December 26, 2024

Odia Express

Leading Odia News Portal of Odisha

ମହିଳାମାନେ ରାତିରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ୬ ଟି କାମ ନହେଲେ ଆସିପାରେ ପରିବାର ଉପରେ ବିପଦ…

ମହିଳାଙ୍କର ଏକ ଅଲଗା ମହତ୍ତ୍ୱ ହୋଇଥାଏ କୁହନ୍ତି କି ଯେଉଁଠି ମହିଳାଙ୍କ ସମ୍ମାନ ମିଳିଥାଏ ସେଠାରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ , ଓ ତାଙ୍କ ଘରେ ଉନ୍ନତି ଦେଖାଦିଏ , ଶାସ୍ତ୍ର ଅନୁସାରେ ମହିଳାଙ୍କ କିଛି କାର୍ଯ୍ୟ ଅଛି ଯାହା ପୁରା ଘରକୁ କ୍ଷତି ସାଧନ କରିପାରେ , ମାନାଯାଏ କି କିଛି ବି କାର୍ଯ୍ୟ କଇର୍ବା ପାଇଁ ଏକ ନିଶ୍ଚିତ ସମୟ ହୋଇଥାଏ , ମହିଳାଙ୍କ କିଛି କାର୍ଯ୍ୟ ଏପରି ହୋଇଥାଏ ଯାହା ଦିନରେ କରାଯାଇଥାଏ କିଛି କାର୍ଯ୍ୟ ଅଛି ଯାହା ମହିଳାମାନେ ରାତିରେ କରନ୍ତି , କିନ୍ତୁ ଏଥିରେ କିଛି କାର୍ଯ୍ୟ ଏପରି ହୋଇଥାଏ , ଯାହାକୁ ରାତିରେ କରିବାକୁ ବାରଣ କରାଯାଈଛି , ତେବେ ଆସନ୍ତୁ ନଜର ପକାଇବା ସେହି ୬ ଟି କାମ ବିଷୟରେ ଯାହା ପୁରା ପରିବାରକୁ ବର୍ବାଦ୍ କରିଦେଇପାରେ ।

୧) ସୁର୍ଯ୍ୟ ଅସ୍ତ ହେବାପରେ କେଉଁ ବାହାର ବ୍ୟକ୍ତିକୁ କ୍ଷୀର କିମ୍ବା ଦହି ଦିଅନ୍ତୁ ନାହିଁ , ଏଥିରେ ଘରର ଆର୍ଥିକ ସ୍ଥିତି ଖରାପ ହୋଇଥାଏ,  ଓ ଘରେ ଉନ୍ନତି ହୋଇପାରେ ନାହିଁ ।

୨) ରାତିରେ ଶୋଇବା ପୁର୍ବରୁ ଖାଇବା ବାସନକୁ ସଫା କରି ଶୋଇବା ଉଚିତ୍ , ଏହା ଦ୍ୱାରା ରୋଗ ଆପଣଙ୍କ ଘରେ ପ୍ରବେଶ କରିପାରେ , ଓ ମଇଳା କାରଣରୁ ଲକ୍ଷ୍ମୀ ରୁହନ୍ତି ନାହିଁ , ଆଜିର ସମୟରେ ଘରର ମହିଳାମାନେ ଚାକରାଣୀ କିମ୍ବା ଚାକରଙ୍କ ଦ୍ୱାରା ବାସନ ସଫା କରନ୍ତି , ଯାହା ଦ୍ୱାରା ରାତିର ବାସନ ସେମାନେ ଛାଡିଦିଅନ୍ତି , କିନ୍ତୁ ଏମିତି କରିବା ଉଚିତ୍ ନୁହେଁ , ଏହା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରିବେ ନାହିଁ ।

୩) ରାତିରେ ମହିଳାଙ୍କୁ ବାଳ ଖୋଲା କରି ରଖିବା ଉଚିତ୍ ନୁହେଁ , କାରଣ ଏମିତି ମାନାଯାଏ କି ରାତିରେ ଖୋଲା ବାଳ କରି ଶୋଇଲେ ନକରାତ୍ମକ ଶକ୍ତି ଆକର୍ଷିତ ହୋଇଥାନ୍ତି , ସେଥିପାଇଁ ଏହା କରିବାକୁ ନିଷେଧ କରାଯାଈଛି , ଏହା ପୁରୁଷଙ୍କ ଉପରେ ବି ଲାଗୁ ହୋଇଥାଏ ଯିଏକି ଲମ୍ବା ବାଳ ରଖିବାର ସଉକ ରଖନ୍ତି ।

୪) ରାତିରେ ଶୋଇବା ପୁର୍ବରୁ ରୁମ୍ ରେ କଳା ଲୁଣ ରଖନ୍ତୁ , ଓ ସକାଳୁ ଉଠିକରି ସବୁଠାରୁ କାହା ସହ କଥା ନ ହୋଇ ଏହାକୁ କେଉଁ ନାଳରେ ପକାଇଦିଅନ୍ତୁ ,

୫) ମହିଳାଙ୍କୁ ଝାଡୁ କରିସାରିବା ପରେ ଝାଡୁକୁ ସଠିକ୍ ଦିଗରେ ରଖିବା ଉଚିତ୍ , ଏମିତିରେ ମହିଳାଙ୍କୁ ପ୍ରଥମେ ଝାଡୁକୁ ଦକ୍ଷିଣ ଦିଗରେ ରଖିଦିଅନ୍ତୁ , ଏହା ଦ୍ୱାରା ଧନର ଆଗମନ ହୋଇପାରିବ ,

୬) ବେଡ ର ସିରହାନେ ରେ ଭୁଲ୍ ରେ ରଖିବା ଉଚିତ୍ ନୁହେଁ , ଏହା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି , ଯଦି ମହିଲାମାନେ ଏହି ୬ ଟି କାମ କରନ୍ତି ନାହିଁ ତେବେ ଘରେ ସୁଖ , ସମୃଦ୍ଧି , ଅଟକିଯାଏ ।

Leave a Reply

Your email address will not be published. Required fields are marked *