December 22, 2024

Odia Express

Leading Odia News Portal of Odisha

କ୍ଷୀର ପିଉଥିବା ନବଜାତ ଶିଶୁ ସହ ପରୀକ୍ଷା ଦେବାକୁ ଆସିଲେ ମହିଳା , କିନ୍ତୁ ମହିଳା ପୋଲିସ୍ ଯାହା କଲେ ତାଙ୍କ ପାଇଁ କୋଟି ସଲାମ୍ କରିବେ ଆପଣ…

ପୋଲିସ୍ ଏହି ଦେଶର ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଙ୍ଗ ଅଟେ, ଅପରାଧୀଙ୍କ ଧରିବା ଓ ଅପରାଧକୁ ରୋକିବା ଛଡା ଏହି ଲୋକ ବହୁତ ପ୍ରକାରର କାମ କରିଥାନ୍ତି , ଦେଶରେ ଯେବେ ହାଲତ ବିଗଡିଯାଏ , ତେବେ ୨୪ ଘଣ୍ଟା ଏମାନେ ନିଜ ସେବା ଦେବାପାଇଁ ଲାଗିପଡନ୍ତି , କିଛି ଲୋକଙ୍କର ଏହା ତ ମାନିବା କଥା କି ପୋଲିସ୍ ଭ୍ରଷ୍ଟାଚାରରେ ଲିପ୍ତ ରୁହନ୍ତି , ଏବେ କିଛି କାଂଶ ଲୋକଙ୍କ ପାଇଁ ଆପଣ ପୋଲିସ୍ ବାଲାଙ୍କୁ ଦୋଷ ଦେଇପାରିବେ ନାହିଁ , ଆମେ ବହୁତଥର ସଚ୍ଚା ହୃଦୟ ବାଲା ପୋଲିସ୍ ଦେଖିବାକୁ ପାଇଛୁ , ଯିଏ ନିଜ ନିର୍ଦ୍ଧାରିତ ଡ୍ୟୁଟି ଛଡା ଜନତର ସେବା କରି ମଣିଷତ୍ୱର ପରିଚୟ ଦେଇଥାନ୍ତି ।ଏମିତି ଏକ ତାଜା ଉଦାହରଣ ଆସାମରେ ହୋଇଛି , ଏହି ଦିନରେ ସୋସିଆଲ୍ ମିଡିଆରେ କିଛି ମହିଳା ପୋଲିସ୍ ଙ୍କ ଫଟୋ ବହୁତ ଅଧିକା ଭାଇରାଲ୍ ହେଉଛି , ଏହି ଫଟୋରେ ଦୁଇ ମହିଳା ନିଜ କୋଳରେ ଛୋଟ ଛୋଟ ଛୁଆଙ୍କୁ ଖେଳାଉଥିବାର ନଜର ଆସିଥିଲେ,

ମିଡିଆ ସୁତ୍ରରୁ ଜଣାଯାଏ କି ଏହି ଫଟୋ ଆସାମ ପୋଲିସ୍ ର ଅଟେ,  କଥା ଏପରି ହୋଇଥିଲା କି ଏହି ଛୁଆଙ୍କ ମା ମାନେ ଟିଇଟି ପରୀକ୍ଷା ଦେବାକୁ ଆସିଥିଲେ , ଏମିତିରେ ମହିଳା ଆରାମରେ ପରୀକ୍ଷା ଦେଇପାରିବେ , ଏଥିପାଇଂ ଆସାମର ମହିଳା ପୋଲିସ୍ କର୍ମୀ ତାଙ୍କୁ ନିଜ ଛୁଆଙ୍କ ପରି ଯତ୍ନ ନେଇ ସମ୍ଭାଳିବାର ଅଫର୍ ଦେଲେ , ଏହାପରେ ମହିଳାମାନେ ସେହି ମହିଳାପୋଲିସ୍ କର୍ମୀଙ୍କୁ ଛୁଆ ଦେଇଥିଲେ  ଓ ପରୀକ୍ଷା ଦେବାକୁ ଚାଳିଗଲେ ,

