September 20, 2024

Odia Express

Leading Odia News Portal of Odisha

ମଜାଦାର ଜୋକ୍ସ : ପପୁ ଗାଧୋଉଥିବା ସମୟରେ ପଡୋଶୀ ଜଣେ ଝିଅ ଦେଖିଦେଲେ , ମାମଲା କୋର୍ଟ ଯାଏଁ ପହଞ୍ଚିଯାଏ , ମୋନୁ ଏପରି ଜିଦି ଧରିଲା ଯେ ଜଜ ମଧ୍ୟ ବେହୋସ ହେଇଗଲେ ….

ଆଜି କାଲି ଷ୍ଟ୍ରେସ୍ ଭରା ଜୀବନରେ ଲୋକେ ହସିବା ଭୁଲିଗଲେଣି , ସେ କାମରେ ଏତେ ମସଗୁଲ୍ ହୋଇଯାଇଛନ୍ତି କି ନିଜକୁ ସମୟ ଦେଇପାରୁନାହାନ୍ତି , କିନ୍ତୁ ନିଜ ଉପରେ ଏତେ ଦୋଷ ଦେବା ବି ଭଲ ନୁହେଁ ଯଦି ଆପଣ ନିଜ ସହ ଏପରି କରିବେ ତେବେ ସେ ଦିନ ଦୁର ନୁହେଁ ଯେବେ ନାନାପ୍ରକାରର ରୋଗ ଆପଣଙ୍କୁ ଘେରେଇନେବ , ଏଥିପାଇଁ ସୁସ୍ଥ୍ୟ ରହିବାପାଇଁ ପ୍ରଥମ ମନ୍ତ୍ର ଏହାକି ନିଜକୁ ଟିକିଏ ସମୟ ଦେବେ , ଓ ମନକୁ ଖୁସି ରହିବେ , ଯଦି ଆପଣଙ୍କ ମନ ଭଲ ରହିବ ତେବେ ଆପଣ ସୁସ୍ଥ୍ୟ ରହିବେ , ଏବେ ପ୍ରଶ୍ନ ଏହା ଆସୁଛି କି ନିଜକୁ ଖୁସି ରଖିବାପାଇଁ କଣ କରାଯିବ , କଣ ଦିନ ସାରା ଥକାପଣ ଦୂର କରାଯିବ , ନା ଚେହେରାରେ ହାଲକା ହସ ଅଣାଯିବ ।

୧)ସନ୍ତା : ପାଖ ପଡୋଶୀରେ କଣ ଚାଲୁଛି ? ବାନ୍ତା : ବାର୍ଥ ଡେ ଚାଳିଛି , ସନ୍ତା : କାହାର , ବନ୍ତା : ଟୁୟୁର , ସନ୍ତା : ଟୁୟୁ କିଏ ? ବନ୍ତା ଜଣାନାହିଁ , ସେମିତି ତ ଶୁଣାଯାଉଛି , ହ୍ୟାପି ବାର୍ଥ ଡେ ଟୁୟୁ ।

୨) ସ୍ତ୍ରୀର ବହୁତ ସୁନ୍ଦର ଏକ ସାଙ୍ଗ ଆସିଲା , ସ୍ୱାମୀ ତାର ସାଙ୍ଗ ସହ ଚାତକ ପରି ଦେଖିବାକୁ ଲାଗିଲା,  କିଛି ସମୟ ପରେ କୁକୁର୍ ର ୧୨ ଟି ହୁଇସିଲ୍ ବାଜିଲାପରେ , ସ୍ୱାମୀ ସ୍ତ୍ରୀକୁ କହେ କି ରୋଷେଇ ଘରେ ଯାଈକରି ଦେଖିଲ ତ ଡାଲି ଜଳିଯିବ , ସ୍ତ୍ରୀ କହିଲା , ଡାଲି ତ ଜଳିଯାଉ କିନୁତ୍ ତୁମର ଡାଲି ଏଠି ଜଳାଇବାକୁ ଦେବିନି ,

୩) ଗୋଟେ ମଦୁଆ ସ୍ୱାମୀ ଘରକୁ ପିଇକରି ଆସିଲା,  ତେବେ ସ୍ତ୍ରୀର ଗାଳିରୁ ବଞ୍ଚିବାପାଇଁ ଏକ ବହି ଖୋଲିକରି ମିଛଟାରେ ନାଟକ କରିବାକୁ ଲାଗିଲା , ସ୍ତ୍ରୀ : ଆଜି ଆଉଥରେ ପିଇକରି ଆସିଛ ? ସ୍ୱାମୀ : ନାହିଁ ତ ! ସ୍ତ୍ରୀ : ତେବେ ସୁଟକେସ୍ ଖୋଲିକରି କଣ କରୁଛ ?

