September 19, 2024

Odia Express

Leading Odia News Portal of Odisha

ଫିଲ୍ମ ଜଗତର ଏହି ଖତରନାକ ଭିଲେନ୍ ଅମରିଶ ପୁରୀଙ୍କ ଝିଅ ଅଟନ୍ତି ବହୁତ ସୁନ୍ଦର , ଦେଖିଲା ଲୋକଙ୍କର ଉଡିଯିବ ହୋସ୍..

ବଲିଉଡ୍ ରେ ଆସିବା ଦିନରୁ କିଛି ନା କିଛି ଖବର ସାମ୍ନାକୁ ଆସିଥାଏ , ସେମିତି କିଛି ଖବର ଅଭିନେତାଙ୍କର ରହିସାରିଛି , ଯାହା ଏବେ ଦୁନିଆଁରେ ନାହିଁ , ଆଜି ବି ଲୋକ ତାଙ୍କର ଅଦାକାରିରେ ମିଶାଲ୍ ଦିଅନ୍ତି । ହଁ ଆଜ୍ଞା କହିଦେବୁ କି ବଲିଉଡ୍ ଯେଏ ନାଁ ଅଭିନେତାଙ୍କର ହୋଇଥାଏ , ସେତିକି ଭିଲିଏନ୍ ଙ୍କର ହୋଇଥାଏ , ଆମେ କଥା ହେଉଛୁ ଅମରିଶ ପୁରୀଙ୍କର ଯିଏକି ବଲିଉଡ୍ ରେ ଜଣେ ଲୋକପ୍ରିୟ ଭିଲିଆନ୍ ହୋଇସାରିଛନ୍ତି , ତାଙ୍କର କେହି ବି ମୁକାବଲା କରିପାରିବେ ନାହିଁ ।୯୦ ଦଶକର ଭିଲେନ୍ ଙ୍କ କଥା କହିଲେ ତାଙ୍କ ପରି ଅଭିନୟ ବୋଧେ ଆଜି ପର୍ଯ୍ୟନ୍ତ କିଏ କରିପାରିବ , ଭିଲେନ୍ ହୋଇକରି ସେ ଦର୍ଶକଙ୍କ ମନରେ ଏକ ଭଲ ଛବି ହାସିଲ୍ କରିଥିଲେ , ଅମରିଶ ପୁରି ସଦିର ବଡ ଫିଲ୍ମରେ କାମ କରିଛନ୍ତି , ତାଙ୍କ ଦ୍ୱାରା ସାହାରୁଖ୍ ଖାନ୍ ଙ୍କ ଫିଲ୍ମ ଦିଲୱାଲେ ଦୁଲହନିଆ ଲେ ଜାଏଗେଁ ରେ ବାବୁଜି ଅଭିନୟ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥିଲା ।

କିନ୍ତୁ ଫିଲ୍ମରେ ଲୋକେ ତାଙ୍କୁ ଅଧିକାଂଶ ସମୟରେ ଭିଲିଆନ୍ ପରି ଦେଖିଛନ୍ତି । ୧୯୮୭ ରେ ହୋଇଥିଲା ଅନିଲ୍ କାପୁରଙ୍କ ମିଷ୍ଟର୍ ଇଣ୍ତିଆ ରେ ମୋଗାମ୍ବୋ ଅଭିନୟ କରିଥିଲେ,  ଯାହା ଫିଲ୍ମରେ ମୁଖ୍ୟ ଖଳନାୟକ ଅଟେ , ଏହି ଫିଲ୍ମରେ ଡାଇଲଗ୍ ମୁଗାମ୍ବୋ ଖୁସ୍ ହୁଆ ଫିଲ୍ମ ଜଗତରେ ଲୋକପ୍ରିୟ ହୋଇଛି  କିନ୍ତୁ ଆପଣଙ୍କୁ କହିଦେବୁ କି ଏହି ମହାନ୍ ଅଭିନେତା ୧୨ ଜାନୁୟାରୀ ୨୦୦୫ ରେ ନିଜ ଶେଷ୍ ନିଶ୍ୱାସ ତ୍ୟାଗ କଲେ , ମେଲୋଡିସପ୍ଲେଷ୍ଟିକ୍ ସିଣ୍ତ୍ରୋମ୍ କାରଣରୁ ସେ ଅଧିକା ଦିନ ଜୀବିତ ରହିପାରିଲେ ନାହିଁ । କିନ୍ତୁ ତାଙ୍କ ଦ୍ୱାରା ଅଭିନିତ ରୋଲ୍ ଗୁଡିକ ପ୍ରଶଂସନିୟ ଯୋଗ୍ୟ ଥିଲା , ଏହା ତ ହେଇଗଲା ଅମରିଶ ପୁରୀଙ୍କ କଥା , ଆଜି ଆମେ ଆପଣଙ୍କୁ ତାଙ୍କ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ,

