December 26, 2024

Odia Express

Leading Odia News Portal of Odisha

ଯଦି ବେଡରୁମ୍ ରେ ଲେମ୍ବୁ କାଟିକରି ରଖିଦେବେ ତେବେ ସକାଳୁ ଏହି ଲାଭ ଦେଖିକରି ଆପଣଙ୍କ ଆଖି ଖୋଲା ହୋଇ ରହିଯିବ..

ଗୋଟେ ସୁସ୍ଥ୍ୟ ଶରୀର ପାଇଁ ଦରକାର ସୁସ୍ଥ୍ୟ୍ ଆହାର ତାହା ସହ ଦରକାର ହୋଇଥାଏ ଭଲ ନିଦ , ଏହା ଆମେ ସମସ୍ତେ ଜାଣିଛେ କି ଆମ ସମସ୍ତଙ୍କ ଦିନ ଚର୍ଚ୍ଚାରେ ସବୁଠାରୁ ବଡ ଭାଗ ହୋଇଥାଏ କିନ୍ତୁ ବହୁତଥର ଦେଖାଯାଏ କି କେଉଁ କାରଣରୁ ଆମର ଦିନ ପୁରା ହୋଇପାରେ ନାହିଁ , ଏହି କାରଣରୁ ନକରାତ୍ମକ ଉର୍ଜା ବି ହୋଇଥାଏ ଯାହା ଆମର ନିଦକୁ ନଷ୍ଟ କରିଦିଏ , ଏହି ନକରାତ୍ମକ ଉର୍ଜା ଆମର ଚାରିପଟୁ ହୋଇଥାଏ , ଯାହା ଆମ ଦିମାଗ ଉପରେ ମାନସିକ ଚିନ୍ତା ପକାଇଥାଏ , ଏହି ନକରାତ୍ମକ ଉର୍ଜା ଆମେ କିପରି ଦୁର କରିପାରିବା ତାହାପାଇଁ ଲେମ୍ବୁର ଏକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଆଖ ପାଖର ସବୁ ନକରାତ୍ମକ ଉର୍ଜାକୁ ବାହାର କରିଦେବ ।

ଏହା ଆମେ ସମସ୍ତେ ଜାଣିଛେ କି ଲେମ୍ବୁର ବହୁତ ସାରା ଫାଇଦା ହୋଇଥାଏ ଯାହା ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ , ଏଥିପାଇଁ ଲେମ୍ବୁରେ ସହଜରେ ସମସ୍ତଙ୍କ ଘରେ ମିଳିଯିବ , ଯେଉଁଠି ଗୋଟେ ପଟେ ଲେମ୍ବୁରୁ ଆପଣ ଏନର୍ଜେଟିକ୍ ବି ଅନୁଭବ କରିବେ , ସେମିତି ଅନ୍ୟପଟେ ଲେମ୍ବୁ କାଟିକରି ଘରେ ରଖିଲେ ଘରେ ବାସ୍ନା ଆସିଥାଏ । କୁହାଯାଏ କି ବେଡରୁମ୍ ରେ ଲେମ୍ବୁ ରଖିଲେ ଆସ୍ତମା ଓ କାଶ ଥଣ୍ତା ସମସ୍ୟା ସହ ଯୋଡି ହୋଇଥିବା ଲୋକଙ୍କୁ ନିଶ୍ୱାସ ନେବାରେ ସହଜ ଅନୁଭବ ହୁଏ , ଯେଉଁ ଲୋକଙ୍କର ସକାଳୁ ଉଠିବାପରେ ବ୍ଲଡ୍ ପ୍ରେସରର ଅସୁବିଧା ଅଛି ସେମାନେ ଏହି ପ୍ରକିୟାକୁ ବ୍ୟବହାର କରିପାରିବେ ,

କମ୍ ରକ୍ତଚାପ ଥିବା ରୋଗୀଙ୍କୁ ରାତିରେ ଶୋଇବା ସମୟରେ ନିଜ ବିଛଣାରେ ଲେମ୍ବୁର ଏକ ଖଣ୍ତ ରଖିଲେ ସକାଳୁ ଫ୍ରେସ୍ ଅନୁଭବ ହେବ , ଲେମ୍ବୁର ଗୁଣ ଉପରେ ଯେଉଁ ରିସର୍ଚ୍ଚ ହୋଇଛି ସେଥିରୁ ଜଣାଯାଇଛି କି ଲେମ୍ବୁ ବାସ୍ନା ଶରୀରରେ ସେରୋଟିନ୍ ର ଲେବୁଲ୍ ବଢାଇବାରେ ସାହାଯ୍ୟ କରେ , ଯାହା ଦ୍ୱାରା ବ୍ଲଡ୍ ପ୍ରେସର୍ ରୋଗୀଙ୍କୁ ଆଶ୍ୱସ୍ତି ମିଳିଥାଏ , ଯଦି ଆପଣଙ୍କ ଘରେ ମାଛି ସହ ଅନ୍ୟ ପୋକ ଜୋକ ଅଛନ୍ତି , ତେବେ ସବୁବେଳେ ଲେମ୍ବୁର ଏକ ଖଣ୍ତ୍ କାଟିକରି ରଖନ୍ତୁ , ଲେମ୍ବୁର ବାସ୍ନାରେ ସେହି ପୋକଜୋକ ଘରୁ ପଳାନ୍ତି , ରାତିରେ ଶୋଇବା ପୂର୍ବରୁ କିଛି ସମୟ ପର୍ଯ୍ୟନ୍ତ ଲେମ୍ବୁର ଖଣ୍ତ କାଟୀକରି ବିଛଣାରେ ରଖିଦିଅନ୍ତୁ , ଓ ଲାଇଟ୍ ବନ୍ଦ କରିଦିଅନ୍ତୁ ,

ଲେମ୍ବୁର ବାସ୍ନାରେ ଓ ଅନ୍ଧାର୍ କାରଣରୁ ପୋକଜୋକ ଓ ମାଛି ସବୁ ପଳେଇବେ , ଓ ଆରାମରେ ଆପଣ ଶୋଇପାରିବେ , ଲେମ୍ବୁ ନା କେବଳ ଆମର ସ୍ୱାସ୍ଥ୍ୟ ପାଇଁ ଦରକାରି ହୋଇଥାଏ ବରଂ ଏହା ଆମର ବାଳ ପାଇଁ ବହୁତ ଲାଭଦାୟକ ହୋଇଥାଏ , ଏହା ତ ଆମେ ସମସ୍ତେ ଜାଣିଛେ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଲେମ୍ବୁର କିଛି ସାଧାରଣ ପ୍ରକିୟା ଦ୍ୱାରା ଧନ ପ୍ରାପ୍ତିର ରାସ୍ତା ଖୋଲିଯାଏ , ବୋଧେ ଏହା ଜାଣିନାହାନ୍ତି କି ଲେମ୍ବୁର ବହୁତ ଉପାୟ ଅଛି ଯାହା ପରମ୍ପରାଗତ ବହୁତ ପୁର୍ବରୁ କରାଯାଇଆସୁଅଛି ।

Leave a Reply

Your email address will not be published. Required fields are marked *