December 22, 2024

Odia Express

Leading Odia News Portal of Odisha

ଭୁଲ୍ ରେ ବି ସୁନ୍ଦର ସ୍ତ୍ରୀଙ୍କ ସହ କରନ୍ତୁ ନାହିଁ ବିବାହ , ଏହାର ପଛରେ କାରଣ ଜାଣିଲେ ହୋଇଯିବେ ସ୍ତବ୍ଧ …

ଆଧୁନିକ ପରିବେଶରେ ଲୋକେ ସଫଳ ହେବାପାଇଁ ବହୁତ ସାରା ନୀତିଗୁଡିକ ଓ ସୁତ୍ରର ଅନୁସରଣ କରିଥାନ୍ତି , କିନ୍ତୁ କିଛି ପୁରୁଣା ବିଚାରକଙ୍କ କଥା ଆଜି ବି ଲୋକଙ୍କ ଦ୍ୱାରା ମାନାଯାଏ । ଚାଣକ୍ୟ ଆଚାର୍ଯ୍ୟ ବି ସେହି ମହାନ୍ କୁଟନୀତିଜ୍ଞ ଜଣାଯାଉଥିଲେ , ଯାହାଙ୍କ କଥା ଆଜି ବି ଲୋକେ ମାନିଛନ୍ତି , ଚାଣକ୍ୟ ଜୀବନରେ କେବେ ବି ହାର୍ ନ ମାନିବା କଥା କହିଛନ୍ତି ।ଏହି ଜିନିଷଗୁଡୀକ ଉପରେ କେବେ ବି ରଖନ୍ତୁ ନାହିଁ ପାଦ : ଚାଣକ୍ୟ କେବେ ଅଗ୍ନି, ଗୁରୁ, ବ୍ରାହ୍ମଣ, ଗୌମାତା, କୁଆଁରୀ କନ୍ୟା, ବୃଦ୍ଧ, ବାଳକ ଉପରେ ପାଦ ନ ଲଗାଇବାପାଇଁକହିଛନ୍ତି , ଏମାନଙ୍କୁ ପାଦ ଛୁଇଁଲେ ଦୁର୍ଭାଗ୍ୟ ଆସିଥାଏ । ବ୍ରାହ୍ମଣଙ୍କ ଜ୍ଞାନ କେବେ ବି ଅନାଦର କରିବା ଉଚିତ୍ ନୁହେଁ , ଓ ସ୍ତ୍ରୀଙ୍କ ସୁନ୍ଦରତା କୁ ନେଇ କେବେ ଉପହାସ କରିବା ଉଚିତ୍ ନୁହେଁ , କାରଣ ଏମିତି କଲେ ଇଶ୍ୱର ନିରାଦର କରିଥାନ୍ତି ।

ଲୋକେ ଆଜିକା ସମୟରେ ସବୁଠାରୁ ପ୍ରଥମେ ସୁନ୍ଦର ସ୍ତ୍ରୀ ଖୋଜିଥାନ୍ତି , ଓ ୯୦ ପ୍ରତିଶତ ଲୋକେ ସୁନ୍ଦରତା ଦେଖିକରି ବିବାହ କରିଥାନ୍ତି , କିନ୍ତୁ ଚାଣକ୍ୟ କହନ୍ତି କି ଏମିତି ସ୍ତ୍ରୀ ଯିଏକି ସୁନ୍ଦର ହେଇଥିବ କିମ୍ବା ବୁଦ୍ଧିମାନ ହୋଇଥିବ , ଏମିତି କୁହାଯାଇପାରିବ ନାହିଁ କି ସେ ସବୁବେଳେ ବିବାହ ପାଇଁ ଭଲ ବିଚାରର ହୋଇଥିବ , ସେଥିପାଇଁ ସେମିତି ଝିଅକୁ କେବେବି ବିବାହ କରିବା ଅନୁଚିତ୍ ।

କେଉଁ କାମକୁ ବୁଝିବିଚାରି ନ କଲେ ଅସଫଳତା ହାତରେ ଲାଗିଥାଏ , ଏଥିପାଇଁ କେଉଁ ବି ଜରୁରୀ କାମ କରିବାକୁ ହେଲେ ପ୍ରଥମ ମନକୁ କାହିଁକି ଓ କଣ,କିପରି ପାଇଁ ନିଶ୍ଚିତ ଥରେ ପଚାରନ୍ତୁ ।

Leave a Reply

Your email address will not be published. Required fields are marked *