September 12, 2024

Odia Express

Leading Odia News Portal of Odisha

ଏହି ଜିନିଷ ଦ୍ୱାରା କେବଳ ଦୁଇ ମିନିଟ୍ ରେ କ୍ଷୀର ପରି ଗୋରା ଦିଶିବ ଆପଣଙ୍କ ହାତ ଓ ଗୋଡ , ବିଶ୍ୱାସ ନ ଲାଗିଲେ ଥରେ ଆପଣାଇଦେଖି ନିଅନ୍ତୁ…

କୁହନ୍ତି ନାଁ ମହିଳା ମାନଙ୍କର ଗହଣା ତାଙ୍କର ସୁନ୍ଦରତା ହୋଇଥାଏ , ଓ ସୁନ୍ଦର ମହିଳାଙ୍କ ବ୍ୟବହାର ଭଲ ହୋଇଥାଏ , କିଛି ତ ପୂର୍ବରୁ ଏତେ ସୁନ୍ଦର ହୋଇଥାନ୍ତି କି ତାଙ୍କୁ ମେକ୍ ଅପ୍ ଲଗାଇବାର ଦରକାରପଡି ନଥାଏ,  କିନ୍ତୁ କିଛି ମହିଳା ବିନା ମେକଅପ୍ ରେ ବାହାରକୁ ବାହାରନ୍ତି ନାହିଁ । ଆଜିକାଲି ସୁନ୍ଦରତା ସେତିକି ମହତ୍ତ୍ୱପୁର୍ଣ୍ଣ ହୋଇଥାଏ ଯେତେ କି ଜବ୍ କରିବା , ଘରେ ହେଉ କିମ୍ବା ଅଫିସ୍ ରେ ସବୁ ଜାଗାରେ ଭଲ ଦେଖାଯାଉଥିବା ଫେସ୍ ଆବଶ୍ୟକତା ଥାଏ ।ଏଥିପାଇଁ ସମସ୍ତେ ଚେହେରାକୁ ଚମକାଇବାକୁ ଲାଗିଲେଣି । କିନ୍ତୁ ବହୁତଥର କିଛି ଏପରି ଭାଗଗୁଡିକକୁ ଭୁଲିଯାଆନ୍ତି , ଯାହା ମହତ୍ତ୍ୱପୁର୍ଣ୍ଣ ହୋଇକରି ବି ଆମର ଦିନ ଚର୍ଚ୍ଚାରେ ମହତ୍ତ୍ୱପୁର୍ଣ୍ଣ ଭୁମିକା ନିଭାଇଥାଏ , ଏବେ ଆପଣ ଭାବୁଥିବେ କି ଏମିତି କେଉଁ ଜାଗା ଅଛି ଯାହା ଆମେ ଧ୍ୟାନ ଦେଇନଥାଉ ,

ଆମେ କହିଦେବୁ କି ଆପଣଙ୍କ ହାତ ଓ ପାଦ , ଯାହା ସେତିକି ମହତ୍ତ୍ୱ ରଖିଥାଏ , ଯାହା ଆପଣଙ୍କର ଚେହେରାର , ସୁନ୍ଦର ଓ ସଫା ସୁତୁରା ହାତ ପାଦ କେବଳ ନିଜର ବ୍ୟକ୍ତିତ୍ୱ ନିଖାର ଅଣିଥାଏ , ବରଂ ଆପଣଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ସାହାଯ୍ୟ କରେ । ଚେହେରା ପରି ଆମ ହାତ ଗୋଡ ବି ଏକ ଅଭିନ୍ନ ଅଙ୍ଗ ହୋଇଥାଏ,  ଯାହା ଆମେ ଚାହିଁଲେ ବି ଅଣଦେଖା କରିଦେଉ , ବର୍ତ୍ତମାନ ବ୍ୟସ୍ତ ସମୟରେ କାହାର ନା କାହାର ପାଖରେ ସମୟ ନାହିଁ କି ସେ ନିଜ ହାତ ଗୋଡର ସଫାସଫି ଉପରେ ଧ୍ୟାନ ଦେଉ , ଏଥିପାଇଁ ମହିଳାମାନେ ପାର୍ଲର ଯାଇକରି ପେଡିକିୟୋର୍ କରିଥାନ୍ତି , ଯେଉଁ ଲୋକଙ୍କର ଚେହେରା ଗୋରା ହୋଇଥାଏ,  ତାଙ୍କ ହାତ ଗୋଡ ବି ସୁନ୍ଦର ଦେଖାଯିବା ଉଚିତ୍

