫ ଟି ଭାଗ୍ୟବାନ ରାଶିଙ୍କର ସବୁ ସ୍ୱପ୍ନ ହେବ ପୁରା

୧)ମେଷ ରାଶି : ଆଜି ସିଙ୍ଗଲ୍ ଲୋକଙ୍କୁ ନିଜ ଜୀବନସାଥୀ ମିଳିପାରେ , ଆୟର ନୁଆ ସ୍ରୋତ ବାହାରିବ , ଘରର କେଉଁ ସଦସ୍ୟଙ୍କ ସହ ଆସୁଥିବା -ସମୟରେ ଖୁସିମୟ ବାତାବରଣ ରହିବ , ଭୁଲ୍ ଲୋକଙ୍କର ସଂଗତି କାରଣରୁ କିଛି ଭୁଲ୍ କାମର ରୁଜ୍ଞାନ ବଢିବ , କେଉଁ ବ୍ୟାଙ୍କିଙ୍ଗ୍ ଲେଣଦେଣରେ ସମୟ ଆପଣଙ୍କ ସତର୍କ ରହିବାକୁ ହେବ , ବିପଦପୁର୍ଣ୍ଣ ନିବେଶ କରନ୍ତୁ ନାହିଁ  ଆଳସ୍ୟ କରନ୍ତୁ ନାହିଁ , ଦାମ୍ପତ୍ୟ ଜୀବନରେ ଚିନ୍ତା ଆସିପାରେ , ପରିବାର ସହ କେଉଁ ଧାର୍ମିକ ସ୍ଥାନର ଯାତ୍ରା କରିପାରନ୍ତି ।

୨)ବୃଷ ରାଶି : ଆଜି ପରିବାରରେ ସମ୍ମାନ ବଢିବ , ସ୍ତ୍ରୀଙ୍କର ମିତ୍ରଙ୍କ ଠାରୁ ଭଲ ହେବ , ନିଜ ସଂମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ , ନିଜ ଭାଇଙ୍କ ସହ ଅତ୍ୟାଧିକ ବିବାଦ ଉତ୍ପନ୍ନ ହେବା ସ୍ଥିତି ହୋଇପାରେ , ଦାମ୍ପତ୍ୟ ଜୀବନରେ ମାଧୁର୍ଯ୍ୟ ଆନନ୍ଦ ନେବେ , ପଇସା ମାମଲାରେ କିଛି ନୁଆ ଆରମ୍ଭ କରିବାର ସଠିକ୍ ସମୟ ନୁହେଁ , ମାତାଙ୍କ ସେବା କରନ୍ତୁ  ପ୍ରେମରେ କୁହନ୍ତୁ , ଘରର ମାତା ଆଶିର୍ବାଦ ଏବଂ ସ୍ନେହ ମନରେ ଶାନ୍ତି ଦେବ , କ୍ୟାରିୟର ମାମଲାରେ ସବୁକିଛି ଭଲ ହେବ ।

୩) ମିଥୁନ ରାଶି : କାମ କାର୍ଯ୍ୟର ମୋର୍ଚ୍ଚାରେ ଆପଣଙ୍କୁ କଡା ପରିଶ୍ରମ କରିବାକୁ ପଡିବ , ଯଦି କେଉଁ ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି , ତେବେ ଅଧିକା ପରିଶ୍ରମ କରିବାକୁ ପଡିବ , ଆପଣଙ୍କ ପଜେଟିଭ୍ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିଦେବ , ଡର ଓ ନେଗେଟିଭ୍ ବିଚାର କାରଣରୁ ଆପଣ କେଉଁ ଜରୁରୀ କାମ ଅସଫଳ ହୋଇପାରେ  ମନ୍ଦିରରେ କିଛି ସମୟ ଦିଅନ୍ତୁ , ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ।

୪) କର୍କଟ ରାଶି : ଆଜି ଆପଣଙ୍କ ପ୍ରେମର ଗାଡି ଆଗକୁ ଗଡିଚାଲିବ , କିଛି ଜାତକ ପାଇଁ ନବୀନ ପ୍ରେମ ସଂବନ୍ଧ ନୁଆ ଆଶାର ଜନ୍ମ ନେବ , ବିଦେଶ ଯାତ୍ରାର ଯୋଗ ଅଛି , କିମ୍ବା ବିଦେଶରେ କିଛି ଖୁସି ଖବର ମିଳିବାର ଅଛି , କାମ କାର୍ଯ୍ୟରେ ଅଧିକା ହେବାରୁ ଥକା ଲାଗିପାରେ , କାର୍ଯ୍ୟକ୍ଷେତ୍ରରେ ଶତ୍ରୁଙ୍କ ଦ୍ୱାରା ପ୍ରଭାବ କମ୍ କରିବାରେ ଚେଷ୍ଟା କରିବେ , କେଉଁ ବୟସ୍କ ଲୋକଙ୍କ ଉପଦେଶ ଆପଣଙ୍କ କାମରେ ଆସିବ ।

୫) ସିଂହ ରାଶି : ଆଜି ବାହାନ ସାବଧାନତାପୁର୍ବକ ଚଲାନ୍ତୁ , ଓ ଲଢେଇ ଝଗଡାରୁ ଦୁରେଇ ରୁହନ୍ତୁ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ , କିନ୍ତୁ ନିଜ ଆଖିର ବିଶେଷ ଧ୍ୟାନ ରଖିବ , ଛୁଆ ବହୁତ ଭଲ କରିବେ , ଓ ଆପଣ ତାଙ୍କ ଉପରେ ଗର୍ବ କରିବେ , ଆପଣଙ୍କ ମାନ ସମ୍ମାନ ଆଦି ବହୁତ ବୃଦ୍ଧି ହେବ , ସୁଖ ସୁବିଧା ଖର୍ଚ୍ଚ ହେବାର ଯୋଗ ଅଛି , ପ୍ରଥମ କିଣିଥିବା ପ୍ରପଟି ଲାଭ ମିଳିବ , ପ୍ରେମ ସଂବନ୍ଧରେ ଉର୍ଜା ମିଳିପାରେ , ନୁଆପଣ ଅନୁଭବ କରିବେ ।

୬) କନ୍ୟା ରାଶି : ବୈବାହିକ ଜୀବନ ସୌହାଯ୍ୟପୁର୍ଣ୍ଣ ରହିବ , ପ୍ରେମର ନିବେଦନ କରିବେ କେଉଁ ପୁରୁଣା ଦେଇଥିବା ଋଣ ପ୍ରାପ୍ତି ହେବ , ଆପଣଙ୍କ ବିତ୍ତିୟ ସ୍ଥିତିରେ ସୁଧାର ଆସିବ , ପାରିବାରିକ ଜୀବନ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ଆଜି ଆପଣଙ୍କୁ ମାତାପିତାଙ୍କର ପୁର୍ଣ୍ଣ ପ୍ରେମ ଓ ସମର୍ଥନ ମିଳିବ , ନୁଆ ପ୍ରପଟି କିଣିବାରେ ଯୋଗ ହେଉଛି , ଆଈନଗତ ମାମଲାରେ ପ୍ରତିରୋଧ ଆସିବ , କେଉଁ କାମ କରିଲେ ଭାବିଚିନ୍ତି କରନ୍ତୁ ।

୭) ତୁଳା ରାଶି : ଆଜିର ଦିନ ଆପଣଙ୍କ ଜୀବନରେ ନୁଆ ରୋମାନ୍ସ ଓ ତାଜଗି ଆସିବ , ଆପଣଙ୍କ ମନ ଖୁସିମିଜାଜ୍ ରହିବ , ବ୍ୟବସାୟିକ ଦିନ ଶୁଭ ଅଛି , ବ୍ୟବସାୟୀ ନିଜ ବ୍ୟବସାୟୀ କ୍ଷେତ୍ର ଓ ଖ୍ୟାତି ଲାଭ କରିବେ , ପୁରୁଣା କାମ ସାରିବା ପାଇଁ ନୁଆ କାମ ବଢିବାର ସଠିକ୍ ସମୟ ହେଉଛି , ଚାକିରିରେ ପଦୋନ୍ନତି ମିଳୀବ ବେପାରରେ ସଫଳତା ପ୍ରାପ୍ତି ହେବ ।

୮)ବିଛା ରାଶି : ଆଜି ଧନ ସଂବନ୍ଧିତ ମାମଲାରେ ସଫଳତା ପ୍ରାପ୍ତି ହେବ , କେଉଁ ପାରିବାରିକ ସଦସ୍ୟଙ୍କ ଅକସ୍ମାତ ବିଗଡିଥିବା ସ୍ୱାସ୍ଥ୍ୟ ଆପଣଙ୍କୁ ଚିନ୍ତାରେ ପକାଇପାରେ , ଆଜି ଆପଣଙ୍କୁ ସଚ୍ଚା ପ୍ରେମ ମିଳିବାର ସଂମ୍ଭାବନା ଅଛି , ରଚନାତ୍ମକ କାର୍ଯ୍ୟରେ ବୃଦ୍ଧି ହେବ , ଜୀବନସାଥୀ ସହ ସଂବନ୍ଧ ଭାଙ୍ଗିବାର ଡର ରହିବ , ଅଟକିଥିବା ଧନର ପ୍ରାପ୍ତି ହେବ , ପରିବାରରେ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟ ଧ୍ୟାନ ଦିଅନ୍ତୁ ।

