December 23, 2024

Odia Express

Leading Odia News Portal of Odisha

ଚିନ୍ତାରେ ଭରି ରହିଥାନ୍ତି ଏହି ୫ ଟି ନାଁ ବାଲା ଲୋକଙ୍କର ଜୀବନ , କିନ୍ତୁ ଏମାନେ ସବୁବେଳେ..

ବନ୍ଧୁଗଣ, ସୁଖ ଓ ଦୁଃଖ ଏପରି ଏକ ଜିନିଷ ହୋଇଥାଏ ଯାହା ସମସ୍ତଙ୍କ ଜୀବନରେ ଆସିଥାଏ ଓ ଯାଇଥାଏ , ବହୁତ ଲୋକଙ୍କର ଭାଗ୍ୟ ଏମିତି ଖରାପ ହୋଇଥାଏ କି ତାଙ୍କର ଲାଇଫ୍ ରେ ସୁଖ କମ୍ ଓ ଦୁଃଖ ଅଧିକା ହୋଇଥାଏ , ଏମିତି ଲୋକ ସବୁବେଳେ ନିଜ ଜୀବନ ଚିନ୍ତାରେ କଟାଇଥାନ୍ତି , ଏମାନଙ୍କ ଲାଇଫ୍ ରେ ଯେବେ କିଛି ଭଲ ହେବାକୁ ଥାଏ ତେବେ ତାହା ତୁରନ୍ତ ଖରାପ ଘଟିତ ହୋଇଯାଏ , ଏହା ସହ ବଡ ଅସୁବିଧା ହୋଇଥାଏ କି ଏମାନଙ୍କୁ ଅଧିକା ଖୁସି ବେଶୀ ଦିନଯାଏଁ ତିଷ୍ଟି ପାରେ ନାହିଁ , ଏମିତିରେ ଆପଣ କହିପାରିବେ କି ଏମାନଙ୍କ ଭାଗ୍ୟ ଏମାନଙ୍କୁ ସାଥ୍ ଦେଇନଥାଏ , ଏମାନଙ୍କ ଜୀବନରେ କିଛି ନା କିଛି ଅସୁବିଧା ଚାଲିଥାଏ , ଏହି କାରଣରୁ ତାଙ୍କୁ ବହୁତ ଥର୍ ନିରାଶ ହେବାକୁ ପଡିଥାଏ

ତାଙ୍କୁ କେବେ ଆଶା ନଥାଏ କି ଏବେ ତାଙ୍କ ଜୀବନରେ କେବେ ସୁଖ ଆସିପାରିବ , ସେଥିପାଇଁ ଆଜି ଏହି କଥାକୁ ଧ୍ୟାନ ରଖି ଆମେ ଏମିତି କିଛି ଉପାୟ କହିବାକୁ ଯାଊଛୁ , ଯାହା ଆପଣାଇଲେ ସବୁ ଦୂଃଖର ମୁକ୍ତି ମିଳିବ , ଉପାୟ କହିବା ପୁର୍ବରୁ ଜାଣିନେବା କି କେଉଁ ସେହି ନାଁ ଅଛନ୍ତି ଯାହାଙ୍କ ଲାଇଫ୍ ରେ ସବୁଠାରୁ ଅଧିକା ଦୁଃଖି ହୋଇଥାନ୍ତି , A,H,S,K ଓ P ଏମାନଙ୍କ ଜଣାଯାଏ କି ଏହି ନାଁର ଲୋକଙ୍କର ଜୀବନରେ କେବେ ବି ଦୂଃଖ ଆସିପାରେ , କିନ୍ତୁ ଏହି ପାଞ୍ଚଟି ନାଁର ଲୋକେ କେବେ ଦୁଃଖ ଶେଷ ହୋଇନଥାଏ ,କିନ୍ତୁ ଏମାନେ ଜୀବନରେ ବହୁତ ସାହସୀ ଓ କଷ୍ଟ ସହିବାର କ୍ଷମତା ମଧ୍ୟ ରଖନ୍ତି | ଯଦି ଆପଣଙ୍କ ଲାଇଫ୍ ରେ କିଛି ଅସୁବିଧା ଆସେ ତେବେ କୁହାଯାଈଥିବା ଉପାୟକୁ ଥରେ ପରିକ୍ଷା କରିଦେଖିନିଅନ୍ତୁ ।

ନିଜ ଦୁର୍ଭାଗ୍ୟ ଓ ଦୁଃଖରୁ ମୁକ୍ତି ପାଇବାକୁ ହେଲେ ଆପଣ ଭୋଳାନାଥଙ୍କୁ ଏକ ଖାସ୍ ଉପାୟ କରନ୍ତୁ , ଶିବଙ୍କର ପାଖରେ ଏତେ ସାରା ଶକ୍ତି ଅଛି , ସେ ନିଜ ଆଶିର୍ବାଦ ଦ୍ୱାରା ସବୁ ଦୂଃଖକୁ ନାଶ କରିପାରିବେ , ଏଥାପାଇଁ ପ୍ରଥମ ସବୁ ସୋମବାର ଦିନ ଶିବଙ୍କ ପାଖରେ ଜଳ ଚଢାନ୍ତୁ , ଏହା ସହ ସୋମବାର ଦିନ ଶିବଙ୍କର ପାଖରେ ବ୍ରତ ରଖନ୍ତୁ , ତାହା ସହ ଗାଇକୁ ଗୁଡ ରୁଟି ଖୁଆନ୍ତୁ , ଏମିତି କମ୍ ସେ କମ୍ ୭ ଟି ସୋମବାର କରିଲେ ଆପଣଙ୍କ ଦୁର୍ଭାଗ୍ୟ ଦୂର ପଳାଏ , ଯଦି ଆପଣ ଚାହୂଁଛନ୍ତି ତେବେ ସୋମବାର ପରେ ବି କରିପାରିବେ , ଏଥିରେ ଆପଣଙ୍କ ଭାଗ୍ୟ ବେଶୀ ଲାଭପ୍ରଦ ହେବ ।

Leave a Reply

Your email address will not be published. Required fields are marked *