December 26, 2024

Odia Express

Leading Odia News Portal of Odisha

ଏହା ହେଲା ବଲିଉଡ୍ ର ୫ ଟି ଦାମି ଛାଡପତ୍ର , ନମ୍ବର ୫ଙ୍କୁ ଛାଡପତ୍ର ପାଇଁ ଦେବାକୁ ପଡିଥିଲା ୪୦୦ କୋଟି ଟଙ୍କା…

ବଲିଉଡ୍ ର ଏହି ରଙ୍ଗୀନ ଦୁନିଆଁରେ ସଂମ୍ପର୍କ ଯୋଡିବା ଓ ଭାଙ୍ଗିବା ଉଭୟ ଚାଲୁଛି , ବଲିଉଡ୍ ରେ ଏହି ଷ୍ଟାର୍ ମାନେ ନିଜ ଇଚ୍ଛାରୁ ତାଙ୍କର ଦାମ୍ ଦେବାପାଇଁ ତାଙ୍କର ଇଚ୍ଛା ଚାଲିପାରିଲା ନାହିଁ , ଯେଉଁ ତାରକାମାନେ ଛାଡପତ୍ର ଦେଇଛନ୍ତି ସେମାନଙ୍କୁ ଏହାର ଏକ ବଡ ପରିଣାମ ଭୋଗିବାକୁ ପଡିଛି , ଆସନ୍ତୁ ଜାଣିବା କେଉଁ କେଉଁ କଳାକାର ସେମାନେ ନିଜ ଛାଡପତ୍ର ପାଇଁ ଏକ ଭାରି ପରିଣାମ ଭୋଗିବାକୁ ପଡିଛି ।

୧) କରିସ୍ମା କାପୁର୍ ଓ ସଞ୍ଜୟ କାପୁର୍ : ନିର୍ବନ୍ଧ ଭାଙ୍ଗିବା ପରେ ଜୁନିୟର୍ ବଚ୍ଚନଙ୍କ ଠାରୁ ସଂମ୍ପର୍କ ଭାଙ୍ଗିଯିବାପର୍ କରିସ୍ମା କାପୁର୍ ବିଜନେସ୍ ମ୍ୟାନ୍ ସଞ୍ଜୟ କାପୁରଙ୍କୁ ୨୦୦୩ ରେ ବିବାହ କରିଥିଲେ , ୨୦୧୪ ରେ ଛାଡପତ୍ର ନେବାର ନିର୍ଣ୍ଣୟ କରିଥିଲେ , ଏହି ପରି ବିବାହ ମାତ୍ର ୧୧ ବର୍ଷ ରୁ ଚାଲୁଥିଲା , କୁହାଯାଏ କି କରିସ୍ମା ନିଜ ବିବାହ ଜୀବନ ଖୁସି ନଥିବ , କରିସ୍ମା ଛାଡପତ୍ର ପରେ ୭ କୋଟି ଦାବି କରିଥିଲେ , ଏହି ଛାଡପତ୍ର ବଦଳରେ କରିସ୍ମା କାପୁର୍ ଖାର ସ୍ଥିତ ଆଲିଶାନ୍ ଘର ସହ ସଞ୍ଜୟ କାପୁର୍ ଙ୍କୁ ଏହି ରାଶି ଏଲିମନି ରୁପରେ କରିସ୍ମା କାପୁରଙ୍କୁ ଦେବାକୁ ପଡିଲା ।

୨) ସଞ୍ଜୟ ଦତ୍ତ ଓ ରିୟା ପିଲ୍ଲେ : ବଲିଉଡ୍ ଷ୍ଟାର୍ ସଞ୍ଜୟ ଦତ୍ତଙ୍କ ଆଫେୟାର୍ ଖବର ବହୁତ ଅଭିନେତ୍ରୀଙ୍କ ସହ ଯୋଡା ହୋଇଛି , ସୁଚନା ମୁତାବିକ ଏମିତି କୁହାଯାଏ କି ସଞ୍ଜୟ ଦତ୍ତ ବିବାହ ପରେ ବି ଆଫେୟାର୍ ମାନ୍ୟତା ଚାଲୁଥିଲା , ପିଲ୍ଲାଇ ସଞ୍ଜୟ ଦତ୍ତଙ୍କ ଦ୍ୱିତୀୟ ପତ୍ନୀ ଥିଲେ,  ଓ ସେ ତାଙ୍କୁ ବହୁତ ଭଲ ପାଉଥିଲେ,  କିନ୍ତୁ ବିବାହିତ ହୋଇ ମଧ୍ୟ ରିୟାଙ୍କୁ ଟେନିସ୍ ଷ୍ଟାର୍ ଲିଆଣ୍ତର୍ ପେସ୍ ଙ୍କ ସହ ପ୍ରେମ ହୋଇଗଲା , ଓ ତାପରେ ସେ ସଞ୍ଜୟଙ୍କ ଠାରୁ ଛାଡପତ୍ର ନେବାପାଇଁ ଫଇସଲା ନେଲେ , ସଞ୍ଜୟ ଦତ୍ତ ଭୁଲ୍ ନଥାଇ ବି ତାଙ୍କୁ ଆଲିମିନି ହିସାବରେ ୭ କୋଟି ରକ୍ଷଣାବେକ୍ଷଣ ଭରଣାପୋଷଣ ହିସାବରେ ଏକ ଲକ୍ଜୁରି ଆପର୍ଟମେଣ୍ଟ ଓ ଏକ ମହଙ୍ଗା ଗାଡି ଦେବାକୁ ପଡିଲା,  ଏହା ସହ ସେ ରିୟାଙ୍କ ବାକି ମହଙ୍ଗା ବିଲ୍ ଦେଇଥିଲେ ।

