December 23, 2024

Odia Express

Leading Odia News Portal of Odisha

ଖାଦ୍ୟ ଖାଈବା ପରେ ଭୁଲ୍ ରେ ବି କରିବା ଉଚିତ୍ ନୁହେଁ ଏହି ୭ ଟି କାମ , ନହେଲେ ହୋଇପାରେ…

ଜୀବନଶୈଳୀ ଆମ ଶରୀରର ବହୁତ ପ୍ରଭାବ ପକାଇଥାଏ , ଅନିୟମିତ ଖାଦ୍ୟପେୟ ଦିନଚର୍ଚ୍ଚା ଆମର ଶରୀରରେ ବହୁତ ପ୍ରକାରର ରୋଗ ସୃଷ୍ଟି କରିଥାଏ , ଆୟୁର୍ବେଦକୁ ମାନିଲେ ଦିନଚର୍ଚ୍ଚା ଦ୍ୱାରା ଆମର ଆୟୁ ବଢିଥାଏ , କିଛି କାମ ଏପରି ହୋଇଥାଏ , ଯାହାକୁ କରିଲେ ପାଚନ କ୍ରିୟା ମଜବୁତ୍ ହୋଇଯାଏ , ଓ ଖାଦ୍ୟ ଜଲଦି ହଜମ ହୋଇଯାଏ , ଏହାର ବିପରିତ କିଛି କାମ ଏପରି ହୋଇଥାଏ , ଯାହା ପାଚନ କ୍ରିୟାକୁ ଧିମା କରିଦିଏ , ଯାହା ଦ୍ୱାରା ନାନା ପ୍ରକାରର ରୋଗ ହୋଈଥାଏ , ଆୟୁର୍ବେଦ ଅନୁସାରେ କିଛି କାମ ଏପରି ହୋଇଥାଏ , ଯାହାକୁ ଖାଦ୍ୟ ପରେ ତୁରନ୍ତ କରିବା ଉଚିତ୍ ନୁହେଁ ।

୧) ଫଳ ଭୋଜନ କରିବାପରେ ତୁରନ୍ତ ଖାଇବା ଉଚିତ୍ ନୁହେଁ ଏହା ସମସ୍ତେ ଜାଣିଛନ୍ତି , ଫଳର ସେବନ କରିଲା ପରେ ଖାଦ୍ୟ ଖାଇଲେ ଲାଭ ହୁଏ ନାହିଁ , ଖାଇବାର ତୁରନ୍ତ ପରେ ଫଳ ଖାଇଲେ କ୍ଷତି ପହଞ୍ଚାଇଥାଏ , ଅଧିକାଂଶ ଲୋକ ଖାଦ୍ୟ ପରେ ଅଲସୁଆ ହୋଇଯାଆନ୍ତି , ଓ ଲୋକେଯାଇକରି ଶୋଇପଡନ୍ତି , ଖାଦ୍ୟର ତୁରନ୍ତ ପରେ ଶୋଇବା କ୍ଷତିକାରକ ହୋଇଥାଏ , ଖାଦ୍ୟର ପରେ ଧୁମ୍ରପାନ କଇର୍ବା ବହୁତ ଲୋକଙ୍କର ଅଭ୍ୟାସ ହୋଇଥାଏ , ଯାହା ଦ୍ୱାରା ଏହା ବହୁତ ରୋଗକୁ ଡାକିଥାଏ ।

ବହୁତ ଲୋକ ଖାଇବାପରେ ଚାହା ପିଇବାର ଇଚ୍ଛା କରନ୍ତି , ଏହା କିନ୍ତୁ କ୍ଷତିକାରକ ହୋଇଥାଏ , ଖାଦ୍ୟର ଖାଇବା ପରେ ତୁରନ୍ତ ଚାହା ପିଇଲେ ଏହା ହଜମ ହେବାପାଇଁ ସମୟ ଲାଗିଥାଏ , ଓ ଏସିଡିଟି ସମସ୍ୟା ଦେଖାଦିଏ , ଖାଇବା ତୁରନ୍ତ ପରେ ଗାଧୋଇବା ଉଚିତ୍ ନୁହେଁ , କିନ୍ତୁ ଗାଧୋଇବା ଶରୀର ପାଇଁ ଦରକାର ଅପ୍ଡିଥାଏ , କିନ୍ତୁ କିଛି ଲୋକନର ସମୟରେ ଖାଇବା ପ୍ ଗାଧୋଇବା ନିର୍ଦ୍ଧାରିତ ହୋଇନଥାଏ , ଖାଦ୍ୟ ଖାଇବାପରେ ତୁରନ୍ତ ଗାଧୋଇଲେ ହାନିକାରକ ହୋଇଥାଏ ,  ଓ ପେଟର ଚାରିପଟୁ ରକ୍ତପ୍ରବାହ ପହଞ୍ଚିଯାଏ , ଓ ପାଚନ କ୍ରିୟା ଧିମା ହୋଇଯାଏ ।

ବହୁତ ଲୋକ ଅଛନ୍ତି ନିଜ କ୍ଷମତାରୁ ଅଧିକା ଖାଇଦିଅନ୍ତି , ଓ ଖାଇବାପରେ ବେଲ୍ଟ ୟୁଜ୍ କରିନିଅନ୍ତି , ଏମିତି କରିଲେ ପେଟ ପାଇଁ ଭଲ ହୋଇନଥାଏ , ଏହା ପାଚନକ୍ରିୟା ଦୁର୍ବଳ କରିଦିଏ , ଖାଇବା ପରେ ଚାଲିବା ବହୁତ ଭଲ ହୋଇଥାଏ , କିନ୍ତୁ ଏହି କଥା ସତ କି ତୁରନ୍ତ ପରେ ଚାଲିଲେ ଶରିରକୁ ପୋଷଣ ଶରୀରକୁ ମିଳିପାରେ ନାହିଁ , ଯାହା ପାଚନକ୍ରିୟାକୁ ଦୁର୍ବଳ କରିଦିଏ , ଏଥିପାଇଁ ଖାଈବା ପରେ ତୁରନ୍ତ ଚାଲିବା କଥା ନୁହେଁଂ ଅଧା ଘଣ୍ଟା ୱେଟ୍ କରିବାପରେ ୧୦୦ ପାଦ ଚାଲିବାଉଚିତ୍ ।

Leave a Reply

Your email address will not be published. Required fields are marked *