December 22, 2024

Odia Express

Leading Odia News Portal of Odisha

ମରିବାକୁ ଯାଉଥିବା ଝିଅର ଜୀବନ ବଞ୍ଚାଇଲ୍ ଦେବଦୁତ ହୋଇ ଏହି ରିକ୍ସା ବାଲା – ୮ ବର୍ଷ ପରେ ସେ ଏହିପରି ତାଙ୍କର ସାହାଯ୍ୟର ରୁଣ ପରିଶୋଧ କଲେ ଯେ ଜାଣିଲେ ଆପଣ ମଧ୍ୟ…

ଗୋଟେ ଲୋକକଥା ପ୍ରଚଳିତ ଅଛି କି ଯାହାର କେହି ନଥାନ୍ତି ତାଙ୍କର ଭଗବାନ ଅଛନ୍ତି , ବିପଦ ପଡିଲେ ଅଧିକାଂଶ ଲୋକେ ଭଗବାନଙ୍କୁ ମନେ ପକାନ୍ତି  ଯଦି ଆପଣ ନିଜ ହୃଦୟରୁ ଭଗବାନଙ୍କୁ ଡାକିଥାନ୍ତି ତେବେ ସେ ବିପଦରୁ ରକ୍ଷା କରିବାପାଇଁ ଦେବଦୁତ ପଠାଇଦିଅନ୍ତି , ଆଜି ଆମେ ଏପରି ଏକ ଘଟଣା ବିଷୟରେ କହିବୁ ଯାହାକୁ ଆପଣ କେବେ ବି ବିଶ୍ୱାସ କରିପାରିବେ ନାହିଁ । ଦୁନିଆଁରେ ସେମିତି ଭଲ ମଣିଷଙ୍କ ଅଭାବ ଅଛି କିନ୍ତୁ ଆଜି ଆମେ ଏକ ଭଲ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ  ।ଆମେ ଆଜି କହିବୁ ଏକ ଗରିବ ବ୍ୟକ୍ତି ଯିଏକି ରିକ୍ସା ଚଲାଇକରି ନିଜ ପରିବାରର ପାଳନ ପୋଷଣ କରୁଥିଲା , ବବଲୁ ବହୁତ ବର୍ଷରୁ ଅଟୋ ରିକ୍ସା ଚଲାଉଥିଲା,

ଆଜିଠୁ ପ୍ରାୟ ୮ ବର୍ଷ ପୁର୍ବରୁ ଯେବେ ସେ ରିକ୍ସାରେ କେଉଁ ଆଡେ ଭଡାରେ ଯାଉଥିଲା ତେବେ ଏକ ବ୍ୟକ୍ତି ଡକାଇଲା , ଓ ନିଜ ଝିଅକୁ ରିକ୍ସାରେ ବସାଇକରି କହିଲା ଏହାକୁ ଧ୍ୟାନରେ ସ୍କୁଲ୍ ରେ ଛାଡିଦେବ , ବବଲୁ ସେହି ଝିଅକୁ ସ୍କୁଲ୍ କୁ ନେଇ ଛାଡିଯିବାକୁ ବାହାରିଲା । ଏବେ ରିକ୍ସା କିଛି ବାଟ ଗଲା ପରେ ସେ ଝିଅଟି କାନ୍ଦିବାକୁ ଲାଗିଲା , ଏହା ପୁର୍ବରୁ ବବଲୁ କିଛି ବୁଝିପାରନ୍ତା ସେ ଝିଅଟି କାନ୍ଦିକାନ୍ଦି ରେଲ ଧାରଣା ଆଡକୁ ଦୌଡିଗଲା , ବବଲୁ ସେ ଝିଅର୍ ପଛେ ପଛେ ଦୌଡିବାକୁ ଲାଗିଲା , ବବଲୁ ଜାଣିପାରିଲା କି ସେ ଝିଅଟି ନିଶ୍ଚିତ୍ କେଉଁ କଥା ଯୋଗୁଁ ଆତ୍ମହତ୍ୟା କରିବାକୁ ଯାଉଛି, ବବଲୁ ସେ ଝିଅକୁ ବାରମ୍ଭାର ପଚାରୁଥିଲା କି ସେ ଏମିତି କଣ ପାଇଁ କରୁଛି , କିନ୍ତୁ ଝିଅଟି କିଛି କହିଲା ନାହିଁ ।