୪) ଗୋଟେ ମହିଳା ମନ୍ଦିରରେ ବସିକରି କାନ୍ଦୁଥିଲା , ପୁଜାରୀ : କଣ ହେଲା ଝିଅ ? ମହିଳା ଜଣଙ୍କ ବାବା କାଲି ରାତିରେ ମୋର ସ୍ୱାମୀ ଚାଲିଗଲେ , ପୁଜାରୀ : ଓହଃ ବହୁତ ଖରାପ ହେଲା , ସେ ମରିବା ସମୟରେ କଣ କହିଲେ ଝିଅ ? ମହିଳା : ହଁ କହିକରି ଯାଇଥିଲେ,  ମୋର ଗଳାକୁ ଛାଡିଦେ ରାକ୍ଷାସୀ ।

୫) ଟପୁ ବବଲିକୁ କହିଲା : କଣ କରୁଛ ? ବବଲି : କିଏ ସେ ଅଭଦ୍ର କହୁଛି ? ଟପୁ : କଣ ନିଜ ପ୍ରେମୀକୁ ଚିହ୍ନିପାରୁନ ? ବବଲି ରାଗରେ : ତୁମକୁ ମୋର ନମ୍ବର କେଉଁଠୁ ମିଳିଲା , ଟପୁ ଗୁଡଖା ଖାଇକରି କହିଳା ଶୌଚାଳୟର କବାଟରୁ ,

୬) ସ୍ୱାମୀ ନିଜ ସ୍ତ୍ରୀ କୁ : ରାତିର ସ୍ୱପ୍ନରେ ମୋର ସାଙ୍ଗର ସ୍ତ୍ରୀ ସହ ଶୋଇଥିଲି , ବାଃ କଣ ଲାଗୁଥିଲା ସେ , ସ୍ତ୍ରୀ : ଏକେଲା ଆସିଥିବ , ସ୍ୱାମୀ : ତୁମକୁ କିପରି ଜଣାପଡିଲା , ସ୍ତ୍ରୀ : ତାର ସ୍ୱାମୀ ମୋର ସ୍ୱପ୍ନରେ ଆସିକରି ଶୋଇଥିଲା ତ !

୭) ଏକ ଅଶିକ୍ଷିତ ହେଲଥ୍ ମିନିଷ୍ଟର୍ ହୋଇଗଲା , ଓ ହେବାପରେ ମିଡିଆ ସହ ଏକ ମେଡିକାଲ୍ କୁ ଆସିଲା , ଦୁଇଟି ରୋଗୀଙ୍କୁ ଅକ୍ସିଜେନ୍ ସିଲିଣ୍ତର ଲାଗିଥିଲା ତୃତୀୟ ରୋଗୀକୁ ଲାଗିନଥିଲା<  ମନ୍ତ୍ରୀ କଡା ଭାବରେ ପଚାରିଲେ  ଦୁଇରୋଗୀଙ୍କୁ ସିଏନ୍ ଜି ଅଛି ତୃତୀୟକୁ କଣ ପାଇଁ ନାହିଁ , ଡାକ୍ତର ମନ୍ତ୍ରୀଙ୍କ ଉପରୁ ତଳ ଯାଏଁ ଦେଖିବାକୁ ଲାଗିଲା,  ଓ ଡ୍ରିପ୍ ଆଡକୁ ଇସାରା କରି ନମ୍ରତା ସହ କହିଲା , ସାର୍ ଏହା ପେଟ୍ରୋଲ୍ ପମ୍ପ ଚାଲୁଛି ।

୮) ମୋନୁ ଗାଧୋଉଥିବା ସମୟରେ ପଡୋଶୀ ଝିଅ ନେହା ଦେଖିନେଲା , ପରେ କୋର୍ଟ ଯାଏଁ ଏହି କଥା ପହଞ୍ଚିଗଲା,  ଜର୍ଜ କହିଲା : କଣ ହେଲା ?ମୋନୁ ଜଜ୍ ସାହେବ୍ ଏହି ଝିଅ ମୋତେ ଗାଧୋଉଥିବା ବେଳେ ଦେଖିଛି ,ଜର୍ଜ : ତେବେ କଣ ଚାହୁଁହ୍ଚ ତୁମେ ? ମୋନୁ ବଦଲା , ଜର୍ଜ୍ ବେହୋସ୍ !!

Leave a Reply

Your email address will not be published. Required fields are marked *