September 12, 2024

Odia Express

Leading Odia News Portal of Odisha

ଏହା ହେଲା ସେହି ୫ ଟି କାରଣ , ଯାହାକୁ ନେଇ ଭାରତୀୟ ଟିମ୍ ହାରି ଯାଇଥିଲା ପ୍ରଥମ ଏକଦିବସୀୟ ମ୍ୟାଚ୍…

ଭାରତୀୟ କ୍ରିକେଟ୍ ଟିମ୍ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଏକ ଦିବସୀୟ ସିରିଜ୍ ର ପ୍ରଥମ ମ୍ୟାଚ୍ ହେମିଲିଟନ୍ ର ସେଡାନ୍ ପାର୍କରେ ଖେଳାଯାଈଥିଲା  ଏହି ମ୍ୟାଚରେ ଟସ୍ ହାରିକରି ପ୍ରଥମ ବ୍ୟାଟିଙ୍ଗ୍ କରିବାକୁ ବାହାରିଥିବା ତୁଫାନୀ ବ୍ୟାଟିଙ୍ଗ୍ କରି ୩୪୮ ରନ୍ ଲକ୍ଷ୍ୟ ଠିଆ କରିଥିଲେ , ଭାରତ ତରଫରୁ ଶ୍ରେୟସ୍ ଅୟର୍ ୧୦୩ ରନ୍ ,ବିରାଟ କୋହଲି ୫୧ ରନ୍ ଓ କେଏଲ୍ ରାହୁଲ୍ ୮୭ ରନ୍ ର ଏକ ଅହମ ପାରି ଖେଳିଥିଲେ,  କିନ୍ତୁ ଭାରତ ପାଇଁ ଚ୍ୟାଲେଞ୍ଜପୁର୍ଣ୍ଣ ଲକ୍ଷ୍ୟ ପିଛା କରି ନ୍ୟୁଜିଲାଣ୍ତ ଟିମ୍ ସିନିୟର୍ ବ୍ୟାଟ୍ସମ୍ୟାନ୍ ରସ୍ ଟ୍ରେଲର୍ ନାବାଦ୍ ୧୦୯ ରନ୍ , ହେନରୀ ନିକୋଲସ୍ ୭୮ ରନ୍ ପାରି ଖେଳିକରି ଟିମ୍ କୁ ଜିତ୍ ଦେଲେ ।କିନ୍ତୁ ଭାରତୀୟ ଖେଳାଳୀ ଏହି ମ୍ୟାଚରେ ବ୍ୟାଟିଙ୍ଗ୍ ସମୟରେ କିଛି ଭୁଲ୍ କରିନଥିଲେ କିନ୍ତୁ ଦ୍ୱିତୀୟ ପାରିରେ କିଛି ଏମିତି ଭୁଲ୍ ରହିଯାଇଥିଲା ଯାହାର କାରଣରୁ ଟିମ୍ ହାରର ସାମ୍ନା କରିଥିଲା , ତେବେ ଆସନ୍ତୁ ଜାଣିବା ସେହି ୫ ଟି କାରଣ ।

୧) ଭାରତୀୟ ଟିମ୍ ପ୍ରଥମ ବ୍ୟାଟିଙ୍ଗ୍ କରି ୩୪୮ ରନ୍ ର ଟାର୍ଗେଟ୍ ନିର୍ଦ୍ଧାରିତ କରିଥିଲେ , ଏହାର ଜବାବରେ ବ୍ୟାଟିଙ୍ଗ୍ କରିଥିବା ନ୍ୟୁଜିଲାଣ୍ତ୍ ଟିମ୍ ଆକ୍ରମଣତା ଅସଲରେ ଅଧିନାୟକ ବିରାଟ କୋହଲି ଦ୍ରୁତ ବୋଲରଙ୍କ ସହ ପାରି ଆରମ୍ଭ କରିଥିଲେ,  କିନ୍ତୁ ବୋଲର୍ ଜଶପ୍ରିତ ବୁମରାହ , ମହମ୍ମଦ ଶାମୀ , ସାର୍ଦ୍ଦୁଲ୍ ଠାକୁର୍ ପ୍ରାରମ୍ଭରୁ କିଛି ୱିକେଟ୍ ନେଇପାରିନଥିଲ୍,ଏ ଓ ପ୍ରଥମ ୱିକେଟ୍ ବିନିମୟରେ ସେମାନେ ୮୫ ରନ୍ କରିଦେଇଥିଲେ,  ୧୬ତମ ଓଭରରେ ସାର୍ଦ୍ଧୁଲ୍ ଠାକୁର୍ ମାର୍ଟିନ୍ ଗଫଟିଲ୍ ଙ୍କ ୱିକେଟ୍ ବାହାରକରି ନ୍ୟୁଜିଲାଣ୍ତ ଟିମ୍ ଉପରେ ପ୍ରେସର ପକାଈବାକୁ ଚେଷ୍ଟା କଲେ , କିନ୍ତୁ ରସ୍ ଟ୍ରେଲର୍ ବୋଲିଙ୍ଗ୍ ରେ ଛକା ଚଉକାର ବର୍ଷା ଦ୍ୱାରା ୧୦୯ ରନ୍ ତୋଫାନୀ ପାରି ଖେଳିକରି ଟୀମ୍ କୁ ଜିତ୍ ହାସିଲ୍ କରାଇଲେ , ଜଶପ୍ରିତ୍ ବୁମରାହ ୧୦ ଓଭରରେ ୫୩ ରନ୍ ଦେଇଥିଲେ,  କିନ୍ତୁ ୱିକେଟ୍ ନେଇପାରିଲେ ନାହିଁ , ସେମିତି ଶାର୍ଦ୍ଧୁଲ୍ ଠାକୁର ୮୦ ରନ୍ ଦେଇକରି ଓ ମହମ୍ମଦ ଶାମୀ ୬୩ ରନ୍ ଦେଇକରି ଗୋଟିଏ ଗୋଟିଏ ୱିକେଟ୍ ନେଇଥିଲେ ,

