September 19, 2024

Odia Express

Leading Odia News Portal of Odisha

ଯେତେ ବି ବିଷାକ୍ତ ସାପ ହେଉ ଥାଉ ପଛେ, ଏହି ଜିନିଷ କେବଳ ୫ ମିନିଟ୍ ରେ ମୁଳରୁ ଝଡାଇଦେବ ତାର ବିଷ , ଥରେ ନିଶ୍ଚିତ ପଢିନିଅନ୍ତୁ – ଜଣା ନଥିବ ଆପଣଙ୍କୁ ଏହି ଉପାୟ…….

ଯେମିତି ଆମେ ସମସ୍ତେ ଜାଣିଛେ କି ଆମ ଚର୍ତୁପାର୍ଶ୍ୱରେ ନାନାଦି ଜୀବ ଜନ୍ତୁ ବସବାସ କରନ୍ତି , ଏମିତି ବର୍ଷା ଦିନରେ ଘର ମଧ୍ୟରେ ସାପ, ବିଛା ଆସିବା ସାମାନ୍ୟ କଥା ଅଟେ , ହଁ ଆଜ୍ଞା କହିଦେବୁ କି ଏମିତି ଏକ ବିଷୟରେ ଯାହାକି ଯାହାକୁ ଯଦି କେବେ ସାପ କାମୁଡିଦିଏ ତେବେ ତୁରନ୍ତ ତାର ବିଷକୁ ବାହାର କରିଦେବେ , ସାପ ନାଁ ଶୁଣିଲେ ଆମର ରୋମ ଟାଙ୍କୁରି ଉଠେ , ଯଦି କେଉଁଠି ସାପ ଦେଖାଯାଏ ତେବେ ଆମର ଅବସ୍ଥା ବହୁତ ଭୟାନକ ହୋଇଯାଏ । ସବୁ ସାପ ବିଷାକ୍ତ ହୋଇଥିବା ଏହା ଜରୁରୀ ହୋଇନଥାଏ , ଓ ସବୁ ସାପର ବିଷରୁ ମୃତ୍ୟୁ ହୋଇଯିବା ଏହା ବି ଜରୁରୀ ହୋଇନଥାଏ , କିନ୍ତୁ ସାପ ଏକ ଏପରି ଜନ୍ତୁ ଅଟେ ,ଯାହାର ଭୟ ସମସ୍ତଙ୍କୁ ରହିଥାଏ , ସାପର ଏକ ବିଷ ଗ୍ରନ୍ଥି ହୋଇଥାଏ , ଓ ତାହାର ବିଷ ସେହିଥିରେ ହିଁ ଥାଏ , ଓ ବିଷ ଗ୍ରନ୍ଥି ସାପର ଦାନ୍ତ ସହ ଯୋଡି ହୋଇଥାଏ , ଯାହାକୁ ବିଷଦନ୍ତ ବୋଲି କହନ୍ତି , ମାନବ ଶରୀରରେ ଲାଳ ଗ୍ରନ୍ଥି ପରି ସାପର ଶରୀରରେ ଲାଳ ଗ୍ରନ୍ଥି ହୋଇଥାଏ

