ମଜାଦାର୍ ଜୋକ୍ସ ; ଫ୍ଲାଇଟ୍ ରେ ପାଇଲଟ୍ ଘୋଷଣା କଲେ କି ଆମେ ଅଧା ଘଣ୍ଟାରେ ଲ୍ୟାଣ୍ତ କରିବାକୁ ଯାଉଛୁ , ଓ ଏତିକି ସମୟରେ କହିକରି ମାଇକ୍ ବନ୍ଦ କରିବା ଭୁଲି ଗଲେ ଓ ତାପରେ…
ଏହି ଦୁନିଆଁରେ କେହି ବି ବ୍ୟକ୍ତି ଚାହଁନ୍ତି ନାହିଁ କି ସେ ଦୁଃଖି ରହୁ , ବରଂ ସବୁ ସୁଖ ସୁବିଧା ଏବଂ ଶାନ୍ତି ଚାହଁନ୍ତି , କିନ୍ତୁ ଜୀବନରେ ଏହି ପରି ପରିସ୍ଥିତି ଆସିଯାଏ , ଯାହା ଦ୍ୱାରା ଆମେ ଦୁଃଖି ହୋଇଯାଉ , ଓ ଦେଖିଲେ ଏକ ସତ ବି ଅଟେ କି ଏହି ଦୁନିଆଁରେ ସବୁ ମଣିଷ ଜୀବନରେ ଖୁସିର ବାସ ହୋଇଥାଏ , ଓ ତେବେ ଦୂଃଖ ଆସିବା ସ୍ୱାଭାବିକ ଅଟେ , ଏତେ ଅବଶ୍ୟ କି ଏହି ଦୁଃଖର ସାମ୍ନା କରିବାପାଇଁ ଆମେ ସବୁବେଳେ ପ୍ରସ୍ତୁତରହିବା ଉଚିତ୍ , ଓ ଅସଲ ବୁଦ୍ଧିମାନ ରହିବା ଦରକାର , ଏଥିପାଇଁ ଆମ ମାନଙ୍କୁ ହସିବା ଜରୁରି , କାରଣ ହସିଲେ ଆମ ଶରୀରରେ ଏକପ୍ରକାରର ଉର୍ଜାର ସଂଚାର ହୋଇଥାଏ , ଯାହା ଆମେ ସବୁ ସଙ୍କଟକୁ ଦୂର କରିପାରିବା , ଓ ତାହାକୁ ଲଢିବାରେ ଶକ୍ତି ପାଇପାରିବା , ଏହି କ୍ରମରେ ଆଜି ଆମେ ଆପଣଙ୍କୁ ହସାଇବାର ଏକ ନୁଆ ମାଧ୍ୟମ ନେଇ ଆସିଛୁ , ଆସନ୍ତୁ ନଜର ପକାଇବା ସେହି ମଜାଦାର୍ ଚୁଟକୁଲା ଉପରେ ।
୧) ବାୟୋଲୋଜି ଶିକ୍ଷକ : ସେଲ୍ ମତଲବ ଶରୀରର କୋଷିକା । ଫିଜିକ୍ସ ଶିକ୍ଷକ : ସେଲ୍ ମତଲବ ବ୍ୟାଟେରି । ଇକୋନୋମିକ୍ସ ଶିକ୍ଷକ : ସେଲ ମତଲବ ବିକ୍ରି । ଇତିହାସ ଶିକ୍ଷକ : ସେଲ୍ ମତଲବ ଜେଲ୍ , ଇଂରାଜୀ ଶିକ୍ଷକ –ସେଲ୍ ମତଲବ ମୋବାଇଲ୍ , ଏବେ ମୁଁ ସ୍କୁଲ୍ ରୁ ପାଠପଢା ଛାଡିଦେଲି , ଯେଉଁ ସ୍କୁଲ୍ ରେ ପାଞ୍ଚଜଣ ଶିକ୍ଷକ ଏକମତ ନାହାନ୍ତି , ସେହି ସ୍କୁଲ୍ ରେ ପଢିକରି କଣ ମିଳିବ , ଓ ଏବେ ଯାଇକରି ଜ୍ଞାନ ପାଇଲି କି ମହିଳା ମାନେ କହନ୍ତି କି ସେଲ୍ ମତଲବ ଡିସକାଉଣ୍ଟ ।
