December 22, 2024

Odia Express

Leading Odia News Portal of Odisha

ଆଜି ରାତିରେ ଶୋଇବା ପୂର୍ବରୁ ଜଳାଇଦିଅନ୍ତୁ ଗୋଟେ ତେଜପତ୍ର, ମିଳିବ ଗଜବର ଫାଈଦା..

ଥରେ ଯେବେ ଖାଇବା ପ୍ରସ୍ତୁତ ହୋଇଯାଏ ତେବେ ପରଷିବା ପୁର୍ବରୁ ପ୍ରଥମେ ତେଜପତ୍ର ବାହାର କରିଦିଆଯାଏ , ଆପଣଙ୍କୁ କହିଦେବୁ କି ତେଜପତ୍ରରୁ ଆସୁଥିବା ସୁଗନ୍ଦ ସ୍ୱାଦକୁ ଆହୁରି ବଢାଇଦେଇଥାଏ,  ତେଜପତ୍ରରେ ବହୁତ ସ୍ୱାସ୍ଥ୍ୟ ସଂବନ୍ଧି ଲାଭ ମିଳିଥାଏ , ପ୍ରାଚିନ କାଳରେ ଏହାର ପ୍ରୟୋଗ ଲିଭର୍ ଓ ଅନ୍ତ ଓ କିଡନୀ ପାଇଁ କରାଯାଇଥିଲା<  ବହୁତଥର ଏହାର ପ୍ରୟୋଗ ମହୁମାଛିଙ୍କ କାମୁଡିବାପରେ ଆଘାତ ପାଇଥିବା ସ୍ଥାନରେ କରାଯାଇଥିଲା<  ଏହାର ବ୍ୟବହାର ବହୁତ ଛୋଟ ବଡ ରୋଗ ନିବାରାଣ ପାଇଁ କରାଯାଈଥିଲା , ଆପଣଙ୍କୁ ଆଯି ଆମେ କହିବୁ ଏହାର ପ୍ରୟୋଗ କରିଲେ କଣ ଆୟୁର୍ବ୍ଦେଦିକ ବ୍ୟବହାର ହୋଇଥାଏ । ଏକ ସର୍ଭେ ଅନୁସାରେ ଏହି କଥା ଜଣାପଡିଛି କି ତେଜ ପତ୍ରର ପ୍ରୟୋଗ ଚିନ୍ତା ଦୂର କରିବାପାଇଁ କରାଯାଇପାରିବ , ତେଜପତ୍ର ଏକ ଏରୋମେଟୀକ୍ ହୋଇଥାଏ , ଯେଉଁଭଳି ଭାବେ ମଣିଷ ରିଲାକ୍ସ ହେବାପାଇଁ ତେଜପତ୍ରର ବ୍ୟବହାର କରନ୍ତି , ତେବେ ଆପଣ ଏହି ଜରିଆରେ ତାହାର ଆନଦ୍ଦ ଓ ଫାଇଦା ଘରେ ରୁମ୍ କରିପାରିବେ ।

ଏହା ଛଡା ଏହା ବି କହିଦେବୁ କି ତେଜ ପତ୍ର କୁ ଏକ ବାସନରେ ପକାଇ ଜଳାଇଦିଅନ୍ତୁ , ଓ ଏବେ ଏହାକୁ ରୁମ୍ ରେ ରଖିଦିଅନ୍ତୁ , ଏମିତି କରିଲେ ପ୍ରାୟ ୧୫ ମିନିଟ୍ ପରେ ରୁମ୍ ବାହାର ପଟୁ ବନ୍ଦ କରିଦିଅନ୍ତୁ , କିଛି ସମୟ ପରେ ଯେବେ ରୁମ୍ ଖୋଲିବେ , ତେବେ ରୁମ୍ ରେ ନିଜକୁ ସତେଜ ଅନୁଭବ କରିବେ , ଆପଣଙ୍କୁ କହିଦେବୁ କି ତେଜପତ୍ରର ବ୍ୟବହାର ଦିମାଗ ତେଜ୍ କରିବାପାଈଁ ହୋଇଥାଏ,  ଏହା ଦ୍ୱାରା ସ୍ମୃତିଶକ୍ତି ବୃଦ୍ଧି କରିଥାଏ,  ଏହାକୁ ଖାଉଥିବା ବ୍ୟକ୍ତି ଅଲଜାଇମର୍ ପରି ମସ୍ତିଷ୍କ ଜନିତ ରୋଗରୁ ଦୁରେଇ ରୁହେ , ବୃଦ୍ଧା ଅବସ୍ଥାରେ ସ୍ମୃତିଶକ୍ତିକୁ ନେଇକରି କିଛି ବି ସମସ୍ୟା ରୁହେ ନାହିଁ , ଏହା ଛଡା ତେଜପତ୍ର ମହିଳାଙ୍କ ପାଇଁ ବହୁତ ଉପଯୋଗୀ ଅଟେ ।

ଏତିକି ନୁହେଁ ଏହା ବି କହିଦେବୁ କି ତେଜପତ୍ର ଖାସ୍ କରି ପ୍ରୟୋଗ ମେଡିସିନ୍ ବନାଇବାର ପାଇଁ କରାଯାଏ , ଖାସ୍ କରି ଭାରତୀୟ ମେଡିସିନ୍ , ତେଜପତ୍ର ଗରମ ମସଲାର ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ଅଟେ, ଏହାର ପ୍ରୟୋଗ ସବୁବେଳେ ଆୟୁର୍ବେଦ ଚିକିତ୍ସାରେ କରାଯାଉଚି , ବହୁତ ପ୍ରକାରର ରୋଗରେ ତେଜ ପତ୍ର ଫାଇଦାଦାୟକ ହୋଇଥାଏ,  ସେମିତି ଯଦି ଆପଣ ତେଜପତ୍ରର ପାଉଡର୍ ସକାଳ ସମୟରେ ନେଉଛନ୍ତି ତେବେ ଡାଇବେଟୀଜ୍ଜ୍ ରୁ ଦୁର କରିଥାଏ , ଦିନରେ ତିନିଥର ଏହାକୁ ନେବା ଉଚିତ୍  ।

Leave a Reply

Your email address will not be published. Required fields are marked *