୨) ସ୍ପିନର୍ ପ୍ରଭାବ ପକାଇପାରିଲେ ନାହିଁ : ଭାରତୀୟ କ୍ରିକେଟ୍ ଟିମ୍ ର ସ୍ପିନ୍ ବୋଲିଙ୍ଗ୍ ବିଶ୍ୱସ୍ତରୀୟ ଜଣାଯାଏ , ବିରାଟ କୋହଲି ମଧ୍ୟମ ଓଭରରେ ତାଙ୍କର ବ୍ୟବହାର କରି ୱିକେଟ୍ ବାହାର କରନ୍ତି , କିନ୍ତୁ ନ୍ୟୁଜିଲାଣ୍ତ ବିପକ୍ଷରେ ସ୍ପିନର୍ କିଛି ପ୍ରଭାବ ପକାଇପାରିଲେ ନାହିଁ । ଏମିତିରେ ଅଧିନାୟକ ବିରାଟ କୋହଲି କେଦାର ଯାଦବ ରୁପରେ ମହଜୁଦ୍ ସ୍ପିନ୍ ବୋଲିଙ୍ଗ୍ ବିକଳ୍ପ ଆଉ କାହାକୁ ଦେବାର ଥିଲା,  କିନ୍ତୁ ତାଙ୍କୁ ବୋଲିଙ୍ଗ୍ କରାଇଲେ ନାହିଁ ,

୩_ କେଦାର୍ ଯାଦବ ବୋଲିଙ୍ଗ୍ ରେ ନ ଆଣିବା ଉଚିତ୍ ଥିଲା : ଭାରତୀୟ କ୍ରିକେଟ୍ ଟିମ୍ ଅଲରାଉଣ୍ତର୍ କେଦାର ଯାଦବଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଈଥିବା ଏକଦିବସିୟ ସିରିଜ୍ ରେ ବେଞ୍ଚରେ ବସିବାପରେ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ତ ବିପକ୍ଷରେ ପ୍ଲେଇଙ୍ଗ୍ ଇଲେଭେନ୍ ରେ ସାମିଲ୍ କଲେ , ଓ ଯୁବା ଅଲରାଉଣ୍ତର ଶିବମ୍ ଦୁବେ ଙ୍କୁ ଅନ୍ତିମ ଏଗାର ରୁ ବାହାର କରାଯାଇଥିଲା ,

ଯାଦବ ବୋଲିଙ୍ଗ୍ ସମୟରେ ୧୫ ଟି ବଲରୁ ୨୬ ରନ୍ କରି ଟିମ୍ ଲକ୍ଷ୍ୟ ସହାୟତା ପାଇଥିଲା , ଯେବେ ଅଧିନାୟକ ବିରାଟ କୋହଲି ବୋଲିଙ୍ଗ୍ ସମୟରେ ତାଙ୍କୁ ଉପଯୋଗ୍ କରିଲେ ନାହିଁ , ଯେବେ ନ୍ୟୁଜିଲାଣ୍ତ ଟୀମ୍ ସବୁ ଖେଳାଳୀ ଭାରତୀୟ ଟୀମ୍ ର ବୋଲିଙ୍ଗ୍ ଲାଇନ୍ ଉପରେ ପ୍ରହାର କରୁଥିଲେ , ତେବେ ସ୍ପିନ୍ ବୋଲର୍ କରାଯିବାର୍ ଥିଲା,  ଏହା ଆମେ ଏଥିପାଇଁ କହୁଛୁ କି ଯେତେ ବିସ୍ପୋରକ ବ୍ୟାଟୀଙ୍ଗ୍ ପୁର୍ବରୁ ଯାଦବ ନାଁ ଆସିଲେ ଏହି କଥାକୁ ଏକ ସାକ୍ଷାତକାର ସମୟରେ ସ୍ୱିକାର କରିଥିଲେ କି ଯାଦବଙ୍କୁ ପ୍ଲେଇଙ୍ଗ୍ ଇଲେଭେନରେ ସାମିଲ୍ କରିବାପରେ ବି ଆଉ ଏକ ବୋଲର୍ ବିକଳ୍ପ ମହଜୁତ୍ ଥିଲା,

୪) ଭାରତୀୟ କ୍ରିକେଟ୍ ଟିମ୍ ଯୁବା ଖେଳାଳୀ ଶାର୍ଦ୍ଧୁଲ୍ ଠାକୁର୍ ଟି ଟ୍ୱେଣ୍ଟିରେ ଭଲ ପ୍ରଦର୍ଶନ କରିଥିଲେ,  ତାଙ୍କ ଫର୍ମକୁ ଦେଖି ବିରାଟକୋହଲି ତାଙ୍କୁ ନ୍ୟୁଜିଲାଣ୍ତ ଟୀମ୍ ବିପକ୍ଷରେ ଖେଳାଯାଈଥିବା ପ୍ରଥମ ୱାନ୍ ଡେ ଅନ୍ତିମ ଏଗାରରେ ସାମିଲ୍ କରିଥିଲେ,  କିନ୍ତୁ ସ୍କାର୍ଡ ମହଜୁଦ୍ ଯୁବା ଦ୍ରୁତ ବୋଲର୍ ନବଦୀପ ସୈନି , ୱାନ୍ ଡେ କ୍ରିକେଟ୍ ରେ ଶାର୍ଦ୍ଧୁଲ୍ ଠାକୁର୍ ଭଲ ବିକଳ୍ପ ହୋଇପାରିଥାନ୍ତେ । କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଏକଦିବସୀୟ ସିରିଜ୍ ରେ ପ୍ଲେଇଙ୍ଗ୍ ଇଲେଭେନ୍ ରେ ସାମିଲ୍ କରାଯିବାର ଥିଲା ଯେଉଁଠି ଦ୍ରୁତ ବୋଲର୍ ନିଜର ପ୍ରଦର୍ଶନ ଦେଖାଇ ୨ ଟି ମ୍ୟାଚରୁ ୩ ୱିକେଟ୍ ନିଜ ନାଁରେ କରିଛନ୍ତି । ଏମିତିରେ ଅଧିନାୟକ ବିରାଟ ଏକଦିବସୀୟ ମ୍ୟାଚରେ ନବଦୀପ ସୈନିଙ୍କୁ ସାର୍ଦ୍ଧୁଲ୍ ଠାକୁର୍ ଜାଗାରେ ପ୍ଲେଇଙ୍ଗ୍ ଇଲେଭେନ୍ ରେ ସାମିଲ୍ କରିବା ଅଧିକା ଫାଈଦା ହୋଇଥାନ୍ତା , ଶାର୍ଦ୍ଧୁଲ୍ ୯ ଓଭରରେ ୮୦ ରନ୍ ଦେଇକରି ୧ ୱିକେଟ୍ ହାସିଲ୍ କଲେ ,

୫) ନୈରାଶ୍ୟ ଜନକ ଫିଲଡିଙ୍ଗ୍ : କେଉଁ ମ୍ୟାଚକୁ ଯିତିବା କିମ୍ବା ହାରିବା ସହ ଭଲ ବ୍ୟାଟୀଙ୍ଗ୍ ଓ ବୋଲିଙ୍ଗ୍ କରିବା ଉଚିତ୍ , ଟୀମ୍ ବହୁତ ନୈରାଶ୍ୟଜନକ ଫିଲଡିଙ୍ଗ୍ କରିଥିଲେ, ନ୍ୟୁଜିଲାଣ୍ତ ଟୀମ୍ ୧୦୯ ରନ୍ ଶତକୀୟ ପାରି ଲଗାଇଥିବା ରସ୍ ଟ୍ରେଲର୍ ଟିମ୍ ଇଣ୍ତିଆକୁ ୨ଥର୍ ଜୀବନଦନ ଦେଲେ , ଏହି ଜୀବନଦାନ ଭାରତ ପାଇଁ ହାରର କାରଣ ହେଲା , ଆଉଥରେ କୁଲଦିପ ଯାଦବ ପଛରେ କିନ୍ତୁ କିଛି କ୍ୟାଚ୍ ନେଇପାରିଲେ ନାହିଁ , ଆଉଥରେ କେ ଏଲ୍ ରାହୁଲଙ୍କ ହାତରୁ କ୍ୟାଚ୍ ଛାଡିହେଇଗଲା< କେଏଲ୍ ରାହୁଲ୍ ଆଜି ୱିକେଟ୍ କିପିଙ୍ଗ୍ ସମୟରେ ୪ ବାଇ ରନ୍ ଦେଲେ ,

ଏହା କହିବା ଭୁଲ୍ ହେବ ନାହୀଁ କି ଗତ କିଛି ସମ୍ୟରୁ ଭଲ କ୍ୟାଲିଟୀ ଫିଲଡର୍ ଥାଈ ମଧ୍ୟ ଟୀମ୍ ଇଣ୍ତିଆ ନିରାଶଜନକ ଫିଲଡିଙ୍ଗ୍ କରୁଛନ୍ତି , ଏବେ ସିରିଜର ଦ୍ୱିତୀୟ ମ୍ୟାଚ ଅକଲାଣ୍ତରେ ୮ ଫେବୃୟାରୀକୁ ହେବ ।

Leave a Reply

Your email address will not be published. Required fields are marked *