December 26, 2024

Odia Express

Leading Odia News Portal of Odisha

ଯଦି ଏମାନଙ୍କ ମଧ୍ୟରୁ ଗୋଟିଏ ମଧ୍ୟ ସଂକେତ ସୂର୍ଯ୍ୟ ପର୍ବତ ଉପରେ ଥାଏ ତ ସେହି ମଣିଷ ନିଶ୍ଚିତ ହୋଇଥାଏ କୋଟିପତି…

ସମସ୍ତେ ଯିଏ ଏହି ଦୁନିଆରେ ଜନ୍ମ ନିଅନ୍ତି ସେମାନେ ଏହା ଚାହାନ୍ତି ଯେ ସେ ଆଗକୁ ଯିବେ ଓ ସମସ୍ତେ ତାଙ୍କ ନାମ ନେବେ । କୁହାଯାଏ ଯେ ବ୍ୟକ୍ତିର ଭାଗ୍ୟ ଓ ଅନ୍ୟ କେଉଁଠାରେ ନଥାଏ ଅଥଚ ନିଜ ହାତରେ ଥାଏ ଓ ସେ ତାକୁ ଆଗକୁ ଯାଇ ସଫଳତା ଦେଇଥାଏ । ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜଣାପଡିବ ଯେ ଆପଣଙ୍କ ହାତ ର ରେଖା କଣ କୁହନ୍ତି । ହସ୍ତରେଖା ବିଶେଷଜ୍ଞଙ୍କ ଅନୁଯାୟୀ ଭବିଷ୍ୟ ଜାଣିବା ନିମନ୍ତେ ସବୁଠାରୁ ଅଧିକ ପ୍ରଚଳିତ ବିଦ୍ୟାଙ୍କ ମଧ୍ୟରେ ହସ୍ତରେଖାର ମଧ୍ୟ ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି ।

ହାତର ରେଖାଙ୍କର ଅଧ୍ୟୟନ ଯେକୌଣସି ବ୍ୟକ୍ତିଙ୍କର ଭୁତ ଭବିଷ୍ୟ ଓ ବର୍ତ୍ତମାନର ସୂଚନା ପ୍ରାପ୍ତ କରାଯାଇପାରେ । ହାତରେ ଅନେକ ପ୍ରକାରର ରେଖା ଥାଏ , ଯେପରିକି ଜୀବନରେଖା, ହୃଦୟ ରେଖା , ମସ୍ତିସ୍କ ରେଖା, ବିବାହ ରେଖା, ସୂର୍ଯ୍ୟ ରେଖା, ବୁଧ ରେଖା, ଭାଗ୍ୟରେଖା ଆଦି । ପ୍ରତି ରେଖା ଆମ ବିଷୟରେ ମହତ୍ଵପୂର୍ଣ୍ଣ ସୂଚନା କହିଥାଏ । ମନୁଷ୍ୟର ହାତରେ ସୂର୍ଯ୍ୟରେଖା କୁ ରବିରେଖା ବା ତେଜସ୍ବୀ ରେଖା ମଧ୍ୟ କୁହାଯାଏ। କାରଣ ଏହା ଭାଗ୍ୟ ରେଖାରୁ ହେବାକୁଥିବା ଉଜ୍ଜ୍ଵଳ ଭବିଷ୍ୟ ବା ସୌଭାଗ୍ୟକୁ ଠିକ ସେହିପରକର ଚମକେଇ ଦିଏ ଯେଉଁ ପ୍ରକାର ସୂର୍ଯ୍ୟ ନିଜର ପ୍ରଖର ପ୍ରକାଶ ଦ୍ଵାରା ରାତ୍ରିର ଅନ୍ଧକାର ଦୂର କରିଥାଏ ।

ପାପୁଲିରେ ସୂର୍ଯ୍ୟରେଖା ନଥିଲେ ବ୍ୟକ୍ତିକୁ ପ୍ରତିଦିନ ସକାଳୁ ସକାଳୁ ସୂର୍ଯ୍ୟଙ୍କୁ ଜଳ ତର୍ପଣ କରିବା ଉଚିତ । ନିଜର ସାମର୍ଥ୍ୟ ଅନୁଯାୟୀ ସୂର୍ଯ୍ୟଦେବଙ୍କ ନିମିତ୍ତ ଗରିବ ଲୋକଙ୍କୁ ହଳଦିଆ ରଂଗର ବସ୍ତୁ ଦାନ କରିବା ଉଚିତ । ଶିବଲିଙ୍ଗଉପରେ ଜଳ ଚଢାନ୍ତୁ, ଏହାଦ୍ୱାରା ମଧ୍ୟ ସୂର୍ଯ୍ୟ ସମ୍ବନ୍ଧୀୟ ଦୋଷର ଶାନ୍ତି ହୋଇଥାଏ । ଭଙ୍ଗୀଳ ସୂର୍ଯ୍ୟରେଖା କିମ୍ବା କିମ୍ବା ପାପୁଲିରେ ସୂର୍ଯ୍ୟରେଖା ନଥିବା ଅଶୁଭ ହୋଇଥାଏ। ଯଦିଓ ଏହା ସାଧାରଣ କଥା ଅଟେ କାରଣ ଜରୁରୀ ନୁହେଁ ଯେ ପ୍ରତି ଲୋକ ଯଶ ପ୍ରାପ୍ତ କରିବେ । ଅନେକ ଥର ତ ବଡବଡ ବୈଜ୍ଞାନିକଙ୍କ ହାତରେ ମଧ୍ୟ ସୂର୍ଯ୍ୟ ରେଖା ନଥାଏ ।

