December 22, 2024

Odia Express

Leading Odia News Portal of Odisha

ଭାରତ ଆଉଥରେ ହେବ ସୁନାର ଚଢେଇର ଦେଶ , ଉତ୍ତରପ୍ରଦେଶର ସୋନଭଦ୍ରରେ ମିଳିଲା ୩୩୦୦ ଟନ୍ ସ୍ୱର୍ଣ୍ଣ ଭଣ୍ତାର – ଏବେ ସାରାଦେଶରେ…

ସୁନାର ଭଣ୍ତାର ମିଳିବା କାରଣରୁ ଉତ୍ତର ପ୍ରଦେଶର ସୋନଭଦ୍ର ଅଚାନକ ଏବେ ଚର୍ଚ୍ଚାର ଘେରରେ ଆସିଯାଇଅଛି , ଏହା ଭାରତ ପାଇଁ ଏକ ଆଶ୍ୱସ୍ତିର ଖବର ଅଟେ,  ଜଣାଯାଏ କି ଭାରତ ଦୁନିଆଁର ସବୁଠାରୁ ବଡ ସୁନାର ଖଣି ଅଟେ । ଉତ୍ତର ପ୍ରଦେଶର ସୋନଭଦ୍ର ର ସୋନ ପାହାଡିରେ ୨୭୦୦ ଟନ୍ ସୁନା ଓ ହରଦି କ୍ଷେତ୍ରରେ ୬୪୬,୧୫ ଟନ୍ ସୁନାର ଭଣ୍ତାର ହେବାର ଅନୁମାନ ଅଛି , ଭୁତତ୍ତ୍ୱବିଦ୍ ଖଣିକର୍ମ ନିର୍ଦ୍ଧେଶାଳୟ ଶୁକ୍ରବାରକୁ ଏହାର ପୃଷ୍ଟି କରିଥିଲେ,  ଇ-ଇଞ୍ଜିନିୟରିଙ୍ଗ୍ ରୁ ଏହାର ନିଲାମୀ ଆଦେଶ ବି ଜାରି କରିଛନ୍ତି । ଏହାର ପୁର୍ବରୁ ଖଣିଜ ସ୍ଥଳର ଜିଓ ଟ୍ୟାଗିଗ୍ ପାଇଁ ସାତ ସଦସ୍ୟର ଟିମ୍ ଗଠନ କରିଦିଆଯାଇଛି , ଯାହାର ରିପୋର୍ଟ ୨୨ ଫେବୃୟାରୀ ପର୍ଯ୍ୟନ୍ତ ଲକ୍ଷ୍ନୌକୁ ଦିଆଯିବ , କହିଦେବୁ କି ଭାରତ ସରକାର ପାଖରେ ୬୧୮ ଟନ୍ ସୁନା ରିଜର୍ଭ ଅଛି ।

୨୦୦୫ ରେ ଏଠାରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ତିଆ(GSI)  ଟିମ୍ ଅଧ୍ୟୟନ କରୁଛି , ଟିମ୍ ଏହି ଆଧାରରେ ହିଁ ସୋନାଭଦ୍ର ରେ ସୁନା ଅଛି ବୋଲି ଦାବି କରିଥିଲା , ଏହାର ପୃଷ୍ଟି ୨୦୧୨ରେ ହୋଇଥିଲା , ସୋନାଭଦ୍ରର ପାହାଡିରେ ସୁନା ମହଜୁଦ୍ ଅଛି , ଏବେ ପର୍ଯ୍ୟନ୍ତ ଏହି ଦିଗରେ ମେକାମ୍ ଆରମ୍ଭ ହୋଇନାହିଁ । ଏବେ ପ୍ରଦେଶର ସରକାର ବହୁତ ଜଲଦି ସୁନାର୍ର ବ୍ଲକ୍ ଆବଣ୍ଟନ ସଂବନ୍ଧରେ ପ୍ରକିୟା ଆରମ୍ଭ କରିଦେଇଛି , ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ଖଣିଜ ସଂମ୍ପଦ ମିଳିବାର ଅନୁମାନ ଅହି , ସୋନାଭଦ୍ରର ସଲୈୟାଡିହ କ୍ଷେତ୍ରରେ ଏଡାଲୁସାଇଡ୍ , ପଟବଧ କ୍ଷେତ୍ରରେ ପୋଟାଶ , ଭରହରି ରେ ଲୁହା ଅୟସ୍କ ଓ ଛପିଆ ବ୍ଲକ୍ ରେ ସିଲିମେନାଇଟ୍ ର ଭଣ୍ତାରର ଖୋଜ୍ କରାଯାଈଥିଲା,

ଜିଲ୍ଲାର ଖଣିଜ ଅଧିକାରୀ କେକେ ରାୟ କହିଲେ କି ସୋନଭଦ୍ର ଜିଲ୍ଲାରେ ୟୁରୋନିୟମ୍ ର ଭଣ୍ତାର ହେବାର ସଂମ୍ଭାବନା ଅଛି , ଯାହାର ଖୋଜା କେନ୍ଦ୍ରୀୟ ଓ ଅନ୍ୟ ଟିମ୍ ଲାଗିଛନ୍ତି , ସ୍ୱତନ୍ତ୍ରତା ମିଳିବାର ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଏହି କ୍ଷେତ୍ର ଅଲଗା ଅଲଗା ତଥା ଯାତାୟତ କିମ୍ବା ସଂଚାରର କେଉଁ ସାଧନ ନଥିଲା,  ପାହାଡିରେ ଚୁନପଥର ଓ କୋଇଲା ସହ କ୍ଷେତ୍ରରେ ପାଣିରେ ବହୁତ ଅଧିକା ହେବା ଯୋଗୁଁ ଔଦଗିକ ସ୍ୱର୍ଗ ହୋଇଗଲା,  ଏଠାରେ ଦେଶର ସବୁଠାରୁ ବଡ ସିମେଣ୍ଟ ଫ୍ୟାକ୍ଟଟ୍ରି , ଥର୍ମାଲ୍ ତଥା ହାଇଡ୍ରୋ ପ୍ରୋଜେକ୍ଟ, ଆଲୁମିନିୟମ୍ , ଏବଂ ରାସାୟନିକ ଇକାଇ ସ୍ଥିତ ଅଛି , ତାହା ସହ ବହୁତ ସାରା ସହାୟକ ଇକାଇ ଏବଂ ସଂଗଠିତ ଉତ୍ପାଦନ କେନ୍ଦ୍ର , ବିଶେଷ ରୁପରେ ଷ୍ଟୋନ୍ କ୍ରଶର୍ ଇକାଇ ବି ସ୍ଥାପିତ୍ ହୋଇଛି ।

Leave a Reply

Your email address will not be published. Required fields are marked *