September 12, 2024

Odia Express

Leading Odia News Portal of Odisha

ପ୍ରତିଦିନ ଶୋଇବା ପୂର୍ବରୁ ନିଶ୍ଚିତ କରନ୍ତୁ ଏହି 3ଟି ରୁ କୌଣସି ଗୋଟିଏ କାମ, ଘରଠାରୁ କୋଶେ ଦୂରରେ ରହିବେ ଦୁଃଖ ଦାରିଦ୍ର୍ୟ…

କଠିନ ପରିଶ୍ରମ ଓ ନିଷ୍ଠା ପରେ ମଧ୍ୟ ଯଦି ଆପଣଙ୍କୁ ସଫଳତା ପ୍ରାପ୍ତ ହୁଏନାହିଁ ତ ଏହା ବହୁତ ଦୁଃଖର କଥା ଅଟେ । କିନ୍ତୁ ଏହି ଦୁଖଡ କଥାକୁ ସୁଖଦ କରିବା ପାଇଁ ଆପଣଙ୍କୁ କିଛି ଏପରି କରିବାକୁ ହୋଇଥାଏ ଯାହା ଆମେ ପ୍ରତିଦିନ କରିଥାଉ ତ କିନ୍ତୁ ଭୁଲ ଢଙ୍ଗରେ । ଏହି କାରଣରୁ ଆପଣଙ୍କ ସମସ୍ତ ପରିଶ୍ରମ ଫଳିପାରେ ନାହିଁ ଓ ଆପଣଙ୍କୁ ସବୁବେଳେ ନିରାଶ ହେବାକୁ ପଡେ । ସଫଳତା ପ୍ରାପ୍ତ କରିବାରେ ଓ ଘରୁ ଦରିଦ୍ରତା ଦୂର କରିବା ପାଇଁ ଆପଣଙ୍କୁ କିଛି ବିଶେଷ କାର୍ଯ୍ୟ ନିଶ୍ଚିତ କରିବା ଉଚିତ ଯାହା ଆପଣଙ୍କୁ ଜୀବନରେ ଏକ ନୂତନ ପ୍ରଭାତ ଆଣିବ ଓ ଆପଣଙ୍କ ଭାଗ୍ୟ ଚମକିଯିବ , ସନ୍ଧ୍ୟାର ସମୟ ଓ ସକଳ ସମୟରେ କଣ କରିବା ଉଚିତ ଓ କଣ କରିବା ଉଚିତ ନୁହେଁ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ।

ଶୋଇବା ପୂର୍ବରୁ ନିଶ୍ଚିତ କରନ୍ତୁ ଏହି କାମ – ସୂର୍ଯ୍ୟ ଦେବତାଙ୍କ ସମ୍ମୁଖରେ ସକାଳେ ଠିଆ ହେବା ଉଚିତ | କାହା ବିଷୟରେ ଚୁଗୁଲି କରିବା କିମ୍ବା କ୍ରୋଧ କରିବା ଅନୁଚିତ ଅଟେ | ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ଲଗେଇବା ଉଚିତ ନୁହେଁ | ସନ୍ଧ୍ୟା ସମୟଦେବ ପୂଜନ କରିବା ଉଚିତ । ଏପରି କରିବା ଦ୍ଵାରା ଜୀବନର ବିକାର ଦୂର ହୋଇଯାଏ ଓ ଜୀବନରେ ସୁଖ ଶାନ୍ତି ରହିବ । ଘରେ ସକାରାତ୍ମକ ଶକ୍ତି ରହିବ । ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଘରେ ଦରିଦ୍ରତା ଆସେ ଓ ଲକ୍ଷ୍ମୀ ମଧ୍ୟ କ୍ରୋଧ କରନ୍ତି । ସନ୍ଧ୍ୟା ସମୟରେ କର୍ପୁର ଜଳେଇବା ଉଚିତ। ଏପରି କରିବା ଦ୍ଵାରା ଘରେ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଓ ଘରେ ସୁଖ ସମୃଦ୍ଧି ବନିରହେ । ସନ୍ଧ୍ୟା ସମୟରେ କାହାକୁ ପଇସା ଦେବା ଉଚିତ ନୁହେଁ । ଏପରି କଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ।

ଏହି କଥାର ମଧ୍ୟ ନିଶ୍ଚିତ ଧ୍ୟାନ ରଖନ୍ତୁ – ମାଆ ଲକ୍ଷ୍ମୀଙ୍କ ସ୍ଵାଗତ କରିବା ପାଇଁ ଘରର ମୁଖ୍ୟ ଦ୍ଵାର ଉପରେ ଗୋଟିଏ ଦୀପ ଜଳେଇ ରଖନ୍ତୁ। ଏପରି କରିବା ଦ୍ଵାରା ଘରର ଆଖପାଖ ସକାରାତ୍ମକ ଶକ୍ତି ବାସ କରେ । ସନ୍ଧ୍ୟା ସମୟରେ ନିଜର ପୂର୍ବଜଙ୍କୁ ସ୍ମରଣ କରିବା ଉଚିତ । ନିଜର ପିତୃଗଣଙ୍କ ଧ୍ୟାନ କରିବା ଦ୍ଵାରା ଘରେ ଶାନ୍ତି ବନିରହେ । ଦକ୍ଷିଣ ଦିଗରେ ସୋରିଷ ତେଲର ଦୀପ କିମ୍ବା ଘିଅର ଦୀପ ଜଳେଇ ରଖିବା ଉଚିତ । ସକାଳେ ତୁଲସୀରେ ଜଳ ଅର୍ପଣ କରନ୍ତୁ ଓ ତାଙ୍କର ପୂଜା କରିବା ଉଚିତ । ଘିଅ, ସୋରିଷ କିମ୍ବା ରାଶି ତେଲର ଦୀପ ଜଳେଇ ତୁଲସୀଙ୍କ ପୂଜା କରିବା ଉଚିତ । କିନ୍ତୁ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ସନ୍ଧ୍ୟା ସମୟରେ ପାଣି ଅର୍ପଣ କରିବେ ନାହିଁ।

ଘରେ ପ୍ରଥମେ, ସନ୍ଧ୍ୟାରେ ତୁଲସୀ ପରେ ଦୀପ ଜଳେଇବା ଉଚିତ ତାପରେ ଘରର ମନ୍ଦିରରେ ପୂଜା କରିବା ଉଚିତ । ପୂଜା ସମୟରେ ତୁଲସୀଙ୍କୁ ଅକ୍ଷତ ଅର୍ପଣ କରିବା ଉଚିତ । ସନ୍ଧ୍ୟା ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆପଣଙ୍କୁ ସଫଳତା ପ୍ରାପ୍ତ ହେବନାହିଁ। ଆପଣ ସନ୍ଧ୍ୟାର କିଛି ସମୟ ପୁରାବୃ କିମ୍ବା କିଛି ସମୟ ପରେ ଖାଦ୍ୟ ଖାଇବା ଉଚିତ । ବେଳେବେଳେ ସନ୍ଧ୍ୟା ସମୟରେ ଜଳଖିଆ କରୁଛନ୍ତି ଯଦି ତେବେ ଜଳଖିଆ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *