ଏହି ଝିଅଙ୍କୁ ବିବାହ କରିଲେ ମିଳିବ ୬୫ କୋଟି ଟଙ୍କା , କିନ୍ତୁ ମାନିବାକୁ ହେବ ଗୋଟିଏ ଏହି ସର୍ତ୍ତ ..
ଦୁନିଆଁର ସମସ୍ତେ ନିଜ ପସନ୍ଦର ମୁତାବିକ ପାର୍ଟନର ସହ ବିବାହ କରିବାକୁ ସ୍ୱପ୍ନ ଦେଖିଥାନ୍ତି , ବିବାହର ମାମଲାରେ ପୁଅ ହେଉ କି ଝିଅ ହେଉ କେହି ରିକ୍ସ ନେବାକୁ ଚାହଁନ୍ତି ନାହିଁ କି ଏଥିପାଇଁ ପୁଅ ହେଉ କି ଯିଏ ହେଉ ସମସ୍ତେ ନିଜ ପସନ୍ଦର ପାର୍ଟନର ସହ ବିବାହ କରିବାକୁ ଇଚ୍ଛା କରନ୍ତି , ଯାହା ଦ୍ୱାରା ତାଙ୍କୁ ବିବାହ ସମୟରେ କୌଣସି ପ୍ରକାରର ଅସୁବିଧା ନ ହେଉ , ଏମିତିରେ ଆଜି ଆମେ ଏକ ମଡେଲ୍ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜ ପସନ୍ଦର ପୁଅ ସହ ବିବାହ କରିବାକୁ ଚାହୁଁଛନ୍ତି , ସେମିତି ଏହି ମଡେଲ୍ କେଉଁ ଛୋଟ ମଡେଲ୍ ନୁହନ୍ତି , ସେ ଜଣେ ପ୍ରତିଷ୍ଠିତ ମଡେଲ୍ ଅଟନ୍ତି , ଓ ସେ ୬୫ କୋଟି ଟଙ୍କାର ମାଲିକାଣୀ ଅଟନ୍ତି , ସେ ନିଜ ପସନ୍ଦର ଝିଅକୁ ବିବାହ କରିବାରେ କିଛି ସର୍ତ୍ତ ରଖିଛନ୍ତି , ଯାହାକି ସେହି ପୁଅକୁ ମାନିବାକୁ ପଡିବ ।
ଆପଣଙ୍କୁ ସୁଚେଇଦେବୁ ଏହି ଝିଅ ରୁଷ୍ ର ମଡେଲ୍ ଅଟନ୍ତି , ତାଙ୍କର ନାଁ ଏନା ଅଟେ , ଏନାଙ୍କ କହିବା କଥା କି ଯିଏ ତାଙ୍କୁ ବିବାହ କରିବ ତାଙ୍କୁ ସେ ନିଜ ସବୁ ସଂମ୍ପତ୍ତି ଦେଇଦେବେ , କିନ୍ତୁ ସେ ଏହା ପାଇଁ ଏକ ସର୍ତ୍ତ ରଖିଛନ୍ତି , ଏନାଙ୍କ୍ କହିବା କଥା କି ଯିଏ ତାଙ୍କୁ ବିବାହ କରିବ ସେ ଭାରତୀୟ ହେବା ଜରୁରୀ , ଏନାଙ୍କ କହିବା କଥା କି ଭାରତୀୟ ପୁଅକୁ ଏଥିପାଇଁ ବିବାହ କରିବାକୁ ଚାହୁଁଛନ୍ତି କାରଣ ସେମାନେ ବହୁତ ବିଶ୍ୱାସୀ ହୋଇଥାନ୍ତି , ଓ ସେମାନେ କେବେ ଧୋକା ଦିଅନ୍ତି ନାହିଁ । ସେମିତି ଭାରତୀୟ ପୁଅ ମାନେ ନିଜ ବିଶ୍ୱାସ ପଣିଆ ପାଇଁ ପୁରା ଦୁନିଆଁରେ ଖ୍ୟାତ ଅର୍ଜନ କରିଛନ୍ତି , କିନ୍ତୁ ବିଦେଶରେ ବିବାହ କେବଳ ଏକ ଅନ୍ୟଙ୍କ ଦରକାରିତା ବୋଲି ମନେ ହୁଏ ,
ଏମିତିରେ ଯଦି ଦରକାରିତା ପୁରା ନହୋଇପାରିଲେ ସେମାନେ ସ୍ୱାମୀ ସ୍ତ୍ରୀ ଅଲଗା ହୋଇଯାଆନ୍ତି , ଓ ନିଜ ଜୀବନରେ ସ୍ୱତନ୍ତ୍ରତା ପୁର୍ବକ ବିତାଇଥାନ୍ତି , ଯେବେ କି ଏନା ଏମିତି କେବେ ଚାହଁନ୍ତି ନାହିଁ , ସେ ଯାହାକୁ ବି ବିବାହ କରିବେ ସେ ତାଙ୍କ ପ୍ରତି ବିଶ୍ୱାସୀ ଓ ଇମାନଦାର୍ ରହିବେ , ଏହା କେବଳ ସେହି ରୁଷି ମଡେଲଙ୍କ ଭାବନା ନୁହେଁ ବରଂ ଦୁନିଆଁର ସବୁ ଦେଶରେ ଭାରତୀୟ ପୁଅଙ୍କ ଚର୍ଚ୍ଚା ହୁଏ , ସେଥିପାଇଁ ଦୁନିଆଁର ଅଲଗା ଦେଶରୁ ଝିଅମାନେ ଭାରତୀୟ ପୁଅମାନଙ୍କୁ ନିଜ ଜୀବନସାଥୀ ମନାଇବାକୁ ଚାହଁନ୍ତି , ଏନା ନିଜର ସବୁ ସଂମ୍ପତ୍ତି ସେହି ଝିଅର ନାଁ ରେ କରିବାକୁ ଚାହଁନ୍ତି ଯାହାକୁ ସେ ବିବାହ କରିବେ , ଏନା ଏହା ଏକ ଘୋଷଣା ସୋସିଆଲ୍ ମିଡିଆର୍ କରିଛନ୍ତି , ଯାହାକି ବହୁତ ଭାଇରାଲ୍ ହୋଇଛି ।
ଏନାଙ୍କ ଏହି ଘୋଷଣା ପରେ ଭାରତୀୟ ପୁଅମାନଙ୍କ ଲାଇନ୍ ଲାଗିବାର ଅଛି , କାରଣ ଏନା ବହୁତ ସୁନ୍ଦର ଅଟନ୍ତି , ଓ ସେ ନିଜ ସଂମ୍ପତ୍ତି ୬୫ କୋଟି ସଂମ୍ପତ୍ତି ତାଙ୍କ ନାଁରେ କରିବାକୁ ରାଜି ଅଛନ୍ତି , ଆପଣଙ୍କୁ ଜଣେଇଦେବୁ କି ଏନା ଦୁନିଆଁର ପ୍ରସିଦ୍ଧ ପ୍ଲସ୍ ସାଇଜ୍ ମଡେଲ୍ ରେ ଜଣାଯାଆନ୍ତି , ଏମିତିରେ ସମସ୍ତେ ବିବାହ ଏନା ଙ୍କ ସହ କରିବାକୁ ଇଚ୍ଛା କରିବେ , ଏବେ ଦେଖିବାର୍ ଅଛି କି ଏନାଙ୍କ ଖୋଜା କେଉଁ ଭାରତୀୟ ପୁଅଙ୍କ ହାତରେ ରହୁଛି ।