ଏମିତିରେ ବଜାରରେ ନାନାଦି ପ୍ରକାରର ଫେୟାରନେସ୍ କ୍ରିମ୍ ଉପଲ୍ଲବ୍ଧ ଅଛି,  ଯାହାର ସାହାଯ୍ୟରେ ଆମେ ତ୍ୱଚାକୁ କିଛି ମିନିଟ୍ ରେ ଗୋରା କରିପାରିବା , କିନ୍ତୁ ବହୁତଥର ଏହି ପରି କ୍ରିମ୍ସ ଆମର ଶରୀରରେ ଏପରି ରିଆକ୍ସନ୍ କରିଥାନ୍ତି  ଯାହା ତ୍ୱଚାକୁ ଖରାପ ବି କରିପାରେ,  ଏମିତି ଅବସ୍ଥାରେ ଘରୋଇ ପ୍ରକିୟା କରି ପ୍ରାଥମିକତା ନେବା କଥା , ପୁର୍ବରୁ ଲୋକେ ନିଜ ହାତ ଗୋଡକୁ ସଫା ରଖିବାପାଇଁ ପ୍ରାକୃତିକ ଜିନିଷ ଉପଯୋଗ କରୁଥିଲେ,

ହଁ ଆଜ୍ଞା , ସବୁ ଝିଅଙ୍କର ଗୋଟିଏ ସ୍ୱପ୍ନ ହୋଇଥାଏ , କି ସେ ଅଧିକା ସୁନ୍ଦର ଦେଖାଯାଆନ୍ତୁ , ଯାହା ଦ୍ୱାରା ଲୋକଙ୍କର ନଜର ତଙ୍କ ଉପରେ ପଡିଥାଉ , ଏଥିପାଇଁ ସେମାନେ ମହଙ୍ଗା କ୍ରିମ୍ ବ୍ୟବହାର କରନ୍ତି , କିନ୍ତୁ କହିଦେବୁ କି ଏହି କେମିକାଲ୍ କ୍ରିମ୍ ଛଡା ଏକ ଘରୋଇ ଉପଚାର ବି ଅଛି , ଏହି ଉପାୟ ପାଇଁ ଆପଣଙ୍କୁ କେବଳ ୨ ଚାମଚ ଚିନି ଓ ଗ୍ଲିସରିନ୍ ଓ ଲେମ୍ବୁ ଦରକାର ପଡିବ ,ଲେମ୍ବୁ ଓ ଚିନି ସବୁ ଘରେ ସହଜରେ ମିଳିଜାଏ , ଏଥିରେ ଗ୍ଲିସରିନ୍ ସବୁଠାରୁ ଅଧିକା ଚେହେରା ଚମକାଇବ , ଏଥିପାଇଁ ବଯାରରେ ବହୁତ କମ୍ ଦାମରେ ଏହାକୁ କିଣିପାରିବେ , ଗୋଟେ ଗିନାରେ ୨ ଚାମଚ ଚିନି ନେଇକରି ସେଥିରେ ଗୋଟେ ଠିପି ଗ୍ଲିସରିନ୍ ମିଶାଇ ଏକ ଲେମ୍ବୁର ରସ ମିଶାଇଦିଅନ୍ତୁ ।

ତାପରେ ସେହି ଲେପକୁ କଳା ଦେଖାଯାଉଥିବା ହାତ କିମ୍ବା ଗୋଡରେ ଲଗାଇବାକୁ ହେବ , ଦେଖିବେ ସପ୍ତାହକ ମଧ୍ୟରେ ଆପଣଙ୍କ ହାତ କିମ୍ବା ଗୋଡ ଚମକିବାକୁ ଲାଗିବ , ଲୋକେ ଏହାକୁ ଦେଖିବାପାଇଁ ଖୋଜିବୁଲନ୍ତିମ୍  ଯେଉଁଠି ବାହାରିବେ , ସେଠାରେ ଲୋକ ବୁଲିକରି ଦେଖିବେ ।

Leave a Reply

Your email address will not be published. Required fields are marked *