December 22, 2024

Odia Express

Leading Odia News Portal of Odisha

୨୦୨୦ ରେ ମାର୍ଚ ରୁ ସବୁ ରାଶି ଉପରେ ପଡିବ ରାହୁ ଗ୍ରହର ଖରାପ ପ୍ରଭାବ , ବଞ୍ଚିବାପାଇଁ କରନ୍ତୁ ଏହି ଉପାୟ…

୨୦୨୦ ରେ ରାହୁର ସ୍ୱାମିତ୍ୱ ବାଲା ବର୍ଷ ରହିବାର ଅଛି । ଯାହାର କାରଣରୁ ସବୁ ରାଶିଗୁଡିକ ଉପରେ ରାହୁର ଖରାପ ଦଶା ହେବାକୁ ଯାଉଛି , ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ନୁଆ ବର୍ଷ ଆରମ୍ଭ ହେବାରୁ ସବୁ ରାଶିଗୁଡିକ ଉପରେ ରାହୁ ପ୍ରଭାବ ପକାଇବ , ଓ ଏହି ପ୍ରଭାବ ୨୩ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ରହିବ , ରାହୁ ଗ୍ରହର ପ୍ରଭାବ ଆପଣଙ୍କ ଜୀବନରେ ଅଧିକା ନ ପଡୁ ଓ ଏହି ଗ୍ରହରୁ ଆପଣଙ୍କ ରକ୍ଷା ହେଉ , ଏଥିପାଇଁ ତଳେ କୁହାଯାଇଥିବା ଉପାୟଗୁଡିକ କରନ୍ତୁ , କାରଣ ଏହି ଉପାୟକୁ କରିଲେ ରାହୁ ଗ୍ରହ ଆପଣଙ୍କ କିଛି ବି ବିଗାଡି ପାରିବ ନାହିଁ , ଓ କ୍ରୁର ଅପେକ୍ଷା ରକ୍ଷା ହେବ । ରାହୁ ଗ୍ରହର କାରଣରୁ ମାନସିକ ଓ ଶାରରୀକ କଷ୍ଟ ସହିବାକୁ ପଡିପାରେ , ଏହି ଗ୍ରହର କାରଣରୁ କେଉଁ ବି କାର୍ଯ୍ୟ ସଫଳତା ମିଳିବ ନାହିଁ , ଓ ଲକ୍ଷାଧିକ ପରିଶ୍ରମ ପରେ କେବଳ ନିରାଶା ସାମ୍ନା କରିବାକୁ ପଡିପାରେ , ଏହି ଗ୍ରହର କୁଣ୍ତଳିରେ ଦୁର୍ବଳ ଭାବରେ ଜାତକ ସବୁବେଳେ ଚିନ୍ତା ରହିଥାଏ , ଓ ତାହାକୁ ପେଟ ସଂବନ୍ଧି ରୋଗର ସାମ୍ନା କରିବାକୁ ପଡିପାରେ ।

ରାହୁ ଗ୍ରହକୁ ଶାନ୍ତ କରିବାପାଇଁ କରନ୍ତୁ ଏହି ବିଶେଷ ଉପାୟ :

୧) ରାହୁ ଗ୍ରହର ପ୍ରକୋପ ଶେଷ କରିବା ହେତୁ ସବୁ ଦିନ ପୁଜା କରିବା ପରେ ମଥାରେ ଚନ୍ଦନ କିମ୍ବା କେଶର୍ ତିଲକ ଲଗାନ୍ତୁ , ଚନ୍ଦନ ଓ କେସର ତିଲକ ଲଗାଇବାରେ ଗ୍ରହ ଆପଣଙ୍କ ଅନୁକୁଲ ରହିବ , ଓ ଆପଣଙ୍କ ରାହୁ ଗ୍ରହର କାରଣରୁ କିଛି ବି ହାନି ହେବ ନାହିଁ ।

୨) ନଡିଆର ଗଛ ପୁଜା କରିଲେ ଓ ଏହି ଗଛରେ ଜଳ ଚଢାଇଲେ ରାହୁ ଗ୍ରହକୁ ଶାନ୍ତ ରଖାଯାଇପାରିବ  ଏହି କ୍ରୁର ଗ୍ରହର ରକ୍ଷା କରାଯାଈପାରିବ ।