୯) ଧନୁ ରାଶି : ଯଦି ଆପଣ ନୁଆ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହି ଦିନ ଆପଣଙ୍କ ପାଇଁ ଭଲ ରହିବ , ସାମାଜିକ ରୁପରେ ଆପଣଙ୍କ ଲୋକପ୍ରିୟତା ବଢିବ , ଓ ନିଜ ଛୁଆଙ୍କ ପ୍ରତି ପ୍ରଗତିରେ ଖୁସି ହେବେ , ଯଦି ଆପଣ କାହାକୁ ପସନ୍ଦ ଅକ୍ରୁଛନ୍ତି , ତେବେ ପ୍ରପୋଜ କରିପାରିବେ , ଚାକିରିର୍ରେ ଅସୁବିଧାର ସାମ୍ନା କରିବାକୁ ପଡିପାରେ , ମନରେ ଆତ୍ମବିଶ୍ୱାସ ରହିବ , କିନ୍ତୁ ଆତ୍ମବିଶ୍ୱାସ ସ୍ଥିର ରହିବ ନାହିଁ । ଅଫିସ୍ କାମରେ ଆପଣଙ୍କୁ ବହୁତ ଅଧିକା ଚୁନୋତି ଆସିପାରେ ।

୧୦) ମକର ରାଶି : ଆଜି ଆପଣଙ୍କୁ ଅଚାନକ ଖୁସିଖବର ମିଳିବାର ସଂମ୍ଭାବନା ଅଛି , ଟେକନିକ୍ ସହ ଯୋଡି ହୋଇଥିବା କ୍ଷେତ୍ରରେ ଭଲ ପରିଣାମ ମିଳିବ , ନକରାତ୍ମକ ବିଚାରରେ ମନ ବିଚଳିତ ରହିବ , ନିଜ କାମ କୁ କିଏ ଅଟକାଇଲେ ମନରେ ଚିନ୍ତା ଆସିବ , ଏହି କାରଣରୁ କାହା ସହ ପାଟିତୁଣ୍ତ୍ ହୋଇପାରେ,  ସ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇକରି ଚିନ୍ତା ରହିପାରେ , ଭାଗ୍ୟର ସାଥ୍ ଦେବ , ଶୁଭ ସମାଚାର ପ୍ରାପ୍ତି ହେବ , ଲେଖନାଦି ବୌଦ୍ଧିକ କାର୍ଯ୍ୟରେ ବ୍ୟସ୍ତତା ବଢିପାରେ ।

୧୧) କୁମ୍ବ ରାଶି : ପରିବାରରେ ମା ବାପାଙ୍କ ସହଯୋଗ ଅଧିକା ଲାଭ ମିଳିବ , ଆପଣ ପ୍ରଭାବଶାଳୀ ଲୋକ ଏବଂ ପ୍ରସିଦ୍ଧ ଲାଭ କାରିବେ , ମିତ୍ରଙ୍କର ସହଯୋଗ ମିଳିବ , ଆର୍ଥିକ ଲାଭ ଶୁଭ ରହିବ , ଆପଣଙ୍କ ସୁବିଧା ଗୁଡିକ ଆରାମରେ ଅଧିକା ସାବଧନତା ରଖନ୍ତୁ , ଆପଣଙ୍କ ବଚ୍ଚସ୍ୟ ରହିବ , କିନ୍ତୁ ଖୋଜାଖୋଜି ମନ ଭାବ ରଖନ୍ତୁ ନାହିଁ , ଏଥିରେ ଆପଣଙ୍କ ପ୍ରତିଷ୍ଟା କମ୍ ହେବ । ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ତାହା ଚିନ୍ତା କରନ୍ତୁ , ଅନାବଶ୍ୟକ ଚିନ୍ତା କରନ୍ତୁ ।

୧୨) ମୀନ ରାଶି : ପରିବାରରେ ମା ପିତାଙ୍କ ସହଯୋଗ ମିଳୀବ , ଆପଣ ପ୍ରଭାବଶାଳିରୁ ପ୍ରସିଦ୍ଧ ହେବ , ମିତ୍ରଙ୍କର ସହଯୋଗ ମିଳିବ , ଆର୍ଥିକ ଲାଭ ଶୁଭ ରହିବ , ଆପଣଙ୍କ ସୁବିଧା ଆରାମରେ ସାବଧନତା ରଖନ୍ତୁ , ଆପଣଙ୍କ ବଚର୍ସ୍ୟ ରହିବ , କିନ୍ତୁ ଆପଣ ଶାନ୍ତିପୁର୍ଣ୍ଣ ଚିନ୍ତାଧାରା ରଖନ୍ତୁ ,

Leave a Reply

Your email address will not be published. Required fields are marked *