September 12, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭ୍ୟୁରେ ଗୋଟେ ଝିଅକୁ ପଚାରାଗଲା ଏମିତି ପ୍ରଶ୍ନ – ଝିଅ ହେଉ କିମ୍ବା ପୁଅ ଶରୀରର କେଉଁ ଅଗଂ ସବୁବେଳେ ଓଦା ହେଇକି ରୁହେ ? ଜବାବ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ…

ନିଜ ଜୀବନରେ ସଫଳ ହେବାପାଇଁ ବହୁତ ସାରା ପରୀକ୍ଷା ଦେଇଥାଉ , ଓ ଏହି ପରୀକ୍ଷାରେ ପ୍ରଥମ ପର୍ଯ୍ୟାୟ ପାର୍ କରିବାପରେ ନିଜ ମଞ୍ଜିଲ୍ ରେ ପହଞ୍ଚିଯାଆନ୍ତି । ସେମିତି ଏହି ଦେଶରେ କିଛି ପରୀକ୍ଷା ଏପରି ହୋଇଥାଏ ଯାହା ସବୁଠାରୁ ଅଧିକା କଠିନ ହୋଇଥାଏ , ହଁ ଆଜ୍ଞା ତାହା ସେହି ପରୀକ୍ଷା ହୋଇଥାଏ , ଯେଉଁଥିରେ କେବଳ ଦିନ ରାତି ପଢିକରି ସଫଳ ହୁଅନ୍ତି ନାହିଁ , ବରଂ ଏହା ପାଇଁ ଆପଣଙ୍କୁ ପ୍ରଥମ ଲିଖିତ ପରୀକ୍ଷା ପାସ୍ କରିବାର ହୋଇଥାଏ , ତାପରେ ଯାଇ ଇଣ୍ଟରଭ୍ୟୁରେ ଡକା ହୋଇଥାଏ , ସେମିତି ଯଦି ଆପଣ କେବେ ଆଇଏଏସ୍ ପରୀକ୍ଷା ବିଷୟରେ ଶୁଣିଥିବେ ତେବେ ଆପଣ ଜାଣିଥିବେ କି ଏହି ପରୀକ୍ଷାରେ ସସପେନ୍ସ ଥ୍ରୀଲର୍ ଫିଲ୍ମ ପରି ହୋଇଥାଏ , ଆଇଏଏସ୍ ପରୀକ୍ଷା ପାସ୍ କରିବା ସମସ୍ତ ହାତରେ ନଥାଏ ,

ଏହା ଛଡା ଯଦି କେଉଁ ବ୍ୟକ୍ତି ଆଇଏଏସ୍ ପରୀକ୍ଷା ପାସ୍ ବି କରିନେଇଥାଏ,  ତେବେ ଇଣ୍ଟରଭ୍ୟୁ ଯାଇକରି ପାଗଳ ନିଶ୍ଚିତ ହୋଇଯାଏ , ହଁ ଆଜ୍ଞା ଏହା ଏଥିପାଇଁ କାରଣ ଇଣ୍ଟରଭ୍ୟୁରେ ଏତେ ମୁସକିଲ୍ ପ୍ରଶ୍ନ ପଚାରାଯାଏ ଯାହା ଶୁଣିକରି ଭଲ ମଣିଷ ବି ମୁଣ୍ତକୁ ଚଟାଣରେ ପିଟିପକାଇବ , ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବୁ ଏହି ଲୋକଙ୍କୁ ତାଙ୍କର୍ ଆଇକ୍ୟୁ ଚେକ୍ କରିବାପାଇଁ କେଉଁ ପ୍ରକାରର ପ୍ରଶ୍ନ କରାଯାଏ ।

ପ୍ରଥମ ପ୍ରଶ୍ନ : ଯଦି ଆପଣ ସକାଳୁ ଉଠିଲେ ଓ ଜାଣିବାକୁ ପାଇଲେ କି ଆପଣ ଗର୍ଭବତୀ ଅଛନ୍ତି ତେବେ ଆପଣ ପ୍ରଥମେ କଣ କରିବେ ?

ଉତ୍ତର : ଏହା ଶୁଣି ମୁଁ ବହୁତ ଖୁସି ହୋଇଯିବି । ଓ ସବୁଠାରୁ ପ୍ରଥମେ ନିଜ ସ୍ୱାମୀଙ୍କୁ ଏହି ଖୁସିଖବର ଜଣାଇବି ।

ଦ୍ୱିତୀୟ ପ୍ରଶ୍ନ : ଦୁଇଟି ଜାଆଁଳା ଛୁଆ ଆଦର୍ଶ ଓ ଅନୁପମ ମଇରେ ଜନ୍ମ ନେଇଥିଲେ,  କିନ୍ତୁ ତାଙ୍କ ଜନ୍ମ ଦିନ ଜୁନ୍ ରେ ପଡିଥାଏ କିପରି ??

