September 12, 2024

Odia Express

Leading Odia News Portal of Odisha

ଯାହାକୁ ଆପଣ ଭାବୁଥିଲେ ଛୋଟମୋଟ ଅଭିନେତା ସେ ହେଲେ ଅନୁପମ ଖେରଙ୍କର ପୁଅ, ଜାଣିକି ବିଶ୍ଵାସ କରିବେ ନାହିଁ ଆପଣ …

ଯେପରିକି ଆମ ସମସ୍ତଙ୍କୁ ଜଣା ଅଟେ ଯେ ଆମର ଏହି ବଲିଉଡ ଯାହାକୁ ଆମେ ଭାରତୀୟ ସିନେମା ନାମରେ ମଧ୍ୟ ଜାଣିଛୁ ତାହା ବହୁତ ବଡ ଅଟେ । ସମୟ ସହିତ ଏହା ଆହୁରି ବଡ ହେବାରେ ଲାଗିଛି। ଏହି ବୃଦ୍ଧିର କାରଣ ପୁରାତନ କଳାକାରଙ୍କର ସନ୍ତାନ ମଧ୍ୟ ଅଟନ୍ତି ଯେଉଁମାନେ ନିଜର ଅଭିଭାବକଙ୍କ ଦ୍ଵାରା ପ୍ରେରିତ ହୋଇ ବଲିଉଡ କୁ ପ୍ରବେଶ କରନ୍ତି। ଏବେ ଆପଣ ଅଭିଷେକ ବଚ୍ଚନ କିମ୍ବା ସୋନାମ କପୁରଙ୍କ ଭଳି ଅଭିନେତାଙ୍କୁ ଦେଖିପାରନ୍ତି  ଯେଉଁମାନେ ବଲିଉଡ ନିଜର ଅଭିଭାବକଙ୍କ ଠାରୁ ପ୍ରେରିତ ହୋଇଛନ୍ତି ।

ଅନେକ ସମୟରେ ଆମେ ଦେଖୁ ଯେ ଆମର ବଲିଉଡରେ ଏଭଳି ବହୁତ ବଡ ତାରକା ମିଳିଯିବେ, ଯାହାଙ୍କର ସନ୍ତାନ ମଧ୍ୟ ଫିଲ୍ମରେ ଯିବାଆସିବା କରନ୍ତି କିନ୍ତୁ ସେ ଆପଣଙ୍କ ଦୃଷ୍ଟିରେ ଏକ ନୂତନ କଳାକାର ହୋଇଥାନ୍ତି ଓ ଏହି କାରଣରୁ ଅନେକ ଗୁଡିଏ ଫିଲ୍ମରେ କାମ କରିବା ପରେ ତାଙ୍କୁ ଅଳ୍ପ ଲୋକପ୍ରିୟତ ମିଳିଥାଏ । ତାସହ କିଛି ତାରକାଙ୍କ ସନ୍ତାନ ତ ଏପରି ମଧ୍ୟ ଅଟନ୍ତି ଯେଉଁମାନେ ଫିଲ୍ମରେ ବହୁତ ବଡ ରୋଲ କିମ୍ବା ମୁଖ୍ୟ ରୋଲ ମିଳିପାରେ ନାହିଁ । ତେଣୁ ସେମାନେ ଛୋଟମୋଟ ରୋଲସ ରେ କାମ କରି ଫିଲ୍ମରେ ଅଭିନୟ କରନ୍ତି ।

ବେଳେବଳେ ଆମେ ଦେଖୁ ଯେ କେବେକେବେ କୌଣସି କୌଣସି ଷ୍ଟାର ଫିଲ୍ମରେ ବହୁତ ସାଧାରଣ ରୂପରେ ଦେଖାଯାନ୍ତି ଓ ତାପରେ ତାଙ୍କୁ ଦେଖି ଲୋକମାନଙ୍କ ମନରେ କୌଣସି ଆକର୍ଷଣ ହୋଇନଥାଏ । ଲୋକେ ମଧ୍ୟ ଭାବନ୍ତି ଯେ ହୋଇଥିବେ କୌଣସି ଛୋଟ ଅଭିନେତା ଆମର କଣ କରିବାର ଅଛି । କିନ୍ତୁ ଯେବେ ଆମକୁ ତାଙ୍କର ପ୍ରକୃତ ପରିଚୟ ମିଳିଥାଏ ଯେ ସେ କୌଣସି ବଡ କଳାକାରଙ୍କର ସନ୍ତାନ ହୋଇଥାନ୍ତି । ଓ ଆଜି ଆମେ ଆପଣଙ୍କୁ ଏହି ପ୍ରକାର ରୋଲ କରୁଥିବା ଅଭିନେତା ଅନୁପମ ଖେର ଓ ଅଭିନେତ୍ରୀ କିରଣ ଖେରଙ୍କ ପୁତ୍ର ବିଷୟରେ କହିବୁ ଯିଏ କି ଫିଲ୍ମକୁ ତ ଆସିଲେ କିନ୍ତୁ ଆପଣମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ।

