December 22, 2024

Odia Express

Leading Odia News Portal of Odisha

ଧନୀ ହେବାକୁ ଚାହୁଁଛନ୍ତି ତେବେ ଭୁଲ୍ ରେ ଏହି କାମଗୁଡିକୁ କରନ୍ତୁ ନାହିଁ – ନହେଲେ ହୋଇପାରନ୍ତି ଜୀବନସାରା କଙ୍ଗାଳ…..

ଆଜି କାଲିର ସମୟରେ ସବୁ ବ୍ୟକ୍ତି ଏହା ଚାହିଁଥାଏ କି ସେ ବହୁତ ଜଲଦି ଧନୀ ହୋଇଯାଉ , ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖିଥାନ୍ତି , ଯାହାର କାରଣରୁ ସେ ସବୁ ସମ୍ଭବ ପ୍ରଚେଷ୍ଟା ବି କରେ । ଯେଉଁ ବ୍ୟକ୍ତି ପରିଶ୍ରମ କରିଥାଏ ତାହାକୁ କେବେ ଅସଫଳତା ପ୍ରାପ୍ତି ହୁଏ ନାହିଁ । କିନ୍ତୁ କଡା ପରିଶ୍ରମ କରିବା ପରେ ବି ଆପଣଙ୍କୁ ସଫଳତା ପ୍ରାପ୍ତି ହେଉନାହିଁ ତେବେ କେଉଁଠି ନା କେଉଁଠି ଆପଣଙ୍କ ଭୁଲ୍ ରହିଯାଉଛି , ଏମିତି ଜଣା ଅଜଣାରେ ବହୁତ ଗୁଡିଏ ଭୁଲ୍ ଆମେ କରିବସୁ ଯାହାର ଖରାପ ପରିଣାମ ଆମକୁ ଭୋଗିବାକୁ ପଡିଥାଏ । ଆଜି ଆମେ ଏହି ଲେଖ ମାଧ୍ୟମରେ ସେହି ଜିନିଷ ଗୁଡିକ ବିଷୟରେ କହିବୁ ଯାହା ସଫଳତା ମଧ୍ୟରେ ବାଧା ଦେଇଥାଏ ।

ଶାସ୍ତ୍ରରେ ଏମିତି ବହୁତ ଗୁଡିଏ ଜିନିଷ ବ୍ୟାଖ୍ୟା କରାଯାଈଛି ଯାହା ବିଷୟରେ ଆମେ କେବେ ବି ଜୀବନରେ ଧନବାନ ହୋଇପାରିବା ନାହିଁ , ଏମିତି ସ୍ଥିତିରେ ଆଜି ଆମେ ଆପଣଙ୍କୁ ସେହି କାର୍ଯ୍ୟଗୁଡିକ ବିଷୟର୍ କହିବୁ ଯାହା ସଫଳତାରେ ବାଧା ସୃଷ୍ଟି କରେ , ବହୁତ ଲୋକ ଏହାକୁ ମିଥ୍ୟା କହିବେ କିନ୍ତୁ ଆଜି ଆମେ ଯେଉଁ କଥା କହିବାକୁ ଯାଉଛୁ ତାହା ବିଲକୁଲ୍ ସତ ଅଟେ, ଆସନ୍ତୁ ଜାଣିବା କେଉଁ କେଉଁ କାର୍ଯ୍ୟକୁ କରିଲେ ଆମେ ଧନୀ କେବେ ବି ହୋଇପାରିବା ନାହିଁ ।

ବହୁତ ଲୋକ ଏପରି ହୋଇଥାନ୍ତି ଯେଉଁମାନେ ଶନିବାର କିମ୍ବା ଗୁରୁବାର ଦିନ ନଖ କିମ୍ବା ବାଳ କାଟିଥାନ୍ତି ଯାହାର ପ୍ରଭାବ ତାଙ୍କ ଜୀବନ ଉପରେ ପଡିଥାଏ , ଶାସ୍ତ୍ରର ଅନୁସାରେ ଯେଉଁ ବ୍ୟକ୍ତି ଏପରି କରେ ତାହା ଘରେ କେବେ ବି ଧନର ଦେବୀ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ , ଓ ତାଙ୍କର ଜୀବନରେ ଦାରିଦ୍ରତା ଆସିଯାଏ , ଯେଉଁ ବ୍ୟକ୍ତି ସ୍ତ୍ରୀଙ୍କୁ ଅପମାନିତ କରେ ସେହି ବ୍ୟକ୍ତିର ଘରେ ଦାରିଦ୍ରତା ରହିଯାଏ , ଏହାର ମତଲବ ଏହା ହୋଇଥାଏ କି ସାକ୍ଷାତ ମାତା ଲକ୍ଷ୍ମୀଙ୍କ ଅପମାନ କରୁଛନ୍ତି , ଯାହାର କାରଣରୁ ଜୀବନରେ କେବେ ବି ଧନବାନ ହୋଇପାରିବେ ନାହିଁ ।

ଯେଉଁ ଘରେ ସଂନ୍ଧ୍ୟା ସମୟରେ ଝାଡୁ ଲଗାଯାଇଥାଏ ତାହା ଅଶୁଭ ହୋଇଥାଏ , ସଂନ୍ଧ୍ୟା ସମୟରେ କେବେ ବି ଝାଡୁ ମାରିବା ଉଚିତ୍ ନୁହେଁ , ଏହାଦ୍ୱାରା ଧନର ଦେବୀ କ୍ଷୁବ୍ଧ ହୋଇଥାନ୍ତି , ଓ କେବେ ଆପଣ ଧନୀ ହୋଇପାରିବେ ନାହିଁ । ଭୁଲ୍ ରେ ବି ଗୁରୁବାର ଦିନ ସାବୁନ୍ ବ୍ୟବହାର କରିବା ଉଚିତ୍ ନୁହେଁ ଏହାର ଅତିରିକ୍ତ ଗୁରୁବାର ଦିନ ଘରର ସଫାସଫି ବି କରିବା ଉଚିତ୍ ନୁହେଁ ଯେଉଁ ବ୍ୟକ୍ତି ଏପରି କରେ ତାହାର ଘରେ ଦାରିଦ୍ରତା ବାସ କରିଥାଏ ।

Leave a Reply

Your email address will not be published. Required fields are marked *