December 23, 2024

Odia Express

Leading Odia News Portal of Odisha

ଏହି ଲକ୍ଷଣ ବାଲି ଝିଅ ହୋଇଥାନ୍ତି ସର୍ବଗୁଣ ସଂପନ୍ନ , ଗାର୍ଲଫ୍ରେଣ୍ତଙ୍କ ମଧ୍ୟରେ ଯଦି ଅଛି ଏହି ଗୁଣ ତେବେ କରିନିଅନ୍ତୁ ଜଲଦି ହିଁ ବିବାହ….

ବିବାହ କରିବା ଜୀବନର ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଫଇସଲା ହୋଇଥାଏ , ସମସ୍ତଙ୍କୁ ବିବାହ କରିବାର୍ ନିଷ୍ପତ୍ତି ବହୁତ ଭାବିଚିନ୍ତି ନେବା ଉଚିତ୍ , ଗୋଟେ ସ୍ୱାମୀ ସ୍ତ୍ରୀର ସଂମ୍ପର୍କ ବିଜୁଳିର ଦୁଇଟି ତାର ପରି ହୋଇଥାଏ , ଯଦି ଦୁହେଁ ଏକାଠି ଲାଗିଗଲେ ଏହା ଆଲୋକ ଦେଇଥାଏ , ଓ ଭୁଲ୍ ଭାବେ ଯୋଡି ହେଲେ ଏହା ଝଟକାଦେଇପାରେ , ଏଥିପାଇଁ ଆଜି ଏହି ପୋଷ୍ଟରେ ଆମେ ଝିଅମାନଙ୍କର କିଛି ଏପରି ଲକ୍ଷଣଗୁଡିକ ବିଷୟରେ କହିବାକୁ ଯାଊଛୁ , ଯାହା ଯଦି କେଉଁ ଝିଅ ମଧ୍ୟରେ ମହଜୁତ୍ ଥିଲେ ସେ ବିବାହ ପାଇଁ ପରଫେକ୍ଟ ଜଣାଯାଆନ୍ତି , ତେବେ ଆସନ୍ତୁ ଜାଣିବା ତାହା କେଉଁ ସେହି ଲକ୍ଷଣ ।

୧) ଲାଲ ରଙ୍ଗର ଜିଭ୍ ଥିବା ଝିଅମାନେ : କାହାର ଜିଭ ଧଳା , କାହାର ଲାଲ୍ ଓ କାହାର ଗୋଲାପି ହୋଇଥାଏ , ଜିଭର ଅଲଗା ଅଲଗା ରଙ୍ଗ ହୋଇଥାଏ , ଯଦି ଆପଣଙ୍କ ଯେଉଁ ଝିଅକୁ ପ୍ରେମ କରନ୍ତି ତାହାର ଜିଭ ଲାଲ ଅଛି ତେବେ ବୁଝିଯିବେ କି ଆପଣ ଭାଗ୍ୟବାନ ଅଛନ୍ତି , ଲାଲ ରଙ୍ଗର ଜିଭ ବାଲି ଝିଅ ଜୀବନରେ ସୁଖ ପ୍ରାପ୍ତି କରିଥାନ୍ତି , ଏମିତି ଝିଅ ଜନ୍ମରୁ ଭଲ ଭାଗ୍ୟ ନେଇକରି ଜନ୍ମ ଗ୍ରହଣ କରିଥାନ୍ତି , ତାଙ୍କୁ ବିବାହ କରିଲେ ଭାଗ୍ୟ ଖୋଲିଯାଏ ।

୨) ବଡ ଆଖି ଥିବା ଝିଅ : ବଡ ଆଖିଥିବା ଝିଅ ଦେଖିବାକୁ ବହୁତ ସୁନ୍ଦର ଲାଗିଥାନ୍ତି , ଯେଉଁ ମହିଳାଙ୍କ ଆଖି ବଡ ହୋଇଥାଏ ସେମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇବା ଦିଅନ୍ତି , ଏମାନେ ନିଜ ସ୍ୱାମୀଙ୍କ ଉପରେ ପୁରା ଭରସା ରହିଥାଏ , ସେମାନେ ଯେଉଁ ଘରକୁ ଯାଇଥାନ୍ତି ସେମାନଙ୍କ ଘରେ ଧନର ବର୍ଷା ହୋଇଥାଏ,  ଏମିତି ମହିଳା ନିଜ ସ୍ୱାମୀଙ୍କୁ କେବେ ଧୋକା ଦିଅନ୍ତି ନାହିଁମ୍ ଯେଉଁ ଘରେ ଏହି ବଡ ଆଖି ବାଲା ଝିଅ ଓ ଧଳା ରଙ୍ଗର ହୋଇଥାଏ ସେମାନେ ସ୍ୱଭାବରେ ଟିକିଏ ଚଞ୍ଚଳ ହୋଇଥାନ୍ତି , ସେମାନେ ଆଖପାଖ ଖୁସି ବାଣ୍ଟିବାରେ ବିଶ୍ୱାସ ରଖନ୍ତି ।

୩) ନାକରେ କଳାଜାଇ : କଳାଜାଇ ଧନ  ସଂପୁର୍ଣ୍ଣ ଜୀବନର ଚିହ୍ନ ବୋଲି ଜଣାଯାଏ , ଯେଉଁ ମହିଳାଙ୍କ ନାକରେ କଳାଜାଇ ଅଛି ସେମାନେ ପରିବାର ପାଇଁ ଭାଗ୍ୟବାନ ହୋଇଥାନ୍ତି , ଏମିତି ମହିଳାଙ୍କୁ ବିବାହ କରି ନିଜ ପରିବାର ଓ ନିଜର ଭାଗ୍ୟଦୋୟ ହୋଇଥାଏ,  ଏହି ଝିଅମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଇବା ଦିଅନ୍ତି , ଓ ତାଙ୍କୁ ଅଧିକା ନିଜ ସ୍ୱାମୀଙ୍କୁ ପ୍ରେମ କରିବସନ୍ତି , ସେମାନେ ଚାକିରି କରିବାରେ ଭଲ ପଦରେ କାର୍ଯ୍ୟରତ ହୋଇଥାନ୍ତି , ଯଦି ଆପଣଙ୍କୁ ଏମିତି ମହିଳାଙ୍କୁ ପ୍ରେମ କରନ୍ତି , ତେବେ ଜଲଦି ହିଁ ବିବାହ କରିନିଅନ୍ତୁ ।

୪) ଗୋଲାକାର ଏଡି ନାଭି ବାଲା ଝିଅ : ଗୋଲାକାର ଓ କୋମଳ ଏଡି ନାଭି ବାଲା ଝିଅ ଜୀବନରେ ସୁଖ ଓ ଆନନ୍ଦ ଦେଇଥାନ୍ତି , ଏମିତି ଝିଅ ବିବାହ୍ କରିଲେ ପରିବାରରେ ହରାଇଥିବା ସୁଖ ଫେରିଆସେ , ଏହି ଝିଅମାନେ ନିଜ ପାଇଁ ଗୁଡ୍ ଲକ୍ ରୁ କମ୍ ହୋଇନଥାନ୍ତି , ଏହି ମହିଳା ବହୁତ ହିଁ ଧନୀ ହୋଇଥାନ୍ତି , କିନ୍ତୁ ତାଙ୍କର ଧନୀ ହେବାର ଅହଂକାର ହୋଇନଥାଏ,  ଯଦି ଆପଣଙ୍କୁ ଏମିତି କେଉଁ ଝିଅକୁ ପ୍ରେମ ହୋଇଛି , ତେବେ ତୁରନ୍ତ ଜୀବନସାଥୀ କରିନିଅନ୍ତୁ ।

୫) ଗଭୀର ନାଭି : ଗଭୀର ନାଭି ବାଲି ମହିଳାମାନେ ବହୁତ ଭାଗ୍ୟଶାଳି ହେବା ସହ ଶୁଭତାର ସଙ୍କେତ ଦେଇଥାନ୍ତି , ଏମାନେ ଘରକୁ ଆସିଲେ ଧନର ବର୍ଷା ହୋଇଥାଏ , ଓ ଧନ ବୈଭବରେ ଓ ସନ୍ତାନ ପ୍ରାପ୍ତିରେ ସୁଖ ମିଳିଥାଏ , ଏମିତି ମହିଳାଙ୍କୁ ପ୍ରେମ ହେଲେ ଜୀବନରେ କୌଣସି ପ୍ରକାରର ବାଧା ଉପୁଜେ ନାହିଁ , ଏମାନେ କେବେ ହେଲେ ବି ନିଜ ସ୍ୱାମୀ ଓ ପରିବାର ଲୋକଙ୍କୁ ସାଥ୍ ଛାଡିନଥନ୍ତି , ତାଙ୍କର ମାନ ସମ୍ମାନ ଓ ରକ୍ଷା ପାଇଁ ସେମାନେ କୌଣସି ପରିସ୍ଥିତିକୁ ସାମ୍ନା କରିପାରନ୍ତି ।

Leave a Reply

Your email address will not be published. Required fields are marked *