୩) ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂ : ସୈଫ୍ ଅଲ୍ଲୀ ଖାନ୍ ଓ ଅମୃତା ସିଂ ଙ୍କ ମଧ୍ୟରେ ବୟସର ବଡ ଅନ୍ତର ଥିଲା ସୈଫ୍ ଙ୍କ ପରିବାର ଲୋକେ ଏହି ସଂମ୍ପର୍କକୁ ନେଇ ନାଖୁସ୍ ଥିଲେ , ଏହାପରେ ସୈଫ୍ ଓ ଅମୃତାଙ୍କ ବିବାହର ୧୩ ବର୍ଷ ପର୍ଯ୍ୟନ୍ତ ସାଥିରେ ରହିଲେ , ଦୁହେଁ ୧୯୯୧ ରେ ବିବାହ କରିଥିଲେ,  ୨୦୦୪ ରେ ଏହି ଦୁହେଁ ଛାଡପତ୍ର ଦେଇଥିଲେ , ଏଥିରେ ସୈଫ୍ ଅଲ୍ଲୀ ଖାନ୍ ଜୋରିମାନା ହିସାବରେ ଅମୃତା ସିଂଙ୍କୁ ୫ କୋଟି ଟଙ୍କା ଦେବା ସହ ସବୁ ମାସ ୧ ଲକ୍ଷ ଟଙ୍କା ଦେବାର କଥା ସାମ୍ନା ଆସିଥିଲା ।

୪) ପ୍ରଭୁ ଦେବା ଓ ରାମଲତା : ଏହି ଦୁହେଁଙ୍କ ବିବାହ ବର୍ଷ ୧୯୯୫ ରେ ହୋଇଥିଲା , ଏହି ଦୁହେଁ ଛାଡପତ୍ର ୨୦୧୧ ରେ ହୋଇଥିଲା , ଏଥିରେ ପ୍ରଭୁଦେବା ଜୋରିମାନା ହିସାବରେ ରାମଲତାଙ୍କୁ ୨୦-୨୫ କୋଟୀ ଦେବାକୁ ପଡିଥିଲା ,

୫) ହ୍ରିତିକ୍ ରୋଶନ୍ ଓ ସୁଜାନେ ଖାନ୍ : ବଲିଉଡ୍ ରେ ହ୍ୟାଣ୍ତସମ୍ ଅଭିନେତା ହ୍ରିତିକ୍ ରୋଶନ୍ ଓ ତାଙ୍କର ସ୍ତ୍ରୀ ସୁଜେନ୍ ଙ୍କ ଛାଡପତ୍ର ଖବର ବହୁତ ଦିନ ହେଲା ଚର୍ଚ୍ଚାରେ ରହିଥିଲା,  କିନ୍ତୁ ଯେବେ ଏହାର ଛାଡପତ୍ର ହେଲା ତେବେ ଇଣ୍ତଷ୍ଟ୍ରିରେ ସମସ୍ତେ ଚକିତ୍ ହୋଇଗଲେ , ଓ ନିଜ ଛାଡପତ୍ର ଖବର ନିଜେ ହ୍ରିତିକ୍ ଦେଇଥିଲେ ଦୁହେଁ ୨୦୧୪ ରେ ଅଲଗା ହୋଇଯାଇଥିଲେ,  ଓ ସୁଜେନ୍ ହ୍ରିତିକ୍ ଙ୍କୁ ଆଲମନି ହିସାବରେ ୪୦୦ କୋଟି ଟଙ୍କା ଦାବି କରିଥିଲେ , କିନ୍ତୁ ହ୍ରିତିକ୍ ୩୮୦ କୋଟି ଟଙ୍କା ଦେଇଥିଲେ,  କିନ୍ତୁ ଏମାନଙ୍କ ଛାଡପତ୍ର ନେବାର ଅସଲ କାରଣ ଏବେ ବି ରହସ୍ୟ ଘେରରେ ଅଛି  ।

Leave a Reply

Your email address will not be published. Required fields are marked *