September 12, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭିୟୁରେ ପଚାରିଲେ ମୋର ୮ ଟି ଛୁଆ ଅଛନ୍ତି ଓ ସେମାନଙ୍କର ୧-୧ ଭଉଣୀ ଅଛନ୍ତି ତେବେ କୁହ ମୋର କେତେ ସନ୍ତାନ ଅଛନ୍ତି? କେବଳ ବୁଦ୍ଧିମାନ ଲୋକ ଜବାବ ଦେଇ ପାରିବେ

ଆଇଏଏସର ପରୀକ୍ଷା ଦେଶର ସବୁଠାରୁ ବଡ ପରୀକ୍ଷା ମଧ୍ୟରୁ ଗୋଟିଏ ହୋଇଥାଏ। ଆଇଏଏସ ହେବା ପ୍ରତ୍ୟେକ ପ୍ରାର୍ଥୀଙ୍କର ସ୍ଵପ୍ନ ହୋଇଥାଏ ଓ ଆଇଏଏସ ହେବା ପାଇଁ ସେମାନେ ବହୁତ ପାଠ ପଢନ୍ତି। ଆଇଏଏସର ପରୀକ୍ଷା ପାସ କରିବା ପରେ ସେମାନଙ୍କୁ ସାକ୍ଷାତକାର ଦେବାକୁ ହୋଇଥାଏ । ଇଣ୍ଟରଭିୟୁ ସମୟରେ ଅନେକ ବିଶେଷଜ୍ଞ ପ୍ରାର୍ଥୀଙ୍କୁ ଅଦ୍ଭୁତ ପ୍ରଶ୍ନର ଉତ୍ତର ପଚାରନ୍ତି ଓ ପ୍ରାର୍ଥୀ ଆଇଏଏସ ଇଣ୍ଟରଭିୟୁ ରେ ପାସ ହୋଇଯାନ୍ତି । ଆଇଏଏସର ଚାକିରିରେ ଚୟନ ହୋଇଯାଏ । ଆଜି ମଧ୍ୟ ଆମେ ଆଇଏଏସର ଇଣ୍ଟରଭିୟୁ ରେ ପଚରା ଯାଇଥିବା କିଛି ପ୍ରଶ୍ନ ବିଷୟରେ କହିବୁ ତେଣୁ ଆସନ୍ତୁ ଆଗକୁ ଯିବା –

ପ୍ରଶ୍ନ: ଯଦି ମୋର ୮ ସନ୍ତାନ ଅଛନ୍ତି ଓ ତାଙ୍କର ଏକ ଏକ ଭଉଣୀ ଅଛନ୍ତି ତେବେ କୁହ ମୋର କେତେ ସନ୍ତାନ ଅଛନ୍ତି?

ଉତ୍ତର: ଏହି ପ୍ରକାର ପ୍ରଶ୍ନ ଶୁଣିବା ମାତ୍ରେ ଯେକୌଣସି ପ୍ରାର୍ଥୀ ଗଭୀର ଚିନ୍ତାରେ ପଡିଯିବେ ଓ ଶୀଘ୍ରତା କରିବା ପାଇଁ ଭୁଲ ଉତ୍ତର ଦେଇଦିଅନ୍ତି । ଏହି ପ୍ରଶ୍ନର ସଠିକ ଉତ୍ତର 9ସନ୍ତାନ, କାରଣ ମୋର 8ସନ୍ତାନଙ୍କର ଏକ ଏକ ଭଉଣୀ ଅଛନ୍ତି ତ ଅର୍ଥ ସେହି ସମସ୍ତଙ୍କର ଗୋଟିଏ ଭଉଣୀ ଅଛି ।

ପ୍ରଶ୍ନ: ଗୋଟିଏ ଛୁଆ ପାକିସ୍ତାନର ଲାହୋରରେ ଜନ୍ମ ହେଲା, ତଥାପି ସେ ପାକିସ୍ଥାନୀ ନୁହେଁ । ଏପରି କାହିଁକି?

ଉତ୍ତର: କାରଣ ସେହି ଛୁଆ 1947 ପୂର୍ବରୁ ଜନ୍ମ ହୋଇଥିଲା। ଯଦିଓ ଏହାର ଅନ୍ୟ ଉତ୍ତର ଅଛି ଯେ ତାର ବାପା ଭାରତୀୟ ନାଗରିକ ଅଟନ୍ତି କିନ୍ତୁ ତାର ମାଆ ପାକିସ୍ଥାନୀ ଅଟନ୍ତି ଓ ଛୁଆର ଜନ୍ମ ସମୟରେ ସେ ପାକିସ୍ଥାନରେ ଥିବ । ଯାହାକି ଆପଣ ସମସ୍ତଙ୍କୁ ଜଣା ଯେ 1947ରେ ପାକିସ୍ଥାନ ନଥିଲା ଓ ଏବେ ଭାରତୀୟ ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ଦୁଇ ଦେଶର ନାଗରିକତା ରଖିପାରିବ ନାହିଁ ଓ ଏଥିପାଇଁ ଯଦି ସେହି ଛୁଆ, ଭାରତୀୟ ପୁରୁଷଙ୍କର ହୋଇଥିବ ତେବେ ସେ ପାକିସ୍ଥାନରେ ଜନ୍ମ ନେବା ସତ୍ବେ ପାକିସ୍ଥାନୀ ହେବ ନାହିଁ ।

ପ୍ରଶ୍ନ:  ପାସୱାର୍ଡର ହିନ୍ଦୀ ମିନିଙ୍ଗ୍ : ଏମିତି ଏକ ଇଣ୍ଟରଭ୍ୟୁରେ ପଚାରାଗଲା କି ପାସୱାର୍ଡକୁ ହିନ୍ଦୀରେ କଣ କୁହାଯାଏ , ଏହି ପ୍ରଶ୍ନକୁ ଶୁଣିକରି ଆପଣ ବି ଭାବିବାକୁ ବାଧ୍ୟ ହେବେ  କଣ ଆପଣଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣାଅଛି । ପାର୍ସୱାର୍ଡକୁ ହିନ୍ଦୀରେ କୁଟ ଶବ୍ଦ କହନ୍ତି ।

ପ୍ରଶ୍ନ : କେଉଁ ବ୍ୟକ୍ତିକୁ ୧୦୦ ଲୋକକୁ ହତ୍ୟା କରିବାର ଦୋଷୀ ଯୋଗୁଁ ଦଣ୍ତବିଧାନ କରାଯାଏ ନାହିଁ । ଉତ୍ତର : ଫସି ଦେଉଥିବା ଘାତକ | ୧୦୦ ଲୋକଙ୍କର ହତ୍ୟା କରିବା ପରେ ବି ଦଣ୍ତବିଧାନ ଆଇନ୍ ଲାଗୁ ହୁଏ ନାହିଁ ।

Leave a Reply

Your email address will not be published. Required fields are marked *