ଯାହା ବିଷଗ୍ରନ୍ଥିରେ ପରିବର୍ତ୍ତିତ ହୋଇଯାଏ,  ସାପର ଭୋଜନରେ ବିଷ ଗ୍ରନ୍ଥିରେ ଏକ ଦ୍ରବ୍ୟ ପଦାର୍ଥ ହୋଇଥାଏ , ଯାହା ବିଷରେ ପରିବର୍ତ୍ତିତ ହୁଏ , କହିଦେବୁ କି ବିଷରେ ରକ୍ତ୍ ମିଶିଲେ ଥକ୍କା ହେବାକୁ ଲାଗେ ଏହି ଥକ୍କା ତନ୍ତ୍ରିକା ଓ ହୃଦୟର ପହଞ୍ଚିକରି ବିପଦପୁର୍ଣ୍ଣ ହୋଇଥାଏ । ହଁ ଆଜ୍ଞା ଏହି କଥା ଆମେ ସମସ୍ତେ ଜାଣିଛେ କି ସାପ କେତେ ବିଷାକ୍ତ ହୋଇଥାଏ , ସେମିତି ଆଜି ଆମେ ଆପଣଙ୍କୁ କହିଦେବୁ କି ଏକ ଚମତ୍କାରୀ ଗଛ ସାପର ବିଷକୁ ଏକଦମ୍ ବାହାର କରିଦେବ , ଏହି କଥା ନିଜେ ଆୟୁର୍ବେଦରେ ସ୍ୱିକାର କରାଯାଇଛି , ଆପଣଙ୍କୁ କହିଦେବୁ କି ଯେଉଁ ଗଛ ବିଷୟରେ କହିବୁ ତାହାର ନାଁ କକୋଡା ଅଟେ,  ଏହା କେବଳ ଜଙ୍ଗଲରେ ମିଳିଥାଏ । କହିଦେବୁ କି କାଙ୍କଡ଼ ନାମକ ଏହି ଗଛରୁ ବହୁତ ତତ୍ତ୍ୱ ମିଳିଥାଏ ,

ଯାହା ସାପର ବିଷକୁ ଝଡାଇବାରେ ସାହାଯ୍ୟ କରେ, ସେମିତି ଆପଣଙ୍କୁ କହିଦେବୁ କି ଏମିତି ହୁଏ ନାହିଁ କି ସବୁ ଗଛରୁ ବିଷକୁ ସମୁଳ ଶେଷ କରିଦେଇପାରିବ , କିନ୍ତୁ ଯଦି ଏହାକୁ ପେଷିକରି ଏହାର ଲେପ କରିଦିଅନ୍ତୁ , ତେବେ ଯେଉଁଠି ସାପ କାମୁଡିଛି , ତାହା ଲଗାଇଦେଲେ , ତେବେ ସେ ବିଷକୁ ପୁରା ଶରିରରେ ବ୍ୟାପିବାରୁ ଅଟକାଇଦେବ , ଏଥିପାଇଁ ଆପଣ ବହୁତଥର ଦେଖିଥିବେ କି ମେଡିକାଲ୍ ରେ ଏହି ସୁବିଧା ହୋଇନଥାଏ,  କିନ୍ତୁ ଲୋକଙ୍କ ଘରେ ସହଜରେ ଏହି ଜିନିଷ୍ ମିଳିଯାଏ , ତେବେ ଏମିତିରେ ଲୋକ କାଙ୍କଡ଼ ଲୁଣର ଗଛ ସହ ଘରେ ରଖିଥାନ୍ତି ,

ଯେଉଁ ସମୟରେ ଏହାକୁ ଦରକାର୍ ପଡିଲେ ଉପଯୋଗ କରିପାରିବେ , କାରଣ ସାପ ଠାରୁ ବଞ୍ଚିବାକୁ ହେଲେ କେଉଁ ଅନ୍ୟ ମେଡିସିନ୍ ମିଳେ ନାହିଁ , ସାପର ବିଷ ଆମର ଶରୀରରେ ପୁରା ମିଶିଯାଏ , ଯାହା ଆମର ଶରୀରରେ ମାଂସପେଶୀ, ତନ୍ତ୍ରିକା ଗ୍ରନ୍ଥ , ରକ୍ତ ସଂଚରଣ, ହୃଦୟ, ଶ୍ୱସନ ତନ୍ତ୍ର , ଆଦି ବହୁତ ଖରାପ ପ୍ରଭାବ ପକାଏ , ଯେଉଁଠି ଏହାର ସଠିକ୍ ଉପଚାର ନକରିଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।ତେବେ ଏହାକୁ ଲଗେଇ ଯଥାଶୀଘ୍ର ମେଡିକାଲ ନେଇଯିବେ ନଚେତ ଆପଣ ବହୁତ ଅସୁବିଧାରେ ପଡିପାରନ୍ତି

Leave a Reply

Your email address will not be published. Required fields are marked *