ଟ୍ରେନ୍ ର ପୁରୁଣା ଡବାକୁ କଣ କରନ୍ତି ରେଲୱେ ବିଭାଗ , ଫଟୋ ଦେଖିଲେ ଆପଣ ମଧ୍ୟ ଚମକି ପଡିବେ…
ଭାରତରେ ଯାତୟାତ କରିବାପାଇଁ ଟ୍ରେନ୍ ଏକ ଭଲ ମାଧ୍ୟମ ଅଟେ । ଏଠାରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଇଁ ଟ୍ରେନ୍ ରେ ଯାତ୍ରା କରିବା ଏକ ସାହାରା ହୋଇଥାଏ , କିନ୍ତୁ କେବେ ଆପଣ ଭାବିଛନ୍ତି କି ଟ୍ରେନର ସେହିବଗିଗୁଡିକ କଣ କରାଯାଏ , ଯେବେ ତାହା ବହୁତବର୍ଷରୁ ପୁରୁଣା ହୋଇଯାଏ , ତେବେ କହିଦେବୁ କି ଟ୍ରେନର ବଗିର ବୟସ ମାତ୍ର ୨୦ ରୁ ୩୦ ବର୍ଷ ହୋଇଥାଏ, କହିଦେବୁ କି ଏତେ ବର୍ଷ ଟ୍ରେନର ବଗିଗୁଡିକ ବ୍ୟବହାର ହେଲା ପରେ ତାକୁ ୱାର୍କସପ୍ କୁ ପଠାଇଦିଆଯାଏ , ଯେଉଁଠି ତାକୁ ମୋଡିଫାଈ କରି ଅଲଗା କାମରେ ବ୍ୟବହାର କରାଯାଏ , ଆଜି ଆମେ ଆପଣଙ୍କୁ କିଛି ଫଟୋ ଦେଖାଇବୁ , ଯାହା ବ୍ୟବହାର କରାଯାଇଥିବା ବଗିଗୁଡୀକର କିପରି ନବିକରଣ କରାଯାଇଛି ,
ପ୍ରଥମ ଫଟୋ : ଏହି ଫଟୋରେ ଆପଣଙ୍କୁ ଜଣେ ବ୍ୟକ୍ତି ଶୋଇଥିବାର ନଜର ଆସିଯିବେ , ଅସଲରେ ଏହା କେଉଁରୁମ୍ ନୁହେଁ ବରଂ ରେଲୱେର ପୁରୁଣା ବଗି ଅଟେ , ଏହାର ବ୍ୟବହାର ଏକ ରୁମ୍ ରୁପେ କରାଯାଇଛି , ତାହା ଏକ ରେଲୱେ କର୍ମଚାରୀ କରୁଛି , ହଁ ଆଜ୍ଞା ଏହା ବହୁତପୁରୁଣା ବଗି ଅଟେ , ଯେଉଁଥିରେ ରେଲୱେ ତାର ୱାର୍କସପ୍ କୁ ପଠାଇଦେଇଛି , କିନ୍ତୁ ଲୋକେ ଏହାକୁ ଏପରି ବ୍ୟବହାର କରୁଛନ୍ତି ।
ଦ୍ୱିତିୟ ଫଟୋ : ଏହି ଫଟୋରେ ଆପଣ ଭଲ ଭାବେ ଦେଖିପାରୁଥିବେ କି ଏହାକେଉଁ ରୋଷେଇ ଘର ହୋଇଥିବ , କିନ୍ତୁ ଆପଣଙ୍କୁ କହିଦେବୁ କି ଏହା ରେଲୱେ କର୍ମଚାରୀଙ୍କ ଦ୍ୱାରା ବନାଯାଈଥିବା ଏକ କିଚେନ୍ ରୁମ୍ ଯାହା ପୁରୁଣା ବଗିରୁ ନିର୍ମିତ ।ଏଠାରେ ରୋଷେଇ ସହ ଖାଇବା ସ୍ଥାନ ବି ବ୍ୟବସ୍ଥା କରାଯାଇଛି ।
ତୃତୀୟ ଫଟୋ : ଏହି ଫଟୋରେ ଦେଖିପାରିବେ ରେଲୱେର ଏକ ବଗିରେ କିପରି ବେଡ୍ ରୁମ୍ ରୁପ ଦେଇଛନ୍ତି , ଅସଲରେ କହିଦେବୁ କି ଏହାକୁ ପୁରୁଣା ବଗି ଦ୍ୱାରା ନିର୍ମାଣ କରାଯାଇଛି , ଯାହାକି କର୍ମଚାରୀ ମାନେ ଉପଯୋଗ୍ କରୁଛନ୍ତି , ଯାହାର ଡ୍ୟୁଟି ୧୨ ଘଣ୍ଟାରୁ ଅଧିକା ହୋଇଥାଏ ।
ଚତୁର୍ଥ ଫଟୋ : ଏହି ଫଟୋରେ ଦେଖାଯାଉଥିବା ଏହି ରୁମ୍ ଅସଲରେ ଏକ ବଗିର ଦୃଶ୍ୟ ଅଟେ ,ଯାହାର ବ୍ୟବହାର ଏବେ ରେଲୱେର ବଡ କର୍ମଚାରୀ ଙ୍କ ଦ୍ୱାରା କରାଯାଇଛି , ଓ ଏହାକୁ ରୁମ୍ ରୁପ ଦେଇକରି ଟିଭି ଲଗାଯାଈଛି , ଆପଣଙ୍କୁ କହିଦେବୁ କି ରେଲୱେ କର୍ମଚାରି ନିଜ କମ୍ ସମୟ ସକାଶେ ଘରକୁ ଯିବାକୁ ସମୟ ବାହାରେ ନାହିଁ , ଏଥିପାଇଁ ତାଙ୍କୁ ଏହି ରୁମ୍ ଦିଆଯାଇଛି , ଓ ବହୁତ ଗୁଡିଏ ବଗିରେ ଏସି ଲଗାଯାଇଛି ।
ପଞ୍ଚମ ଫଟୋ : ଫଟୋରେ ଦେଖାଯାଉଥିବା ଏହି ବାଥରୁମ୍ କେଉଁ ଅସଲ ବାଥରୁମ୍ ନୁହେଁ ବରଂ ଏହା ପୁରୁଣା ରେଲୱେ ବଗିରୁ ନିର୍ମିତ ଏକ ବାଥ୍ ରୁମ୍ ହୋଇଛି , ଯାହାର ବ୍ୟବହାର ଏବେ ରେଲୱେ କର୍ମଚାରୀ କରୁଛନ୍ତି , ଯାହାକୁ ପୁରା ମୋଡିଫାଇ କରାଯାଇଛି ।