September 19, 2024

Odia Express

Leading Odia News Portal of Odisha

ଏହି ଜିନିଷର ସେବନରେ ସହଜରେ ପେଟର ଚର୍ବି କମ୍ ହୋଇଯିବ , ଏମିତି କରନ୍ତୁ ଏହାର ବ୍ୟବହାର…

ଆଜିର ସମୟରେ ବୋଧେ କେଉଁ ଲୋକ ଥିବ ଯିଏ ମୋଟାପା ପାଇଁ ଚିନ୍ତିତ ରହୁନଥିବ , ହଁ ଆଜ୍ଞା ଆଜିର ସମୟରେ ଲୋକେ ନିଜର ପରିଶ୍ରମ କରିଥାନ୍ତି ଓ ଅଧିକାଂଶ ଜଙ୍କ ଫୁଡ୍ ର ସେବନ କରିଥାନ୍ତି , ଏହା ମୋଟାପାର ଅସଲ କାରଣ ହୋଇଥାଏ , ସେମିତି ଆଜିର ସମୟରେ ଅଧିକାଂଶ ଲୋକେ ମୋବାଇ ଦ୍ୱାରା ନିଜ କାମ ତୁଲାଇଥାନ୍ତି , ଯାହାର କାରଣ ଲୋକେ ଚାଲିବା ବୁଲିବା ଓ ବାଇ ନାନା ପ୍ରକାରର ପ୍ରକିୟା କମ୍ ହୋଇଯାଇଛି , ଏବେ ଏମିତିରେ ଲୋକେ ମୋଟାପା କାରଣରୁ ଚିନ୍ତିତ ହେବା ସ୍ୱାଭାବିକ ଅଟେ , କିଛି ଲୋକ ଏପରି ହୋଇଥାନ୍ତି ଯିଏ ନିଜ ଫିଟନେସ୍ କୁ ପୁରା ଦାୟିତ୍ୱ ରଖନ୍ତି , ତେବେ କିଛି ଲୋକ ଏମିତି ହୋଇଥାନ୍ତି ଯିଏ ପେଟର ଚର୍ବିକୁ କମ୍ କରିବାକୁ ପୁରା ଚେଷ୍ଟିତ ରୁହନ୍ତି , କିନ୍ତୁ ତାଙ୍କର ପେଟର ଚର୍ବି କମ୍ ହୁଏ ନାହିଁ , ଯାହାର କାରଣରୁ ନିରାଶା ହୋଇଥାଏ । ଯଦି ଆପଣ ବି ନିଜ ପେଟର ଚର୍ବିକୁ କମ୍ କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ ।

ତେବେ ଆସନ୍ତୁ ଏବେ ଆପଣଙ୍କୁ କହିବୁ ଆପଣ କିପରି ମେଡିସିନ୍ ର ସେବନ ନକରି ନିଜ ମୋଟାପା କମ୍ କରିପାରିବେ , ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବୁ , ଯାହାର ବ୍ୟବହାରରେ ଆପଣଙ୍କ ମୋଟାପା ନିଶ୍ଚିତ ଭାବେ କମ୍ ହୋଇଯିବ , ଏମିତି ଆପଣ ନାନାପ୍ରକାରର ଉପାୟମାନ କରିଥିବେ , କିନ୍ତୁ ଏହି ଉପାୟକୁ ଥରେ ମାତ୍ର ଆପଣାଇଦେଖନ୍ତୁ , ହୋଇପାରେ କି ଆପଣଙ୍କ ମୋଟାପା ବାସ୍ତବରେ କମ୍ ହୋଇଯିବ ।

ଆମେ ଯେଉଁ ଜିନିଷ ବିଷୟରେ କହୁଛୁ ତାହା ନାଁ ଚିୟା ଅଟେ , ଯାହା ଲୋକେ ଭଲ ଭାବରେ ଜାଣିନାହାନ୍ତି , ଏହି ଫଟୋ ଦେଖି ଆପଣ ସେହି ଜିନିଷକୁ ଚିହ୍ନିପାରିବେ , ଏଥିରେ ଅଧିକା ମାତ୍ରାରେ ଆଣ୍ଟୀଏକ୍ସିଡେଣ୍ଟ ବାଲା ଖାଦ୍ୟ ପଦାର୍ଥ ମିଳିଥାଏ , ଯାହା ମୋଟାପା କମ୍ କରିବାରେ ସହାୟତା କରେ , ଓ ଏହା ସହ ଆପଣଙ୍କ ଶରୀରକୁ କିଛି ବି କ୍ଷତି କରେ ନାହିଁ , ତେବେ ଆସନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରିବେ , ସବୁଠାରୁ ପ୍ରଥମେ ବଜାରରୁ ଚିୟାର ମଞ୍ଜିକୁ କିଣିନିଅନ୍ତୁ , ଓ ତାପରେ ଦୁଇ ଚାମଚ ଚିୟାର ମଞ୍ଜିକୁ ଗୋଟେ ଗିଲାସ ପାଣିରେ ବତୁରାଇଦିଅନ୍ତୁ ।

କହିଦେବୁ କି ଆପଣ ପ୍ରାୟ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଏହାକୁ ବତୁରଇବାର ଅଛି , ଏହାପରେ ଏହି ପାଣିରେ ଏକ ଚାମଚ ଲେମ୍ବୁ ଚିପୁଡିଦିଅନ୍ତୁ , ଏହାକୁ ଖାଲିପେଟରେ ସେବନ କରିବେ , ଏହାର ମତଲବ ଏହାକି ସକାଳ ସମୟରେ ପାଣିରେ ବତୁରାଇ ଏହାକୁ ସେବନ କରିବାର ଅଛି , ଯଦି ଆପଣ ଲଗାତାର ଏହାକୁ ଏକ ମାସ ଯାଏଁ ସେବନ କରିବେ ତେବେ ଆପଣଙ୍କ ଓଜନ ପାଞ୍ଚରୁ ଆଠ କିଲୋ କମ୍ ହୋଇଯୀବ , ଏହାର ସେବନରେ ଆପଣଙ୍କୁ ମୋଟାପା କାରଣରୁ ହେବାର ଥିବା ସମସ୍ୟାରୁ ମୁକ୍ତି ମିଳିବ , ଏହା ଛଡା ଏହାର ସେବନ କରିବାର କେଉଁ ବି ସାଇଡ୍ ଇଫେକ୍ଟ ବି ନଥାଏ , ଏମିତିରେ ଆପଣ ବିନା ଚିନ୍ତାରେ ଏହି ପ୍ରକିୟାରେ ସେବନ କରିପାରିବେ ।

ଆମେ ଆଶା କରୁଛୁ ଏହି ପ୍ରକିୟାକୁ ଆପଣାଇଲେ ଆପଣଙ୍କୁ ମୋଟାପାରୁ ମୁକ୍ତି ନିଶ୍ଚିତ ମିଳିଯିବ ।

Leave a Reply

Your email address will not be published. Required fields are marked *