December 23, 2024

Odia Express

Leading Odia News Portal of Odisha

ସାବଧାନ – ନିଜ ମୋବାଇଲ୍ ଫୋନ୍ ରେ ଏହି ୪ ଟି ଆପ୍ ଭୁଲ ରେ ମଧ୍ୟ ଡାଉନଲୋଡ୍ କରନ୍ତୁ ନାହିଁ – ନଚେତ ଆପଣଙ୍କ ବ୍ୟାଙ୍କ୍ ଖାତା ହୋଇଯିବ ଖାଲି…

ସେମିତି ଆଜି କାଲିର ଓକେ ନିଜ ଫୋନରେ ନାନାପ୍ରକାରର ଆପ୍ ଡାଉନଲୋଡ୍ କରିନିଅନ୍ତି , କିନ୍ତୁ କହିଦେବୁ କି ଏମିତି କିଛି ଆପ୍ ହୋଇଥାଏ  ଯାହାକୁ ଡାଉନଲୋଡ୍ କରି ଆପଣଙ୍କ ଫୋନ୍ ର ଜରୁରୀ ଜିନିଷ ଲିକ୍  କରିଦିଅନ୍ତି । ଆଜି ଆମେ ସେମିତି ଚାରୋଟି ଆପ୍ ବିଷୟରେ କହିବୁ ଯାହାକୁ ଭୁଲ୍ ରେ ନିଜ ଫୋନ୍ ରେ ଇନଷ୍ଟାଲ୍ଲ୍ କରିବା ଅନୁଚିତ୍ ।ଏହି ଚାରୋଟି ଆପ୍ କୁ ଇନଷ୍ଟାଲ୍ ନ କରିବା ପାଇଁ ବୁଧବାରକୁ ମଧ୍ୟପ୍ରଦେଶର ସାଇବର୍ ପୋଲିସ୍ ଗ୍ୟାଲିଅର୍ ଦ୍ୱାରା ଆଡଭାଇଜରିରେ ଜାରି କରିଥିଲେ , ଯଦି ଆପଣଙ୍କ ଫୋନ୍ ରେ କିଛି ଲିଙ୍କ୍ ଇମେଜ୍ ଆସିଥାଏ , ଓ ସଫଟୱେର୍ ଅପଡେ ପାଇଁ ଏହା ସ୍କିନ୍ ସେୟାରିଙ୍ଗ୍ ଆପ୍ (ଏନି ଡେକ୍ସ, କ୍ୱିକ୍ ସପୋର୍ଟ, ଏୟାରଡ୍ରୋଏଡ୍ , ଟିମ୍ ୟୁଜର୍ ) ଡାଉନଲୋଡ୍ କରିବାକୁ କୁହାଯାଏ , ତେବେ ଭୁଲ୍ ରେ ଏହି ଚାରୋଟି ଆପ୍ କୁ ଡାଉନଲୋଡ୍ କରନ୍ତୁ ନାହିଁ , କାରଣ ଏଥିରେ ଆପଣଙ୍କୁ ଆପ୍ ଡାଉନଲୋଡ୍ କରିବା ସହ ଉପଭୋକ୍ତ ମୋବାଇଲ୍ ରୁ ରିମୋର୍ଟ ଆସେସ୍ କରିବା ପାଇଁ କୁହାଯାଏ ।

ଏହି ଆପ୍ କୁ ଇନଷ୍ଟାଲ୍ କରି ଆପଣଙ୍କ ଫୋନ୍ ର ଆସୁଥିବା ୟୁପିଆଇ , ଓଟିପି ଓ ଏଟିଏମ୍ ପିନ୍ , କ୍ରେଡିଡ୍ କାର୍ଡ ପିନ୍ ଆଦି ସୁଚନା ଠକ ଙ୍କୁ ମିଳିଯିବ,  କିଛି ମିନିଟ୍ ରେ ଠକୁ ଥିବା ବ୍ୟକ୍ତି ବ୍ୟାଙ୍କ୍ ଏକାଉଣ୍ଟରୁ ସବୁ ପଇସା ଖାଲିକରିଦେବେ , ସାଇବର୍ ପୋଲିସ୍ ସୋସିଆଲ୍ ମିଡିଆରେ ଏହିପ୍ରକାରର ଆପ୍ ରୁ ସାବଧାନ ରହିବାର ଅପିଲ୍ କରିଛନ୍ତି , ଠକଙ୍କ ଦ୍ଦ୍ୱାରା ମେସେଜ୍ କିମ୍ବା ଅନ୍ କେଉଁ ସ୍କିନ୍ ସେୟାରିଙ୍ଗ୍  ଇନଷ୍ଟାଲ୍ କରିବାର ଆପ୍ଲିକେସନ୍ ପଠାଇଥାନ୍ତି ,

ଏହାକୁ ଇନଷ୍ଟାଲ୍ କରିବାମାତ୍ରେ ଆପଣଙ୍କ ଫୋନ୍ ଠକ ବ୍ୟକ୍ତିଙ୍କ ଦ୍ୱାରା ରିମୋର୍ଟ ଆସେସ୍ ନିଆଯାଇପାରିବ । କହିଦେବୁ କି ଏହି ରିମୋର୍ଟ ଆକ୍ସେସ୍ ମିଳିବାମାତ୍ରେ ଠକୁଥିବା ବ୍ୟକ୍ତିଙ୍କ ଫୋନ୍ ରେ ସବୁ କିଛି ଦେଖାଯାଏ , ଯାହା କି କ୍ରେଡିଟ୍ କାର୍ଡ , ଏଟିଏମ୍ ପିନ୍ , ସୁଚନା ବି ହୋଇଥାଉ , କିଛି ଟ୍ରାଞ୍ଜାକସନ୍ ର ଓଟିପି ବି ମଧ୍ୟ ।

Leave a Reply

Your email address will not be published. Required fields are marked *