September 19, 2024

Odia Express

Leading Odia News Portal of Odisha

ମହେନ୍ଦ୍ର ସିଂ ଧୋନୀଙ୍କ ସହ ଆଉ ୩ ଖେଳାଳୀ ଆଇପିଏଲ୍ ୨୦୨୦ ରେ ଲମ୍ବା ସମୟ ପରେ ଖେଳିବାର ଆସିବେ ନଜର – ଦେଖନ୍ତୁ କିଏ ସେ ଖେଳାଳି…

ଭାରତୀୟ ଟିମ୍ ର ପୂର୍ବତନ ଅଧିନାୟକ ଓ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ ଲମ୍ବା ସମୟରୁ କ୍ରିକେଟ୍ ରୁ ଦୁରେଇ ରହିଛନ୍ତି , ଆଇପିଏଲ୍ ସମୟରେ ସେ ଖେଳୁଥିବାର ନଜର ଆସିବେ , ଧୋନୀ ଏକମାତ୍ର ଏପରି ଖେଳାଳୀ ନୁହନ୍ତି ଯିଏକି ଲମ୍ବା ସମୟ ପରେ ଖେଳୁଥିବାର ନଜର ଆସିବେ , ଏହି ଲିଷ୍ଟରେ ଆଉ ୩ ଜଣ ଖେଳାଳୀଙ୍କ ନାଁ ସାମିଲ୍ ଅଛି ,ଇଂଲଣ୍ତରେ ଖେଳାଯାଇଥିବା ବିଶ୍ୱକପ୍ ସେମିଫାଇନାଲ୍ ରେ ମହେନ୍ଦ୍ର ସିଂ ଧୋନୀ ଖେଳୁଥିବାର ନଜର ଆସିନଥିଲେ,  ଯାହାଙ୍କ ସବୁଠାରୁ ବଡ କାରଣ ହେଲା ଘରୋଇ କ୍ରିକେଟ୍ ରୁ ସେ ବି ଛାଡିଦେଇଥିଲେ,  ପ୍ରାୟ ୮ ମାସ କ୍ରିକେଟ୍ ରୁ ଦୁରେଇ ରହିଥିବା ଧୋନୀ ଆଇପିଏଲ୍ ୨୦୨୦ ରେ ଫେରିବେ , ସମସ୍ତେ ଏହାକୁ ଅନେଇ ବସିଛନ୍ତି ,

ଧୋନୀ ଆଉଥରେ ଅଧିନାୟକତ୍ୱ କରୁଥିବାର ନଜର ଆସିବେ , ଯାହାକି ତାଙ୍କ ଫ୍ୟାନ୍ସ ଅପେକ୍ଷା କରିବସିଛନ୍ତି , ସୁରେଶ ରାଇନା ଚେନ୍ନାଇ ସୁପରକିଙ୍ଗ୍ ର ଉପଅଧିନାୟକ ଓ ମିଷ୍ଟର୍ ଆଇପିଏଲ୍ ରେ ସେ ଗତ ସିଜିନ୍ ରେ ଖେଳୁଥିବାର ନଜର ଆସିଥିଲେ,  ଆଇପିଏଲ୍ ସିଜିନ୍ ପରେ ସେ ନିଜ ଆଣ୍ଠୁ ରେ ସର୍ଜରି କରିବାପାଇଁ ଫଇସଲା କରିଥିଲେ,  ଯାହାର କାରଣରୁ ଘରୋଇ ସ୍ତରରେ ଖେଳୁଥିବାର ନଜର ଆସିନଥିଲେ,  ଏବେ ତାଙ୍କ ଫିଟନେସ୍ ଠିକ୍ ହୋଈଯାଇଛି , ଏବେ ସେ ଆଇପିଏଲ୍ କୁ ଆଉଥରେ ଫେରିଆସିବେ ।

ଦିଗଜ୍ ଅଫ୍ ସ୍ପିନର୍ ହରଭଜନ ସିଂ ବହୁତ ସମୟ ପରେ ଖେଲୁଥିବାର ନଜର ଆସିବେ , ଭଜି ବହୁତ ଦିନରୁ ଆଇପିଏଲ୍ ସିଜିନ୍ ପରେ କିଛି ମ୍ୟାଚ୍ ଖେଳିନାହାନ୍ତି  ଘରୋଇ କ୍ରିକେଟ୍ ପୂର୍ବରୁ ସେ ଦୁରେଇ ଯାଇଥିଲେ,  ଏବେ କିନ୍ତୁ ସେ ଆଇପିଏଲ୍ ରେ ଆଉଥରେ ଖେଳିବେ , ଆଶା ଅଛି କି ଜଲଦି ହିଁ ହରଭଜନ ସିଂ ଚେନ୍ନାଇ ସୁପର କିଙ୍ଗ୍ ର ପଟେ ହୋଇଯିବେ ।

ବରୁଣ୍ ଚକ୍ରବର୍ତ୍ତି ଆଇପିଏଲ୍ ସିଜିନ୍ ରେ କିଙ୍ଗ୍ ଇଲେଭେନ୍ ପଞ୍ଜାବ ପାଇଁ ଖେଳିଛନ୍ତି , କିନ୍ତୁ ଆଘାତର କାରଣାରୁ ସେ ମ୍ୟାଚ୍ ଖେଳିନଥିଲେ,  ଏବେ କିନ୍ତୁ ଆଉଥରେ ସେ ଆଇପିଏଲ୍ ଖେଳୁଥିବାର ନଜର ଆସିବେ , ସେ ଘରୋଇ ଟିମ୍ ର ଭାଗରେ ନଥିଲେ,  ଏବେ ସେ ତାନର ନୁଆ ସିଜିନ୍ ଆରମ୍ଭ କଇର୍ବେ , ଏହିଥର ତାଙ୍କୁ ନିଲାମୀରେ କୋଲକତା ନାଇଟ୍ ରାଇଡର୍ସ କିଣିଛନ୍ତି , ଏବେ ଦେଖିବାର ଅଛି କି କଣ ଖେଳିବେ ସେ ।

Leave a Reply

Your email address will not be published. Required fields are marked *