ଏବେ କେହି ଜଣେ ଏହି ସୁନ୍ଦର ମୁହୁର୍ତ୍ତ କ୍ୟାମେରାରେ କଏଦ୍ କରିନେଲେ , ସୋସିଆଲ୍ ମିଡିଆରେ ଲୋକେ ଏହି ଫଟୋ ବହୁତ ପସନ୍ଦ ଆସିଥିଲା , ସୁଚନା ମୁତାବିକ ଏହି ଘଟଣା ୧୦ ଡିସେମ୍ବରର ଅଟେ, ଏହି ଦିନ ଆସାମରେ ଟିଇଟି ପରିକ୍ଷା ଚାଳୁଥିଲା ଯେଉଁ ବ୍ୟକ୍ତି ପ୍ରଥମରୁ ଅଷ୍ଟମ କ୍ଲାସ୍ ଯାଏଁ ଛୁଆଙ୍କୁ ପଢାଇବାକୁ ଚାହୁଁଛନ୍ତି ସେମାନେ ବେସିକ୍ ପରୀକ୍ଷା ଦେବାକୁ ଆବଶ୍ୟକ ଅଟେ ।

ଏହି ଫଟୋଗୁଡିକୁ ନିଜେ ଆସାମ ପୋଲିସ୍ ଅଧିକାରି ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ସେୟାର୍ କରିଥିଲେ,  ଓ ଲେଖିଥିଲେ କି ମା ହେବା ଏକ କାର୍ଯ୍ୟ ଅଟେ, ଏହା ଆପଣ କରିଥାନ୍ତି ନା ହିଁ ଟାଇଟଲ୍ ନେଇଥାନ୍ତି , ଦରଙ୍ଗ ଜିଲ୍ଲାରେ ଆସାମ ପୋଲିସ୍ କର୍ମଚାରୀ ଏହି ଛୁଆକୁ ଦେଖାଶୁଣା କରୁଥିଲେ,  ଯେବେ କି ମା ଟିଇଟି ପରୀକ୍ଷା ଦେଉଥିଲେ,  ସେପଟେ ସୋସିଆଲ୍ ମିଡିଆରେ ଲୋକେ ମହିଳା ପୋଲିସ୍ ଙ୍କ କାମକୁ ବହୁତ ପ୍ରଶଂସା କଲେ , ଓ ସ୍ୟାଲୁଟ୍ କରିଥିଲେ,

ମଜାଦାର୍ କଥା ଏହାକି ଏହି ଫଟୋରେ ନଜର ଆସୁଥିବା ଏକ ପିଙ୍କ୍ କଲରର ଟାୱେଲ୍ ରେ ଏକ ଛୁଆ ପୋଲିସ୍ କର୍ମୀ କୋଳରେ ନେଇ ଖୁସ୍ ନଜର ଆସିଥିଲେ  ସେମିତି ଆଉଗୋଟେ ଫଟୋରେ ଛୁଆଟି ନିଦରେ ଶୋଇଛି,  ଜଣେ ୟୁଜର୍ ଏହି କଥା ଲେଖିଥିଲେ, କି ଆସାମୀ ସୋସାଇଟ୍ ରିଫ୍ଲେକ୍ଟ କରୁଛି , ସେମିତି ଆଉ ଜଣେ ୟୁଜର୍ ଲେଖିଥିଲେ କି ପୋଲିସ୍ ଙ୍କ ଏହି କାମ ଅପରାଧୀଙ୍କୁ ଧରିବା ନୁହେଁ ବରଂ ସମାଜରେ ସହାୟତା କରିବା ବି ସେତିକି ମହତ୍ତ୍ୱପୂର୍ଣ୍ଣ ହୋଇଥାଏ,  ଯେତେ ଅପରାଧୀଙ୍କ ଜେଲ୍ ରେ ପଠାଇବା , ଖାଲି ବହୁତ ସାରା ପ୍ରେମ ସୋସିଆଲ୍ ମିଡିଆରୁ ଏବେ ଆସାମ ମହିଳା ପୋଲିସ୍ ବଳଙ୍କୁ ମିଳିବାରେ ଲାଗିଛି ।

 

 

Leave a Reply

Your email address will not be published. Required fields are marked *