୨) ଗୋଟେ ବ୍ୟକ୍ତି ଟୟଲେଟ୍ ରେ ବସିଥିଲା ତେବେ ଅଚାନକରେ ତାହାର ଟୟଲେଟ୍ ରୁ ଆବାଜ୍ ଆସିଲା , କଣ ଖବର ୧ ବ୍ୟକ୍ତି ଡରିକରି କହିଲା , ଠିକ୍ ଅଛି , ତାପରେ ଆବାଜ୍ ଆସିଲା , କଣ କରୁଛ , ବ୍ୟକ୍ତି : ଜରୁରୀ କାମ କରୁଛି , ତାପରେ ଆବାଜ୍ ଆସିଳା , ମୁଁ ଆସିବି କି , ବ୍ୟକ୍ତି ଡରିକରି କହିଲା ନା ନା ମୁଁ ଏକେଲା ଠିକ୍ ଅଛି , ତାପରେ ଆବାଜ୍ ଆସିଲା , ଆରେ ୟାର୍ ମୁଂ ତୋତେ ପରେ କଲ୍ କରୁଛି , କେଉଁ କମିନା ବୋଧେ ମୋ ସହ ଟୟଲେଟ୍ ରେ ମୋର ସବୁ କଥାକୁ ଜବାବ୍ ଦେଉଛି
୩) ମ୍ୟାଡମ୍ ଛୁଆଙ୍କୁ : ତୋର ଖାତା ଓ ପେନ୍ କେଉଁଠି ଅଛି , ଛୁଆ : ମ୍ୟାଡମ୍ ଯେବେ ଆପଣଙ୍କୁ ଦେଖିଛି , କଣ ଖାତା ଓ ପେନ୍ , ତେରେ ମସ୍ତ ମସ୍ତ ଦୋ ନେନ୍ , ମେରେ ଦିଲ୍ କା ଲେ ଗୟେ ଚେନ୍ , ହଜିଗଲା ଖାତା , ନିଖୋଜ ହୋଇଗଲା ପେନ୍ ।
୪) ଦୁନିଆଁରେ ୩ ପ୍ରକାରର ଲୋକ ଅଛନ୍ତି , ଆୟୁର୍ବେଦିକର ମତଲବ କହିବା ଶୈଳୀରେ ବହୁତ ବଢିଆ , କିନ୍ତୁ ଏମରଜେନ୍ସିରେ କାମ ଆସନ୍ତି ନାହିଁ । ଏଲୋପାଥିକ୍ ଏମରଜେନ୍ସିରେ କାମ ଆସନ୍ତି , କେବେ କେବେ ସାଇଡ୍ ଇଫେକ୍ଟ ଦେଖାଦିଏ , ଭରୋସା ନାହୀଂ ହୋମୋପାଥିକ୍ ସେମିତି କିଛି କାମକୁ ନାହୀଁ , କିନ୍ତୁ ସାଥିରେ ରହିଲେ ଭଲ ଲାଗିଥାଏ ,
୫) ଇଣ୍ଟରଭ୍ୟୁଅର୍ : ମୁଁ କେବଳ ତୁମକୁ ଗୋଟେ ପ୍ରଶ୍ନ ପଚାରିବି , କୁହ ଜୀବନରେ କଣ ହରାଇଛ , ଓ କଣ ପାଇଛ , ସ୍ମାର୍ଟ ପିଲା : ସାର୍ ଯେଉଁଥିରେ ମିଠା ହୋଇଥାଏ , ତାହା ହରାଇଛି , ଓ ଯାହା ଖଟରେ ଲାଗିଥାଏ , ତାହା ପାଇଛି , ଏବେ ଇଣ୍ଟରଭ୍ୟୁଅର ବେହୋସ୍ ହେଉ ହେଉ ବଞ୍ଚିଗଲେ ।
୬) ଲଭଲି ଦୋକାନୀ ଭାଇଙ୍କୁ ସଫୋଲା ଅୟେଲ୍ ଦେବ ଭାଇ , ଏହା ସହ ଗିଫ୍ଟ ଦେଇନ , ଦୋକାନୀ : ଏହା ସହ କେଉଂ ଗିଫ୍ଟ ନାହିଁ । ଲଭଲି : ହେଇଟି ଓଲୁ ବନାଓନାହିଁ ଏଥିରେ ଲେଖାଯାଇଛି କୋଲେଷ୍ଟ୍ରୋଲ୍ ଫ୍ରି ,