ସୂର୍ଯ୍ୟ ରେଖାର ସମ୍ବନ୍ଧ ସୂର୍ଯ୍ୟଦେବଙ୍କ ସହିତ ରହିଛି । ସୂର୍ଯ୍ୟ ମାନସମ୍ମାନର କାରକ ଗ୍ରହ ଅଟନ୍ତି । ଅତଃ ସୂର୍ଯ୍ୟ ରେଖାର ଦୋଷ ଦୂର କରିବା ନିମନ୍ତେ ସୂର୍ଯ୍ୟ ଦେବଙ୍କ ଉପାସନା କରିବା ଉଚିତ । ଯେଉଁ ଜାତକର ହାତରେ ସୂର୍ଯ୍ୟରେଖା ନଥିବ ସେମାନଙ୍କୁ ସୂର୍ଯ୍ୟଦେବଙ୍କ ଉପବାସ ଓ ସୂର୍ଯ୍ୟଦେବତାଙ୍କୁ ଜଳ ଅର୍ପଣ କରିବା ଉଚିତ । ଏହାଛଡା ଶିବଲିଙ୍ଗ ଉପରେ ଜଳ ଚଢେଇଲେ ଓ ହଳଦିଆ ବସ୍ତୁର ଦାନ ଦେବାରେ ମଧ୍ୟ ଲାଭ ହୋଇଥାଏ । ଯଦି ସୂର୍ଯ୍ୟ ରେଖା ବିବାହ ରେଖାର କୌଣସି ଶାଖା କିମ୍ବା ଆଙ୍ଗୁଠି ଆଡକୁ ଯାଏ ତେବେ ଏହା ବିବାହ ପରର ଭାଗ୍ୟୋଦୟର ସଂକେତ ହୋଇଥାଏ ।

ଏହା ଅଟେ ସେହି ଚିହ୍ନ:

ଯଦି କାହାର ପାପୁଲିରେ ସୂର୍ଯ୍ୟ ରେଖା ମଧ୍ୟ ନଥାଏ , କିନ୍ତୁ ଯଦି ଅଛି ଓ କିମ୍ବା ସେହତରେ ଅନନ୍ତ ପର୍ବତ ସହିତ କିଛି ଚିହ୍ନ ରହିଛି ତେବେ ଏହି ବ୍ୟକ୍ତିଙ୍କୁ ଅତି ବିଶିଷ୍ଟ ଓ କ୍ଷ୍ୟମତାବାନ ବନେଇଥାଏ । ଏହି ବ୍ୟକ୍ତିଙ୍କୁ ସମାଜରେ ପ୍ରସିଦ୍ଧି ଓ ସମ୍ମାନ ପ୍ରଦାନ କରିଥାଏ, ଏଭଳି ବ୍ୟକ୍ତି ସମ୍ଭବ ଅଟେ ସାରା ବିଶ୍ବରେ ପ୍ରସିଦ୍ଧ ହେବେ ।

ଯଦି ସୂର୍ଯ୍ୟ ରେଖା ଆପଣଙ୍କ ପାପୁଲିରେ ରହିଛି ଓ ଏହା ଅନ୍ୟ କୌଣସି ରେଖା ଦ୍ଵାରା କଟିନାହିଁ , ତେବେ ଏହା ଅତି ଶୁଭ ଲକ୍ଷଣ ଅଟେ । ଏପରି ବ୍ୟକ୍ତି ସମାଜରେ ଉଚ୍ଚ ପଦ ପ୍ରାପ୍ତ କରନ୍ତି ।

ଯଦି ଆପଣଙ୍କ ହାତରେ ଏକରୁ ଅଧିକ ସୂର୍ଯ୍ୟରେଖା ରହିଛି ତେବେ ଆପଣ ବହୁତ ବଡ ବିଶିଷ୍ଟ ବ୍ୟକ୍ତି ଅଟନ୍ତି କାରଣ ଏହା ବହୁତ ବିଶିଷ୍ଟ ହାତରେ ହୋଇଥାଏ । । ପାପୁଲି ଉପରେ ଏକ ରୁ ଅଧିକ ସୂର୍ଯ୍ୟ ରେଖାର ରହିବା ଏହି ଆଡକୁ ସଂକେତ କରେ ଯେ ବ୍ୟକ୍ତି ସମାଜରେ ନିଜର କୌଣସି ଅତି ବିଶିଷ୍ଟ କାର୍ଯ୍ୟ ନିମନ୍ତେ ପରିଚିତ ହେବେ ।

ସୂର୍ଯ୍ୟ ପର୍ବତ ଉପରେ ଚକ୍ରର ଚିହ୍ନ ରହିବା ବ୍ୟକ୍ତିଙ୍କୁ ପ୍ରତିଭାବାନ କରିଥାଏ। ଏଭଳି ବ୍ୟକ୍ତି ଯେଉଁ କ୍ଷେତ୍ରରେ ରହିବେ, ତାଙ୍କୁ ବିଶେଷ ସଫଳତା ପ୍ରାପ୍ତ ହେବ ।

 

Leave a Reply

Your email address will not be published. Required fields are marked *