ଯାହାଙ୍କ ବିଷୟରେ ବୋଧେ କେହି ଜାଣିନଥିବେ , ହଁ ଆଜ୍ଞା କହିଦେବୁ କି ଅମରିଶ ପୁରୀଙ୍କ ଗୋଟେ ଝିଅ ଅହି , ଯିଏକି ଦେଖିବାକୁ ବହୁତ ସୁନ୍ଦର , କହିଦେବୁ କି ଅମରୀଶ ପୁରୀ ଝିଅଙ୍କ ନାଁ ନମ୍ରତା ଅଟେ , ଯିଏକି ଏବେ ସଫ୍ଟୱେର୍ ଇଞ୍ଜିନିୟରିଙ୍ଗ୍ କରି ମାଷ୍ଟର ଡିଗ୍ରୀ ହାସିଲ୍ କରିଥିଲେ,  ଏବେ ଆପଣଙ୍କ ମନରେ ବହୁତ ଗୁଡିଏ ପ୍ରଶ୍ନ ଉଙ୍କି ମାରୁଥିବ କି ସେମିତି ୪୦୦ ରୁ ଅଧିଆ ଫିଲ୍ମରେ କାମ କରିଥିବା ଅମରିଶ ପୁରୀ ଏତେ ଲୋକପ୍ରିୟ ଥିଲେ,  ତାଙ୍କୁ କିଏ ବା ନଜାଣେ , କିନ୍ତୁ ତାଙ୍କ ଝିଅ ଏବେ ପର୍ଯ୍ୟନ୍ତ ଫିଲ୍ମ ଜଗତକୁ କଣ ପାଇଁ ଆସିନାହାନ୍ତି , ଯେବେ କି ଷ୍ଟାର୍ କିଡସ୍ ଫିଲ୍ମରେ ଆସିବାକୁ ଅପେକ୍ଷା କରିବସନ୍ତି , ତାପରେ ନମ୍ରତା ଫିଲ୍ମରେ ଆସିବାକୁ ଚେଷ୍ଟା କଲେ , ତେବେ ଆପଣଙ୍କୁ କହିଦେବୁ କି ବଲିଉଡ୍ ଦୁନିଆଁରେ ଦୁର ଅଛନ୍ତି କିନ୍ତୁ ସେ ବହୁତ ସୁନ୍ଦର ଫଟୋ ଛାଡିଛନ୍ତି ସେ ବହୁତ ଷ୍ଟାଇଲିଷ୍ଟ ଓ ସୁନ୍ଦର୍ ଅଟନ୍ତି ।

ସେମିତି ନମ୍ରତା ବଲିଉଡ୍ ଲାଇମ୍ ଲାଇଟ୍ ରୁ ଦୁରେଇ ରୁହନ୍ତି , ନମ୍ରତାଙ୍କ ବିବାହ ହୋଇସାରିଛି , ତାଙ୍କର ଗୋଟିଏ ଝିଅ ଅଛି , କହିଦେବୁ କି ଅମରିଶ ପୁରୀ ଙ୍କ ଏକ ପୁଅ ଅଛି , ଯାହାଙ୍କ ନାଁ ରାଜୀବ ପୁରୀ ଅଟେ , ରାଜୀବ ଜଣେ ବିଜନେସ୍ ମ୍ୟାନ୍ ଅଛନ୍ତି , ଆଜି ସେ ନିଜ ଲାଇଫ୍ ପାଇଁ ବହୁତ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *