ମଜାଦାର୍ ଜୋକ୍ସ- ବିବାହର ପ୍ରଥମ ରାତିରେ ସ୍ତ୍ରୀ ସ୍ୱାମିଙ୍କୁ କୁହେ କି ମୋତେ ଡର ଲାଗୁଛି ତାପରେ ତାପରେ ସ୍ୱାମୀ କହିଲେ ଏଭଳି କଥା ଶୁଣିଲେ ହସି ହସି ଗଡିବେ ଆପଣ…
ଆମେ ସମସ୍ତେ ଜାଣିଛେ କି ଏହି ଦୁନିଆଁରେ କାହାକୁ କନ୍ଦେଇବାରେ ବହୁତ ସହଜ ଅଟେ, ଓ ସେମିତି ହସାଇବା କେତେ ମୁସକିଲ୍ ହୋଇଥାଏ, ଏଥିପାଇଁ ସବୁବେଳେ ଏହା ଚେଷ୍ଟା କରନ୍ତୁ କି ଦିନସାରା ଥଆ ପଣ ଦୂର କରିବାପରେ , ଯେବେ ଆପଣ ଘରକୁ ଆସନ୍ତୁ , ତେବେ ଆରାମରେ ସମୟ ଅତିବାହିତ କରନ୍ତୁ , ଓ ଖୁବ୍ ସାରା ହସନ୍ତୁ ଓ ଅନ୍ୟଙ୍କ ମୁହଁରେ ହସ ଫୁଟାନ୍ତୁ ।
୧) ସୁନ୍ଦରୀ ଝିଅ ଅଧିକା ପଢନ୍ତି ନାହିଁ , ସେ ଜାଣିଥାନ୍ତି କି ଦୁନିଆଁର୍ କେଉଁ କୋଣରେ ତାଙ୍କର ଗଧ , ତାଙ୍କ ପାଇଂ ଡାକ୍ତର କିମ୍ବା ଇଞ୍ଜିନିୟର୍ ତିଆରି ହୋଇରହିଥିବ ।
୨) ସ୍ତ୍ରିକୁ ଚାପୁଡା ମାରିକରି ସ୍ୱାଈ କହିଲା , ମଣିଷ ତାହାକୁ ମାରିଥାଏ , ଯାହାକୁ ସେ ଭଲ ପାଏ , ତାପରେ ସ୍ତ୍ରି ୪ ଟି ଚାପୁଡା , ୬ଟି ଗୋଇଁଠା, ୮ ଟି ବାଡିରେ ପ୍ରହାର, ମାରିକଇର୍ ଧୋଇଲେ , ଓ କହିଲେ ଜଣ ବୁଝିଲ, ମୁଂ କଣ ତୁମକୁ ପ୍ରେମ କରେ ନାହିଁ ।
୩) ଗୋଟେ ଝିଅ ନିଜ ଶଶୁରଘର ମାକୁ କଲ୍ କଲେ , ଝିଅ : ମା କାଲି ମୋର ତ୍ନାଙ୍କ ସହ ଝଗଡା ହୋଇଗଲା, ମା କିଛି କଥା ନାହିଁ ଝିଅ , ସ୍ୱାମୀ ସ୍ତ୍ରି ମଧ୍ୟରେ ଝଗଡା ହୋଇଥାଏ, ଝିଅ : ହଁ ସେଇଟା ତ ସବୁ ଠିକ୍ ଅଛି କିନ୍ତୁ ଏହି ଶବର କଣ କରିବି ,
୪) ଦୁନିଆଁରେ ଦୁଇଟି ନେଟୱର୍କ ବହୁତ ଫାଷ୍ଟ ଅଛି , ୧) ଇ-ମେଲ୍ , ଆଉ ଗୋଟେ ହେଲା ଫିମେଲ୍ , ଗୋଟେ ମିନିଟ୍ ରେ ଗୋଟିଏ କଥା ଆଉ ଗୋଟିଏ ଜାଗାରେ ପହଞ୍ଚାଇଦିଏ ।
୫) ଫେସବୁକ୍ ରେ ସବୁଠାରୁ ଅଧିକା ମିଛ କୁହାଯାଉଥିବା ଶବ୍ଦ , ନାଇସ୍ ପିକ୍
୬) ୩ ଇଞ୍ଜିନିୟର୍ ଗୋଟେ ତେଢା ମେଡା ପାଇପ୍ ରେ ତାର ପକାଇଆ ପାଇଁ ଚେଷ୍ଟା କରୁଥିଲେ, ଏକ ଗାଁ ଲୋକେ ୫ ଦିନରୁ ଏହା ସବୁ ଦେଖୁଥିଲା, ୫ମ ଦିନ କହିଲା ମୁଁ କଣକରିବି ସାହେବ୍ , ସେ କହିଲେ , ଆମେ ୫ ଦିନ ଚେଷ୍ଟା କରୁଛୁ , ଆମ ଦ୍ୱାରା ତ ହେଲା ନାହିଁ , ତୁ କିପରି ବାହାର କରିବୁ , ଚାଲ୍ ତୁ ବି ଚେଷ୍ଟା କରିନେ , ଗାଁ ଲୋକ କହିଲା , ଠିକ୍ ଅଛି ,ଗାଁ ଲୋକ କ୍ଷେତରେ ଗଲା , ଏକ ମୁଷା ଆଣିଲା , ତାର ପୁଞ୍ଚକୁ ତାରରେ ବାନ୍ଧିକରି ଚୁହା ପାଇପ୍ ରେ ପକାଇଲେ, ମୁଷା ଅନ୍ୟ ପଟେ ବାହାରକୁ ବାହାରିଗଲା, ତେବେ ବର୍ଷକପରେ ଜଣା ପଡିଲା କି ଡିଗ୍ରୀର କିଛ୍ହି ଭ୍ୟାଲୁ ନାହିଁ
୭) ଭିଣେଇ ଓ ଶାଳୀ ସୁନସାନ୍ ଜଙ୍ଗଲକୁ ଯାଉଥିଲେ, ଶାଳୀ : ଭିଣେଇ ଆପଣ ମୋତେ ମଉକାର ଫାଇଦା ଉଠାଉନାହାନ୍ତି ତ, ଜବରଦସ୍ତି କରିବନି ତ , ଭିଣେଇ : ଦେଖୁନକି ମୋର ଗୋଟେ ହାତରେ ଛେଳିର୍ ଅଣ୍ତା ଅଛି , ଓ ଅଲଗା ହାତରେ କୁକୁଡା ରସି ଓ ବାଲଟି ଅଛି, ମୁଁ କିପରି କିଚି ଅରିପାରିବି ଶାଳି କଣ କରିପାରିବ ନାହୀଁ , ଯଦି ଆପଣ ଥଣ୍ତା ଗାତରେ ରସିରୁ ଛେଳିକୁ ବାନ୍ଧିଦେବ , ତେବେ ଆପଣ ସବୁ କିଚି କରିପାରିବ , ମୋତେ ସତରେ ବହୁତ ଡର ଲାଗୁଛି ।
୮) ଏବେ ବିବାହର ସାତଟି ବଚନ ଜାଗାରେ ଆଠଟି ହେବା ଜରୁରି , ଅଷ୍ଟମ ବଚନ ହାର୍ଟ୍ସ ଆପ୍ ରେ ଓ ଫେସବୁ ସମୟର ଆଗରୁ ନିଜ ସ୍ୱାମୀଙ୍କୁ ଅଧିକା ସମୟ ଦେବି ।
୯) ବାବା ଫ୍ୟାସନ୍ ଟିଭି ଦେଖୁଥିଲେ, ଜଣେ ବ୍ୟକ୍ତି ଦେଖିନେଲା , ଓ କହିଲା ବାପା ଆପଣ ବି , ବାବା : ଭଗବାନଙ୍କ ରାଣ ଏହି କନ୍ୟାଙ୍କୁ ମୁଂ ଘୃଣା ଦୃଷ୍ଟିରେ ଦେଖୁଛି ,
୧୦) ବିବାହର ପ୍ରଥମ ରାତି ସ୍ୱାମୀ ମୋର କାନ୍ଧରେ ଆସିଯାଅ , ବିବାହର ପ୍ରଥମ ରାତିରେ ସ୍ତୀ ସ୍ୱାମିକୁ ମୋତେ ବହୁତ ଡର ଲାଗୁଛି, ତେବେ ଶାଶୁ କବାଟ ବାଡେଇଲେ, ଶାଶୁ : କବାଟ ଖୋଲ ଝିଅ , ସ୍ତ୍ରି : ଏବେ ଖୋଲ ନାହିଂ , ମୁଁ ପଲଙ୍କ ତଳେ ଲୁଚି ଜାଉଛି , ସ୍ୱାମୀ : କଣ ପାଇଁ ଲୁଚିବ , ମା ତ ସିଏ , ସ୍ତ୍ରି : ଓହ ମୋତେ ଲାଗିଲା କି ପୋଲିସ ଆସିଗଲା