ଝିଅଟି ବବଲୁ କୁ ବହୁତ ଗାଳିଗୁଲଜ କଲା , ଓ ଚାଲିଯିବାକୁ କହିଲ , ଏତେ ଅପମାନିତ ହୋଇ ବବଲୁ ତାକୁ ଏକେଲା ଛାଡିନଥିଲା,  ପରିଶେଷରେ ବହୁତ ବୁଝାସୁଝା କରିବାପରେ ସେ ଝିଅ କୁ ନିଜ ଘରକୁ ନେଇ ଆସିଲା , ଝିଅଟି ବହୁତ ଗାଳି ଗୁଲଜ କରି ନିଜ ଘରୁ ବାହାର କରିଦେଇଛନ୍ତି ବୋଲି କହିଲା ଓ ସେ କହିଲା କି ସେ ଆଉ ସେ ଘରକୁ ଯିବନି , କିନ୍ତୁ ଝିଅକୁ ତାଙ୍କ ଘରେ ନିରାପଦ ଭାବେ ଛାଡି ବବଲୁ ସେଠାରୁ ଚାଲି ଆସିଲା ,

ଏହି ଘଟଣାର ୮ ବର୍ଷ କଟିଯାଇଥିଲା,  ଦିନେ ସେ ବବଲୁ ନିଜ ରିକ୍ସା ସହ ଏକ ଭୟାନକ ରୋଡ୍ ଅକ୍ସିଡେଣ୍ଟ ହୋଇଗଲା, ଆଖପାଖ ଲୋକେ ତାଙ୍କୁ ମେଡିକାଲ୍ ନେଇଗଲେ , ହୋସ୍ ଆସିବାପରେ ବବଲୁ ଦେଖିଲା କି ଡାକ୍ତରାଣୀ ତାଙ୍କ ପାଖରେ ଅଛନ୍ତି , ଆପଣଙ୍କୁ କହିଦେବୁ କି ଯେଉଁ ଡାକ୍ତରାଣିଙ୍କ ଦ୍ୱାରା ବବଲୁର ଚିକିତ୍ସା ହେଉଥିଲା ସେ ଆଉ କେହି ନୁହେଁ ବରଂ ସେହି ଝିଅ ଥିଲା ଯିଏ ବବଲୁ ଦ୍ୱାରା ନିଜ ଜୀବନ ବଞ୍ଚାଇପାରିଥିଲେ ।

ଲୋକେ ଯେବେ ସେ ଝିଅକୁ ପଚାରିଲେ କି ସେ ବବଲୁକୁ କିପରି ଜାଣିଛନ୍ତି ତେବେ ସମସ୍ତଙ୍କ ସାମ୍ନାରେ କହିଲା କି ସେ ମୋର୍ ବାପା ଅଟନ୍ତି , ଝିଅଟି ଏହା ବିକହିଲା କି ଯଦି ସେ ୮ ବର୍ଷ ପୁର୍ବରୁ ତାର ଜୀବନ ବଞ୍ଚାଇନଥାନ୍ତେ ତେବେ ସେ ଡାକ୍ତର ହୋଇପାରିନଥାନ୍ତା , ଏହି କଥା ଶୁଣିକରି ବବଲୁ ଭାବୁକ ହୋଇଗଲା,  ଓ ଦୁହେଁ ବହୁତ ବିଗତ କଥାକୁ ମନେ ପକାଇ କାନ୍ଦିଲେ , ଆଜି ବବଲୁ ଓ ସେହି ଝିଅ ବାପା ଝିଅର ସଂମ୍ପର୍କ ଅଛି , ଓ ମଉକା ମିଳିଲେ ଦୁହେଁ ନିଶ୍ଚିତ ଦେଖାହୁଅନ୍ତି ।

Leave a Reply

Your email address will not be published. Required fields are marked *