September 20, 2024

Odia Express

Leading Odia News Portal of Odisha

ଧର୍ମେନ୍ଦ୍ର ଜୀ ଙ୍କ ବୋହୁ ଙ୍କ ଦେଖିଛନ୍ତି କି ଆପଣ ? ଫଟୋ ଦେଖିକରି ସମସ୍ତେ ହୋଇଛନ୍ତି ଆଶ୍ଚର୍ଯ୍ୟ – ହିରୋଇନ ମଧ୍ୟ ତାଙ୍କ ଆଗେ ଫିକା ପଡିଯିବେ…

ବଲିଉଡ୍ ରେ ଏମିତି ବହୁତସାରା ଅଭିନେତା ଅଛନ୍ତି , ଯିଏକି ନିଜ ଶାନଦାର୍ ଅଭିନୟ ଓ ଦମଦାର୍ ଡାଇଲଗ୍ ପାଇଁ ଲୋକପ୍ରିୟ ଥିଲେ,  ଓ ବହୁତ ନାଁ ବି କମାଇଛନ୍ତି , ଆପଣଙ୍କୁ କହିଦେବୁ କି ଗୋଟେ ଜମାନାରେ ଲୋକ ଏମାନଙ୍କର ବହୁତ ବଡ ଫ୍ୟାନ୍ ହୋଇଥିଲେ , ଓ ଆଜି ବି ଲୋକେ ତାଙ୍କୁ ବହୁତ ଭଲ ପାଆନ୍ତି , ହଁ ଆଜ୍ଞା ଆମେ କଥା ହେବା ବଲିଉଡ୍ ଅଭିନେତା ଧମେନ୍ଦ୍ରଙ୍କର , ଧର୍ମେନ୍ଦ୍ର ବଲିଉଡ୍ ରେ ଅଭିନେତା ସାମିଲ୍ ହୋଇଛନ୍ତି , ଓ ନିଜ ସମୟରେ ସେ ଗୋଟେରୁ ବଳିକରି ଗୋଟେ ହିଟ୍ ଫିଲ୍ମ ଦେଇଛନ୍ତି  ଆପଣଙ୍କୁ କହିଦେବୁ କି ଧର୍ମେନ୍ଦ୍ର ଦୁଇଟି ବିବାହ କରିଛନ୍ତି  ତାଙ୍କର ପ୍ରଥମ ସ୍ତ୍ରୀ ପ୍ରକାଶ କୌର୍ ଅଟେ । ଯାହାଙ୍କ ତିନୋଟି ଛୁଆ ଅଛନ୍ତି , ସନି ଦେଓଲ, ବବି ଦେଓଲ, ଓ ଝିଅ ଅଜିତା ଦେଓଲ , ଓ ଦୁହେଁ ଝିଅଙ୍କର ହିନ୍ଦୀ ସିନେମାରେ ଅଭିନେତା ଅଛନ୍ତି , ବରଂ ଝିଅ ବିବାହ ପରେ ବିଦେଶରେ ରୁହନ୍ତି ,

ତାଙ୍କର ଦ୍ୱିତୀୟ ସ୍ତ୍ରୀ ହିନ୍ଦି ସିନେମାରେ ଦିଗଜ୍ଜ୍ ଅଭିନେତ୍ରୀ ହେମା ମାଲିନୀ ଅଟନ୍ତି , ତାଙ୍କର ଦୁଇଟି ଝିଅ ଅଛନ୍ତି , ଇଶା ଓ ଆହାନା ଦେଓଲ୍ , ତାଙ୍କର ବିବାହ ହୋଇସାରିଛନ୍ତି । ଯେଉଁଠି ହେମା ମାଳିନୀ ଅଭିନେତ୍ରୀ ହେବା କାରଣରୁ ଚର୍ଚ୍ଚାରେ ରୁହନ୍ତି , ସେମିତି ଦ୍ୱିତୀୟ ଧର୍ମେନ୍ଦ୍ର ପ୍ରଥମ ସ୍ତ୍ରୀ ପ୍ରକାଶ କୌର୍ ଲାଇମ୍ ଲାଇଟ୍ ରୁ ଦୁରେଇ ରୁହନ୍ତି , ଆପଣଙ୍କୁ କହିଦେବୁ କି ମୁମ୍ବାଈର ଜୁହୁ ସ୍ଥିତ ବଙ୍ଗଳାରେ ପୁଅ ସନି ବବି ଦେଓଲ, ସାଙ୍ଗରେ ରୁହନ୍ତି , ଧର୍ମେନ୍ଦ୍ର ତଙ୍କ ସହ ରୁହନ୍ତି , ଓ ସ୍ତ୍ରୀ , ଛୁଆଙ୍କ ସହ ତାଙ୍କର ବହୁତ ଭଲ ସଂବନ୍ଧ ଅଛି , ତେବେ ଧମେନ୍ଦ୍ରଙ୍କ କଥା ଆଜି ଆମେ ଆପଣଙ୍କୁ ଧର୍ମେନ୍ଦ୍ରଙ୍କ ବୋହୁ ମାନେ ମାନେ ବବି ଦେଓଲଙ୍କ ସ୍ତ୍ରୀଙ୍କ ବିଷୟରେ ଯିଏକି ସୁନ୍ଦର କେଉଁ ବଲିଉଡ୍ ଅଭିନେତ୍ରୀରୁ  କମ୍ ନୁହନ୍ତି ।