୩) ହାତୀଙ୍କୁ କଦଳି ଖୁଆଇଲେ ରାହୁ ଗ୍ରହର ଖରାପ ଦିଗ ପ୍ରଭାବ ଆପଣଙ୍କ ଜୀବନରେ ପଡିବ ନାହିଁ , ସବୁ ଶୁକ୍ରବାର ଦିନ ଯେତେ ହୋଇପାରିବ ହାତିମାନଙ୍କୁ କଦଳି ଖୁଆନ୍ତୁ ।

୪) ଶିବଲିଙ୍ଗ ଉପରେ ସବୁଦିନ ଜଳ ଅର୍ପଣ କରନ୍ତୁ , ଶିବଙ୍କର ପୁଜା କରିବାପରେ ଗ୍ରହ ଆପଣଙ୍କ ଜୀବନରେ ଦୁର ରହିଥାଏ , ଓ କେଉଁ ପ୍ରକାରର ଅସୁବିଧା ଗ୍ରହର କାରଣରୁ ଅସୁବିଧା ହେବ ନାହିଁ , ଶିବଙ୍କର ଛଡା ଭୈରବ ମହାରାଜ ପୁଜା କରିଲେ ରାହୁ ଗ୍ରହରୁ ରକ୍ଷା ହୋଇଥାଏ , ଭୈରବଙ୍କ ପୁଜା କରୁଥିବା ସମୟରେ ତାଙ୍କୁ କେବଳ କଞ୍ଚା କ୍ଷୀର କିମ୍ବା ମଦ ଚଢାନ୍ତୁ , ଏହି ଉପାୟ କରିଲେ ଗ୍ରହର ଦଶା ଟଳିଯିବ

୫) ଗୁରୁବାର ଦିନ ବ୍ରତ ରଖନ୍ତୁ , ଓ କଦଳି ଗଛର ପୁଜା କରନ୍ତୁ , ପୁଜା ପରେ ଗରିବ ଲୋକଙ୍କୁ କଦଳି ବାଣ୍ଟନ୍ତୁ ।

୬) ରାହୁ ଗ୍ରହର କାରଣରୁ ଶରୀରରେ ଆଘାତ ଲାଗିବାର ଆଶଙ୍କା ବଢିଯାଏ , ଏହି ଗ୍ରହର କୁ ନେଇ ହାତ,ଗୋଡ, ପେଟ ଉପରେ ଖରାପ ପ୍ରଭାବ ପକାଇଥାଏ,  ଗରିବ ଲୋକଙ୍କୁ ପଇସା ଓ ମୁଳା ଦାନ କରିଲେ ଏହି ଗ୍ରହର କାରଣରୁ ହେଉଥିବା ହାନିକୁ ଦୁର କରାଯାଇପାରିବ , ଏଥିପାଇଁ ଆପଣ ପଇସା ଓ ମୁଳା ଦାନ କରୁଥିବା ସମୟରେ କରନ୍ତୁ , ଯାହା ଦ୍ୱାରା ଏହି ବର୍ଷ ରାହୁ ଗ୍ରହର କାରଣରୁ ଆପଣଙ୍କୁ କେଉଁ ପ୍ରକାରର ଆଘାତ ନ ଲାଗୁ

୭) ହନୁମାନ ଚାଳିଶା ପଢିଲେ ହନୁମାନ ଜୀ ଏହି ଗ୍ରହର ଆପଣଙ୍କୁ ରକ୍ଷା କରନ୍ତି , ଓ ଏହି ଗ୍ରହ ଆପଣଙ୍କୁ କିଛି ବି କଷ୍ଟ ଦିପାରେ ନାହିଁ ।

୮) ଶନିବାରଦିନ ଶନିଦେବଙ୍କ ପୁଜା କରିବା ସହ ରାହୁଙ୍କ ପୁଜା କରନ୍ତୁ , ଓ ନିଜ ଛାୟା ଦାନ କରନ୍ତୁ , ଛାୟା ଦାନ କରିଲେ ଗ୍ରହ ଶାନ୍ତ ରହିବ , ଛାୟା ଦାନ କରିବା ପାଇଁ ନିଜ ଚେହେରାକୁ ତେଲରେ ଦେଖନ୍ତୁ , ଓ ଏହି ତେଲକୁ ଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *