December 19, 2024

Odia Express

Leading Odia News Portal of Odisha

ଭାରତର ଏହି ଦିଗଜ୍ ଖେଳାଳୀଙ୍କ ସହ ଇମରାନ୍ ହାଶମୀଙ୍କ ପୂର୍ବରୁ ଥିଲା ପ୍ରେମ ସମ୍ପର୍କ , ଜାଣନ୍ତୁ କିଏ ସେ ଖେଳାଳିଙ୍କ ସ୍ତ୍ରୀ..

ଇମରାନ୍ ହାଶମୀ ଯିଏକି ବଲିଉଡ୍ ରେ ବୋଲଡ୍ ଅନ୍ଦାଜ ପାଇଁ ଜଣାଯାଆନ୍ତି , ଓ ଏହି କାରଣରୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ଆଜି ତାଙ୍କୁ ସିରିଆଲ୍ କିସର୍ ଭାବେ ଜଣାଯାଆନ୍ତି , ଇମରାନ୍ ହାସମୀ ନିଜ କ୍ୟାରିୟରରେ ବହୁତ ହିଟ୍ ଫିଲ୍ମ ଦେଇଛନ୍ତି , ଏହି କାରଣରୁ ଆଜି ତାଙ୍କର ସବୁ ଫିଲ୍ମ ଦେଖିବାକୁ ଦର୍ଶକମାନେ ଅପେକ୍ଷା କରିଥାନ୍ତି , ସେ ଫିଲ୍ମ ସବୁବେଳେ ଜବରଦସ୍ତ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେମିତି ଇମରାନ୍ ହାସମୀଙ୍କ ନାଁ ବଲିଉଡ୍ ରେ ବହୁତ ଅଭିନେତ୍ରୀଙ୍କ ସହ ଯୋଡା ହୋଇଛି , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାଙ୍କ ସହ ଇମରାନ୍ ହାସମୀଙ୍କ ରିଲେସନସିପ୍ ବହୁତ ଦିନ ଯାଏଁ ଚାଲିଥିଲା , କିନ୍ତୁ ବାହାଘର ହୋଇପାରିଲା ନାହିଁ ।

ଆପଣଙ୍କୁ କହିଦେବୁ କି ଯେଉଁ ଅଭିନେତ୍ରୀଙ୍କର ବିଷୟରେ ଆମେ କଥା ହେଉଛୁ ସେ ଆଜିର ସମୟରେ ଭାରତୀୟ କ୍ରିକେଟ୍ ଟିମ୍ ର ଜଣାଶୁଣା ଖେଳାଳୀଙ୍କ ସ୍ତ୍ରୀ ହୋଇସାରିଲେଣି , କିନ୍ତୁ ବିବାହ ପୁର୍ବରୁ ସେ ଇମରାନ୍ ହାସମୀଙ୍କ ସହ ବହୁତ ଲମ୍ବା ଆଫେୟାର୍ ରଖିଥିଲେ,  ଆପଣଙ୍କୁ କହିଦେବୁ କି ଆମେ କଥା ହେଉଛୁ କି ଗିତା ବସରା ଯିଏକି ବଲିଉଡ୍ ରେ ଏକ ସୁନ୍ଦର ଓ ଲୋକପ୍ରିୟ ଅଭିନେତ୍ରୀ ରହିସାରିଛନ୍ତି , ଓ ଭାରତୀୟ କ୍ରିକେଟ୍ ଟିମ୍ ଖେଳାଳୀ ହରଭଜନ ସିଂଙ୍କ ସ୍ତ୍ରୀ ଅଟନ୍ତି । ଇମରାନ୍ ହାସମିଙ୍କ ସହ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ଗିତା ବସରାଙ୍କ ଜନ୍ମ ୧୩ ମାର୍ଚ୍ଚ ୧୯୮୪ କୁ ବ୍ରିଟେନ୍ ରେ ଏକ ପଞ୍ଜାବୀ ପରିବାରରେ ହୋଇଥିଲା , ପରେ ସେ ମୁମ୍ବାଇ ଆସିଲେ , ଏଠାରେ ଗିତା କିଶୋର ନମିତ୍ କାପୁର୍ ଆକ୍ଟିଙ୍ଗ୍ ସ୍କୁଲ୍ ରେ ଅଭିନୟ ଶିଖିଲେ ,