ଆପଣଙ୍କୁ କହିଦେବୁ କି ବବି ଦେଓଲ ବିବାହ କାହାଣୀ ପୁରା ମିଡିଆରେ ଚର୍ଚ୍ଚା ହୋଇଛି, ତାଙ୍କର ସ୍ତ୍ରୀକ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଛୁ , ଆପଣଙ୍କୁ କହିଦେବୁ କି ବବି ଦେଓଲ ଙ୍କ ସ୍ତ୍ରୀଙ୍କ ନାଁ ତାନ୍ୟା ଆହୁଜା ଅଟେ , ଯିଏକି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି , ସେ ଜଣେ ସଫଳ ବିଜନେସ୍ ମହିଳା ଅଟନ୍ତି , ଆପଣଙ୍କୁ କହିଦେବୁ କି ତାନ୍ୟା ଫର୍ଣ୍ଣିଚର୍ ଓ ହୋମ୍ ଡେକୋରେଟ୍ସ ବିଜନେସ୍ କରନ୍ତି , ମୁମ୍ବାଈରେ ତାଙ୍କର ଦି ଗୁଡ୍ ଅର୍ଥ ନାଁର ଶୋରୁମ୍ ଅଛି , ଓ ବଲିଉଡ୍ ରେ ବଡ ଷ୍ଟାର୍ ତ୍ୟାନାଙ୍କ କ୍ଲାଇନ୍ସ ଅଛନ୍ତି ।

ଆଜି ବବି ଓ ତାନ୍ୟାଙ୍କ ବିବାହ ପ୍ରାୟ ୨୦ ବର୍ଷ ହୋଇସାରିଛି , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ତାଙ୍କର ଲଭ୍ ଷ୍ଟୋରି ବିଲକୁଲ୍ ଅଲଗା ଥିଲା,  ଆପଣଙ୍କୁ କହିଦେବୁ କି ବବି ଦେଓଲ ନିଜ କିଛି ବନ୍ଧୁଙ୍କ ସହ ଏକ ରେଷ୍ଟୁରାଣ୍ଟରେ ବସିଥିଲେ,  ସେଠାରେ ତାନ୍ୟା ବସିଥିଲେ,  ଅଚାନକ ସେ ବବିଙ୍କୁ ଦେଖିଲେ ଓ ଦେଖୁ ଦେଖୁ ଭଲପାଇବସିଲେ,  ଏହାପରେ ଧୀରେ ଧୀରେ କଥାବାର୍ତ୍ତା ହେଲା , ଓ ଦୁହେଁ ଦେଖାକରିବାର ଫଇସଲା ନେଲେ , ବବି ତାନ୍ୟାଙ୍କୁ ନେଇକରି ସେହି ରେଷ୍ଟୁରାଣ୍ଟ ଯାଇଥିଲେ ଯେଉଁଠି ସେ ବବି ଦେଓଲଙ୍କୁ ଦେଖିଥିଲେ ,  ଏହାପରେ ଧୀରେ ଧୀରେ କଥା ଆଗକୁ ବଢିଥିଲା , ଓ ଦୁହେଁ ପରିବାର ବାଲା ସାକ୍ଷାତ କଲେ , ଓ ତାନ୍ୟାଙ୍କୁ ଦେଖି ଧର୍ମେନ୍ଦ୍ର ଏତେ ପସନ୍ଦ କଲେ କି ଦୁହେଁଙ୍କ ବିବାହ କରାଇଦେଲେ ।

Leave a Reply

Your email address will not be published. Required fields are marked *