ଉତ୍ତର : ମଇ ଏକ ସହରର ନାମ ଅଟେ ।

ତୃତୀୟ ପ୍ରଶ୍ନ : ଆପଣଙ୍କ ହାତରେ ୩ ଟି ସେଓ , ୪ ଟି କମଳା ଓ ଦ୍ୱିତୀୟ ହାତରେ ୪ ଟି ସେଓ ଓ ୩ ଟି କମଲା ଅଛି , ତେବେ ଆପଣଙ୍କ ପାଖରେ କଣ ଅଛି ?

ଉତ୍ତର : ବହୁତ ବଡ ହାତ ।

ଚତୁର୍ଥ ପ୍ରଶ୍ନ : ଝିଅମାନଙ୍କର ପାଖରେ ଏମିତି କଣ ଅଛି ଯାହା ବିବାହ ପୁର୍ବରୁ ହୋଇଥାଏ କିନ୍ତୁ ବିବାହ ପରେ ବି କି ବିବାହର ଦିନରେ ନଥାଏ ।

ଉତ୍ତର : ଝିଅର ସରନେମ୍ , ହଁ ଆଜ୍ଞା ବିବାହ ପୁର୍ବରୁ ଯେଉଁ ସରନେମ୍ ଥାଏ ତାହା ବିବାହ ପରେ ତାର ସ୍ୱାମୀ ନାମରେ ଥାଏ

ପଞ୍ଚମ ପ୍ରଶ୍ନ : ଯଦି ମୁଁ ଆପଣଙ୍କ ଭଉଣୀ ସହ କେଉଁଆଡେ ଫେରାର୍ ହୋଇଯିବି ତେବେ ଆପଣ କଣ କରିବେ ?

ଉତ୍ତର : ମୋର ଭଉଣୀ ପାଇଁ ଆପଣଙ୍କ ପରି ସିନିୟର୍ ଅଫିସର୍ କେହି ମିଳିବେ ନାହିଁ , ଏଥିରୁ ଭଲ ଆଉ କଣ ବା ହୋଇପାରେ ।

ଷଷ୍ଠ ପ୍ରଶ୍ନ : ଗୋଟେ ବିଲେଇର ତିନୋଟି ଛୁଆ ଥିଲେ ,ଜାନୁୟାରି,ଫେବୃୟାରୀ, ମାର୍ଚ୍ଚ , ବିଲେଇର ନାଁ କଣ ଥିଲା ?

ଉତ୍ତର : ଏହି ପ୍ରଶ୍ନରେ ଏହାର ଉତ୍ତର ଲୁଚି ରହିଛି , ବିଲେଇର ନାଁ କଣ ଥିଲା ।

ସପ୍ତମ ପ୍ରଶ୍ନ : ଯଦି ଦୁଇଟି କମ୍ପାନୀ ଓ ୩ଟି ଭିଡ୍ , ତେବେ ୪ ଓ ୫ କଣ ହେବ ?

ଉତ୍ତର : ୯ ହେବ୍ , କାରଣ ୪ ଓ ୫ ସବୁବେଳେ ୯ ହୋଇଥାଏ ।

ଅଷ୍ଟମ ପ୍ରଶ୍ନ : ଏମିତି କେଉଁ ଜିନିଷ ଅଛି ଯାହା ପଡିଥାଏ କିନ୍ତୁ ଭାଙ୍ଗେ ନାହିଁ ?

ଉତ୍ତର : ବର୍ଷା ।

ନବମ ପ୍ରଶ୍ନ : ସପ୍ତମ ସେଓ ଅଧା ସେଓ ପରି କଣ ପାଇଁ ଦେଖାଯାଏ ?

ଉତ୍ତର : ଦ୍ୱିତୀୟ ଅଧା ସେଓ ।

ଦଶମ ପ୍ରଶ୍ନ : ଝିଅ ହେଉ କିମ୍ବା ପୁଅ ଶରୀରର କେଉଁ ଅଗଂ ସବୁବେଳେ ଓଦା ହେଇକି ରୁହେ ?

ଉତ୍ତର :  ତେବେ ଏହାର ଉତ୍ତରର ଅତ୍ୟନ୍ତ ସହଜ ଅଟେ | ତେବେ ଆପଣ ଭାବି ଦେଖନ୍ତୁ ଏହାର ଉତ୍ତର କଣ ହେଇଥିବା | ତେବେ ଏହାର ସଠିକ ଉତ୍ତର ହେଉଛି ଜିଭ | ଯାହାକି ସବୁବେଳେ ଓଦା ରହେ | ତେବେ ଆପଣକୁ ଏହି ପ୍ରଶ୍ନ ଓ ଉତ୍ତର କିପରି ଲାଗିଲା ନିଶ୍ଚୟ କମେନ୍ଟ କରିବେ ଓ ଆମ ପେଜ କୁ ଲାଇକ କରନ୍ତୁ ଓ ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *