ଭେଣ୍ତିକୁ ବତୁରାଇ ସକାଳୁ ଯଦି ପିଆଯାଏ ଏହାର ପାଣି , ତାପରେ ଯାହା ହେବ କରିଦେବ ଆପଣଙ୍କୁ ଚକିତ….
ଭାରତରେ ସବୁଠାରୁ ଅଧିକା ପସନ୍ଦ କରାଯାଉଥିବା ପରିବା ମଧ୍ୟରେ ଭେଣ୍ତି ହେଲା ଅନ୍ୟତମ , ଏହାର ବାନସ୍ପାତିକ ନାଁ ଏବେଲମୋକ୍ସ ଏସ୍କୁଲେଟ୍ସ ଅଟେ , ଭେଣ୍ତି ସବୁଠାରୁ ଅଧିକା ପ୍ରଚଳିତ ପରିବା ଅଟେ ,ଯାହା ବଗିଚାରୁ ନେଇକରି କ୍ଷେତରେ ଅଧିକା ପରିମାଣରେ ଫସଲ କରାଯାଏ , ସାମାନତଃ ଲୋକେ ଏହାକୁ କେବଳ ଏକ ପରିବା ବୋଲି ଜାଣନ୍ତି , କିନ୍ତୁ ଏହା ଡାଇବେଟିଜ୍, କାଶ , ଜ୍ୱର ସହିତ ବହୁତ ରୋଗର ମେଡିସିନ୍ ରୁପରେ ଉପଯୋଗ କରାଯାଏ , ଆସନ୍ତୁ ଜାଣିବ ଭେଣ୍ତି ଖାଇବାର ମୁଖ୍ୟ ଫାଇଦା ସଂମ୍ପର୍କିତ ଖବର ଉପରେ
୧) ଗ୍ଲାଇସେମିକ୍ ଇନଡେକ୍ସର ଅଭାବ : ଯଦି ଆପଣ ମଧୁମେହ ରୋଗୀ ଅଟନ୍ତି , ତେବେ ଆପଣଙ୍କ ଡାକ୍ତର ଆପଣଙ୍କୁ କମ୍ ଜିଆଇ ବାଲା ଭୋଜନ ଖାଇବାକୁ କହିବେ , ଭେଣ୍ତି ସେହି ଖାଦ୍ୟ ପଦାର୍ଥରୁ ଗୋଟେ ଅଟେ ଯେଉଁଥିରେ ୨୦ ରୁ କମ୍ ଜିଆଇ ଇନଡେକ୍ସ ମିଳିଥାଏ ।
୨) କୋଲେଷ୍ଟ୍ରୋଲ୍ କୁ କରିଥାଏ ନିୟନ୍ତ୍ରଣ ; ଏହି ପରିବା ରକ୍ତରେ କୋଲେଷ୍ଟ୍ରୋଲ୍ କାରଣରୁ ହେଉଥିବା ହୃଦରୋଗ କୁ ରୋକିବା ସହ କୋଲେଷ୍ଟ୍ରୋଲ୍ କମ୍ କରିବା କାର୍ଯ୍ୟ କରିଥାଏ , କୋଲେଷ୍ଟ୍ରୋଲ୍ ଶରୀରରେ ଏକ ପ୍ରମୁଖ କାରକ ହୋଇଥାଏ , ଯାହା ମୋଟାପା ଓ ହୃଦରୋଗ ବଢାଇଥାଏ ।
୩) ଫାଇବରର ଅଧିକା ମାତ୍ରା : ଭେଣ୍ତି ଫାଇବର୍ ମାତ୍ରା ଅଧିକା ରହିଥାଏ , ଏଥିପଇଁ ବହୁତ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ପାଚନ ପ୍ରକିୟ ସଠିକ୍ ରଖିବା ଓ ଖାଇବାପଇଁ କହନ୍ତି , ଫାଈବର୍ ଶରୀରରେ ପାଚନ ପ୍ରକିୟା ସୁଧାରିଥାଏ ।
୪) କବଜ୍ ହେବାରୁ ଅଟକାଇଥାଏ : ପାଣିର ଉଚିତ୍ ଅବଶୋଷଣ କୁ ସୁନିଶ୍ଚିତ କରି ଭେଣ୍ତି ଶରୀରରେ କବଜ୍ କୁ ଦୁର କରିଥାଏ , ଏହା କବଜ୍ ରୁ ଚିନ୍ତିତ ରୋଗୀଙ୍କ ପାଇଁ ଏକ ରାମବାଣ ଚିକିତ୍ସା ଅଟେ ।
୫) ଆସ୍ତମାକୁ ନିୟନ୍ତ୍ରିତ କରିଥାଏ : ଏହି ପରିବା ଆସ୍ତମା ଚିକିତ୍ସା ପାଇଁ କାରଗର ଅଟେ , ଏହା କୁ ଖାଇବାକୁ ଆସ୍ତମା ରୋଗୀଙ୍କୁ ଉପଦେଶ ଦିଆଯାଏ ।
୬) ଭିଟାମିନ୍ K : ଭିଟାମିନ୍ କେ ରକ୍ତ କ୍ଲୋନିଙ୍ଗ୍ ପ୍ରକିୟାରେ ଏହା ସହ କାରକ ଭୁମିକା ନିଭାଇଥାଏ , ଏହା ଆମର ଶରୀରରେ ହାଡଗୁଡିକ ମଜବୁତ୍ କରିବାରେ ପ୍ରମୁଖ ଭୁମିକା ନିଭାଇଥାଏ , ଭେଣ୍ତିରେ ଭିଟାମିନ୍ କେ ପ୍ରଚୁର ମାତ୍ରା ମିଳିଥାଏ ।
୭) ଫୋଲେଟସ୍ : ଭେଣ୍ତିରେ ମହଜୁତ୍ ଫୋଲେଟସ୍ ନବଜାତ ଶିଶୁର ତନ୍ତ୍ରିକା ଟ୍ୟୁବ୍ ରେ କେଉଁ ପ୍ରକାରର ଗଡବଡି ହେବାର କାରଣରୁ ଚିକିତ୍ସାରେ ସାହାଯ୍ୟ କରିଥାଏ , ଏଥିପାଇଁ ଗର୍ଭବସ୍ଥାରେ ମହିଳାଙ୍କ ଭେଣ୍ତି ଖାଇବାର ଉପଦେଶ ଦିଆଯାଏ ।
୮) ମଧୁମେହରୁ ରକ୍ଷା କରିଥାଏ : ଭେଣ୍ତି ମଧୁମେହ କୁ ରୋକିବାରେ ସାହାଯ୍ୟ କରିଥାଏ , ଏଥିରେ ଫାଇବର୍ ଅଧିକା ମାତ୍ରା ମିଳିଥାଏ , ଯାହା ଏହି ରୋଗ ଅଟକାଇବାରେ ସାହାଯ୍ୟ କରିଥାଏ , ମଧୁମେହକୁ ନିୟନ୍ତ୍ରଣ କରିବାରେ ଭେଣ୍ତିର ଉପଯୋଗ ସବୁଠାରୁ ଭଲ ତରିକା ଅଟେ , ଆପଣ ଏହାକୁ ପାଣିରେ ବତୁରାଇ ରଖିଦିଅନ୍ତୁ , ଓ ଏହି ପାଣିକୁ ପିଅନ୍ତୁ ।