ହଁ ଆଜ୍ଞା ଅଭିନେତା ଅନୁପମ ଖେର ଓ ଅଭିନେତ୍ରୀ କିରଣ ଖେରଙ୍କର ପୁତ୍ରର ନାମ ସିକନ୍ଦର ଖେର ଅଟେ । ବୋଧହୁଏ ଆପଣ ଏହାଙ୍କର ନାମ ପ୍ରଥମଥର ଶୁଣିଲେ କିନ୍ତୁ ଆପଣଙ୍କୁ ମଧ୍ୟ ଏକଥା ଜାଣି ତାଜୁବ ଲାଗିବ ଯେ ସେ ବଲିଉଡର ଏକ ରୁ ଏକ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ଜଣେଇଦେବୁ ଯେ 2008ରେ ସେ ନିଜର କ୍ୟାରିଆରର ପ୍ରାରମ୍ଭ କରିଥିଲେ। ସିକନ୍ଦର ପ୍ଲେୟର୍ସ, ଖେଲେ ହମ ଜୀ ଜାନ ସେ ଓ ଔରଙ୍ଗଜେବ ଭଳି ଅନେକ ସୁପରହିଟ ଫିଲ୍ମରେ ବହୁତ ନାମ କମେଇଛନ୍ତି ।

ଲୋକେ ପଛକେ ତାଙ୍କୁ ଜଣେ ଅଭିନେତା ପସନ୍ଦ କରନ୍ତି କିନ୍ତୁ ମନରେ ଭାବନ୍ତି ଯେ କିଏ ଜଣେ ଅଭିନେତା ହୋଇଥିବେ ଛୋଟ ଅଭିନେତା କିନ୍ତୁ ତାଙ୍କୁ ଏକଥା ଏବେ ଯାଏଁ ଜଣାନଥିବ ଯେ ସେ ଅଭିନେତା ଅନୁପମ ଖେର ଓ ଅଭିନେତ୍ରୀ କିରଣ ଖେରଙ୍କ ପୁତ୍ର ଅଟନ୍ତି । ଅଭିନେତା ଅନୁପମ ଖେର ଓ ଅଭିନେତ୍ରୀ କିରଣ ଖେର ବଲିଉଡର ସବୁଠାରୁ ସୁପରହିଟ କଳାକାରଙ୍କ ମଧ୍ୟରୁ ଅନ୍ୟତମ ଅଟନ୍ତି ଓ ବଲିଉଡରେ ଏମାନେ ଅଧିକତର ସୁପରହିଟ ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ କାର୍ଯ୍ୟ କରିଛନ୍ତି ଓ ଏକତ୍ର ଗୋଟିଏ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ନଜର ଆସିଛନ୍ତି ।

ତାଙ୍କର ପୁତ୍ର ନିଜର ମାତା ପିତାଙ୍କ ସମାନ ଲୋକପ୍ରିୟତା ତ ପାଇପାରିନାହାନ୍ତି କିନ୍ତୁ ସେମାନେ ଫିଲ୍ମରେ ନାମ କରିବା ପାଇଁ କଠିନ ପରିଶ୍ରମ କରିବାରେ ଲାଗିଛନ୍ତି । ଜଣେଇଦେବୁ ଯେ ସିକନ୍ଦର ଖେର ଏବେ ବଲିଉଡରେ ନିଜର ନାମକୁ ନିଜର ଅଭିଭାବକଙ୍କ ଶୀର୍ଷ ପର୍ଯ୍ୟନ୍ତ ନେବା ପାଇଁ ଚେଷ୍ଟିତ । ବର୍ତ୍ତମାନ ସିକନ୍ଦର ଖେର କୌଣସି ନୂତନ ଫିଲ୍ମ ନିମନ୍ତେ ପ୍ରସ୍ତୁତ ହୋଇଥିବା ନଜର ଆସିନାହାନ୍ତି କିନ୍ତୁ ତାଙ୍କର କହିବା ଏହା ଯେ ସେ ଶୀଘ୍ର କୌଣସି ନୂତନ ଫିଲ୍ମରେ ଦୃଷ୍ଟିଗୋଚର ହେବେ ।

Leave a Reply

Your email address will not be published. Required fields are marked *