ଗୀତା ୨୦୦୬ ରେ ଇମରାନ୍ ହାସମୀଙ୍କ ସହ ଫିଲ୍ମ ଦିଲ୍ ଦିୟା ହୈ ରୁ ବଲିଉଡ୍ ରେ ପାଦ ରଖିଥିଲେ,  ଏହି ଫିଲ୍ମରେ ଅଶ୍ମିତ୍ ପଟେଲ୍ ବି ନଜର ଆସିଥିଲେ । ଏହାପରେ ୨୦୦୭ ରେ ଖବର ମୁତାବିକ ଗୀତା ବସରା ଓ ଇମରାନ୍ ହାସମୀ ଙ୍କ ରିଲିଜ୍ ହୋଇଥିବା ଫିଲ୍ମ ଦି ଟ୍ରେନ୍ ରେ ନଜର୍ ଆସିଥିଲେ,  ଓ ସେଠାରୁ ଆରମ୍ଭ ହୋଇଥିଲା ତାଙ୍କ ପ୍ରେମ କାହାଣୀ , ଖବର ମୁତାବିକ ଇମରାନ୍ ହାସମୀ ଓ ଗୀତା ବସରା ଏହି ଫିଲ୍ମ ସୁଟିଙ୍ଗ୍ ସମୟରେ ବହୁତ ଘନିଷ୍ଠ ହୋଇଯାଈଥିଲେ,  ଓ ଏହି କାରଣରୁ ଏମାନଙ୍କ ସଂମ୍ପର୍କ ବହୁତ ଦିନ ହେଲା ଚର୍ଚ୍ଚିତ ହୋଇଥିଲା ,

ଏହି ଫିଲ୍ମରେ ଗୀତା ସୁଖବିନ୍ଦର ସିଂ ଓ ରାହତ୍ ଫତେହ ଅଲ୍ଲୀ ଖାନ୍ ମ୍ୟୁଜିକ୍ ଭିଡିଓ ଗୁମସୁମ୍ ଗୁମସୁମ୍ ରେ ନିଜ ଅଭିନୟ ଦେଖାଇଥିଲେ,  ଗୀତା ବଲିଉଡ୍ କ୍ୟାରିୟରରେ କିଛି ଖାସ୍ ହୋଇନଥିଲା , ଏଥିପାଇଁ ସେ ପଞ୍ଜାବୀ ଫିଲ୍ମ ଆଡକୁ ମୁହାଁଇଥିଲେ । ଗୀତା ବସରା ଓ ଇମରାନ୍ ହାସମୀ ଙ୍କ ସଂମ୍ପର୍କ ବିବାହ ଯାଏଁ ଏଥିପାଇଁ ପହଞ୍ଚିପାରିଲା ନାହିଁ କାରଣ ଇମରାନ୍ ବହୁତ ପୁର୍ବରୁ ବିବାହିତ ଥିଲେ,  ସେ ନିଜ ବୈବାହିକ ଲାଇଫ୍ ରେ ବହୁତ ଖୁସିଥିଲେ,  ଏହି କାରଣରୁ ଦୁହେଁ ଅଲଗା ଥିଲେ,  ଗୀତା ବସରା ନିଜର ସୁନ୍ଦରତା କାରଣରୁ ଟିଭିରେ ଦେଖିକରି ହରଭଜନଙ୍କୁ ଗୀତାଙ୍କୁ ପ୍ରେମ ହୋଇଗଲା , ଯାହା ପରେ ଗୀତା ବସରାଙ୍କୁ ସେ ୨୦୧୫ ରେ ସେ ବିବାହ କରିଥିଲେ , ଓ ତାଙ୍କ ସହ ନିଜ ଘର ବସାଇଦେଲେ , ଆଜି ତାଙ୍କର ଏକ ସୁନ୍ଦର ଝିଅ ବି ଅଛି , ଯାହାଙ୍କ ନାଁ ହିନାୟା ଅଟେ , ଓ ସେ ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି ।

ଆପଣଙ୍କୁ କହିଦେବୁ କି ହରଭଜନ ସେମିତି କ୍ରିକେଟ୍ ଜଗତରେ ଚର୍ଚ୍ଚିତ ଅଛନ୍ତି , କିନ୍ତୁ ତାଙ୍କ ସ୍ତ୍ରୀ ଲାଇମ୍ ଲାଇଟ୍ ରେ ରହିବାକୁ ବହୁତ ପସନ୍ଦ୍ କରନିତ୍ , ସେ ବହୁତଥର ସୋସିଆଲ୍ ମିଡିଆରେ ନିଜ ଝିଅ ସହ ଫଟୋ ସେୟାର୍ କରନ୍ତି , ହରଭଜନଙ୍କୁ ବିବାହ କରିବାପରେ ଗୀତା ବସରା ଫିଲ୍ମରେ କାମ କରିବା ଛାଡିଦେଲେ , କିନ୍ତୁ ସେ ଏବେ ତାଙ୍କର ଗ୍ଲାମରସ୍ ରେ ଅଛନ୍ତି ଯେତିକି ଆଗରୁ ଥିଲେ ।

Leave a Reply

Your email address will not be published. Required fields are marked *