୭) ସ୍ୱାମୀ ନୁଆ କାର୍ କୀଣିଲେ , ଓ ସେ ଭାବିଲେ କି ସ୍ତ୍ରୀକୁ ଏକ ସରପ୍ରାଇଜ୍ ଦେବେ , ଘର ପହଞ୍ଚିକରି ସ୍ୱାମୀ ସ୍ତ୍ରୀକୁ ଜୋର୍ ରେ ଚିତ୍କାର କରିଲେ , ଡାର୍ଲିଙ୍ଗ୍ ତୁମର ଏତେ ବର୍ଷରୁ ସ୍ୱପ୍ନ ପୁରା ହୋଇଗଲା , ସ୍ତ୍ରୀ ଦୌଡିକରି ରୋଷେଇଘରୁ ଆସିଲେ ଓ ଚିତ୍କାରକ୍ ଅଲେ ହାୟ ହାୟ୍ ଶାଶୁ ମାଙ୍କୁ କଣ ହୋଇଗଲା , ସକାଳୁ ତ ଭଲ ଥିଲେ ।
୮) ଗୋଟେ ପୁଅ ବସରେ ଗୋଟେ ଝିଅକୁ ବହୁତ ସମୟ ହେଲା ଅନେଇଥିଲା , ଝିଅ : ତୁମର ଭଉଣୀ ନାହିଁ ନା କଣ ପୁଅ : ହଁ ଅଛି ଏଥିପାଇଁ ତ ଦେଖୁଛି , ଝିଅ : କାହିଁକି : ପୁଅ ମୋର ଭଊଣୀ କୁ ଭାଉଜ ଦରକାର ,
୯) ଗୋଟେ ହ୍ୟାଣ୍ତସମ୍ ପୁଅ କ୍ଲାସ୍ କୁ ଆସିଲା , ସବୁ ଝିଅ ଦେଖିକରି ଦିୱାନୀ ହୋଇଗଲେ , ତାପରେ ସେ ପୁଅ ଯେବେ କିଛି କହିଳା ତେବେ ଝିଅମାନେ ବେହୋସ୍ , ଭାବନ୍ତୁ କଣ କହିଥିବ , ଟିକିଏ ଜାଗା ଛାଡ ଭଉଣୀ ଝାଡୁ ଲଗାଇବାର ଅଛି , ହାଏ ଏଇ ବେରୋଜଗାରି , ୧୦) ଶିକ୍ଷକ : ମୁଁ ଦୁଇଟ୍ ବ୍ୟାକ ଦେବି , ସେଥିରୁ ଅନ୍ତର ବାହାର କରିବ , ୧) ସେ ବାସନ ଧୋଇଲା , ୨) ସେ ବାସନ ଧୋଇବାକୁ ପଡିଲା , ସଞ୍ଜୁ : ପ୍ରଥମ ବ୍ୟାକରେ କର୍ତ୍ତା ଅବିବାହିତ ଅଛି , ଓ ଦ୍ୱିତୀୟ ବ୍ୟାକରେ କର୍ତ୍ତା ବିବାହିତ ଅଛି , ଶିକ୍ଷକ ଏବେ ବେହୋସ୍ ଅଛନ୍ତି ।
୧୧) ଫ୍ଲାଇଟ୍ ରେ ପାଇଲଟ୍ ଘୋଷଣା କଲେ କି ଆମେ ଅଧଘଣ୍ଟାରେ ଫ୍ଲାଇଟ୍ ଲ୍ୟାଣ୍ତ କରୁଛୁ , ଏତିକି କହିବା ଭିତରେ ସେ ନିଜ ମାଇକ୍ ବନ୍ଦ କରିବା ଭୁଲୀଯାଇଥିଲେ, ତାପରେ ସେ ଆଗକୁ କହିଲା କି ଏବେ ତ ଖାଲି । ଗରମ ଗରମ ଚାହା ପିଇବି , ତାପରେ ଏୟାରହୋଷ୍ଟେସ୍ ସହ ପପି ନେବି, ଏହା ଶୁଣିକରି ଏୟାରହୋଷ୍ଟେସ୍ ମାଇକ୍ ବନ୍ଦ କରିବାକୁ ଦୌଡିଲେ , ଓ ସେହି ସମୟରେ ଏକ ଛୁଆ ଫସିଗଲା , ଓ ସେ ଗଳିପଡିଲେ , ତେବେ ଏକ ବୟସ୍କ ଲୋକ କହିଲେ ତୁମକୁ ତ ବଡ ବ୍ୟସ୍ତ ଅଛ , ପପି ନେବ , ଶୁଣିନ କି ସେ ଆଗ ଚାହା ପିଇବ ॥