ଏହି ଅଟାର ରୁଟି ଖାଇଲେ ଫଟାଫଟ କମ ହେବ ଓଜନ, ମେଦବହୁଳତା କମ କରିବାରେ ରାମବାଣ ଉପଚାର ଅଟେ…
ମେଦବହୁଳ ଏକ ଏପରି ସମସ୍ୟା ଅଟେ ଯାହାଦ୍ଵାରା ଅନେକ ଲୋକ ପୀଡିତ ଅଟନ୍ତି । ଅଧିକ ଓଜନ ଅନେକ ପ୍ରକାର ରୋଗକୁ ଆମନ୍ତ୍ରିତ କରିଥାଏ । ଅଧିକ ଓଜନରୁ ରକ୍ତଚାପ, କୋଲେଷ୍ଟେରଲ, ମଧୁମେହ ଇତ୍ୟାଦି ରୋଗ ହେବାର ଭୟ ବଢିଯାଏ । ଏହି ଓଜନକୁ କମ କରିବାରେ ଅନେକ ଉପାୟ ଆପଣମାନେ ପଢିଥିବେ କିମ୍ବା ଆପଣେଇ ଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ବହୁତ ହି ମୌଳିକ ପରାମର୍ଶ କହିବୁ । ଅନେକ ଲୋକ ଓଜନ କମ କରିବା ଚକ୍କରରେ ରୁଟି ଖାଇବା କମ ବା ବନ୍ଦ କରିଦିଅନ୍ତି । ସେମାନଙ୍କୁ ଲାଗେ ଯେ ଗହମର ଅଟାର ରୁଟି ଖାଇବା ଦ୍ଵାରା ଓଜନ ବଢିବାରେ ଲାଗେ। କିନ୍ତୁ ସତ୍ୟ କିଛି ଭିନ୍ନ ଅଟେ । ଆପଣ ରୁଟି ଖାଇ ମଧ୍ୟ ଓଜନ କମ କରିପାରିବେ । ଏଥିପାଇଁ ଆପଣଙ୍କୁ ଗହମ ବ୍ୟତୀତ କିଛି ସ୍ଵତନ୍ତ୍ର ଜିନିଷର ଅଟାର ରୁଟି କରି ଖାଇବାକୁ ହେବ । ଯଦି ଆପଣ ଏହି ନିୟମର ପାଳନ କରନ୍ତି ତେବେ ଦେଖୁଦେଖୁ ଆପଣଙ୍କ ଓଜନ କମ ହୋଇଯିବ
ଚୋକଡ଼ ଅଟାର ରୁଟି – ଅନେକ ଲୋକ ଗହମ ଅଟା ପେଷେଇବା ପରେ ତାହାକୁ ଛଣାରେ ଚଲେଇ ଦିଅନ୍ତି । ଛଣାରେ ଯେଉଁ ମୋଟା ମୋଟା ଅଟା ରହିଯାଏ ତାହାକୁ ଫିଙ୍ଗି ଦିଅନ୍ତି । କିନ୍ତୁ ପ୍ରକୃତ ପୋଷକ ତତ୍ଵର ଭଣ୍ଡାର ଏହି ମୋଟା ଅଟାରେ ଲୁଚି ରହିଥାଏ ଯାହାକୁ ଚୋକଡ଼ କୁହନ୍ତି । ଗହମର ଭିତର ଅଂଶରେ ସୁନେଲି ରଙ୍ଗର ଚୋପା ଥାଏ ଯାହାକୁ ଚୋକଡ଼ କୁହାଯାଏ । ଯେବେ ଆପଣ ଗହମ ପେଶାନ୍ତି ତ ଏହା ମଧ୍ୟ ଅଟାରେ ମିଶି ରହିଥାଏ । ଏଥିପାଇଁ ଏହାକୁ ଛାଣି ଅଲଗା କରିଦିଅନ୍ତି । ଏହାକୁ ଫିଙ୍ଗି ଦିଅନ୍ତୁ ନାହିଁ ଓ ସାମାନ୍ଯ ଅଟାରେ ମିଶେଇ ଏହାକୁ ରୁଟି ସହିତ ଖାଆନ୍ତୁ । ଏହି ଚୋକଡ଼ରେ ସେଲ୍ୟୁଳଜ, ପୋଟାସିୟମ , ଫସଫରସ, କ୍ୟାଲସିୟମ , ସିଲେନିଅମ, ମ୍ୟାଗ୍ନେସିଅମ, ଭିଟାମିନ ଇ ଓ ବି କମ୍ପ୍ଲେକ୍ସ ଭଳି ପୋଷକତତ୍ଵ ରହିଥାଏ । ଏହାକୁ ଖାଇଲେ ନା କେବଳ ମେଦବହୁଳତା କମ ହୋଇଥାଏ ତାସହ କବ୍ଜ, କୋଲେଷ୍ଟେରଲ, ସୁଗାର ଇତ୍ୟାଦି ରୋଗ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଚୋକଡ଼ ଅଦ୍ରବଣୀୟ ଫାଇବରରେ ଭରପୁର ହୋଇଥାଏ ।
ବାଜେରା ରୁଟି – ବାଜେରା ରୁଟି ଖାଇବା ପରେ ବହୁତ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ । ମଜାର କଥା ଏହା ଯେ ଏଥିରେ 97ପ୍ରତିଶତ କ୍ୟାଲୋରି ରହିଥାଏ । ଏହି କାରଣରୁ ଆପଣଙ୍କୁ ମେଦବହୁଳତା କମ କରିବାରେ ସହାୟତା ମିଳିଥାଏ । ଯଦି ଆପଣ ଦ୍ରୁତ ଗତିରେ ଓଜନ କମ କରିବାକୁ ଚାହାନ୍ତି ତ ଫାଇବର ଯୁକ୍ତ ବାଜେରା ରୁଟି ଅବଶ୍ୟ ଖାଆନ୍ତୁ । ଏହା ଖରାପ କୋଲେଷ୍ଟେରଲକୁ ସମାପ୍ତ କରି ଭଲ କୋଲେଷ୍ଟେରଲର ମାତ୍ରା ବୃଦ୍ଧିକରେ ।
ମଲ୍ଟିଗ୍ରେନ ଅଟାର ରୁଟି – ଡେଲିନିଉଜରେ ଗହମ ରୁଟି ବଦଳରେ ମଲ୍ଟିଗ୍ରେନ(ଅନେକ ପ୍ରକାର ଶଶ୍ୟ)ର ଅଟାରୁ ନିର୍ମିତ ରୁଟି ବ୍ୟବହାର କରିବା ଉଚିତ। ଏହି ମଲ୍ଟିଗ୍ରେନ ଅଟାରେ ଚଣାର ଅଟା ମଧ୍ୟ ମିଶେଇ ଦିଅନ୍ତୁ । ଏହି ପ୍ରକାର ଏହାର ପୌଷ୍ଟିକତା ଅନେକ ଗୁଣରେ ବଢିଯିବ । କାରଣ ଚଣାରେ ଗ୍ଲାଇସେମିକ ଇଣ୍ଡେକ୍ସ ଉପସ୍ଥିତ ଥାଏ ଏଥିଇପାୟନ ଏହା ଶରୀରରେ ଉପସ୍ଥିତ ସୁଗାରକୁ ଦ୍ରୁତ ଗତିରେ କ୍ୟାଲୋରି ଜଳେଇବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇଲେ ମେଦବହୁଳତା ହେବାକୁ ଦିଏନାହିଁ ।
ଯଅ ର ଅଟାର ରୁଟି – 10 କିଲୋ ଚଣାରେ 2କିଲୋ ଯଅ ମିଶେଇ ଅଟା ପେଷେଇ ଦିଅନ୍ତୁ । ଏଥିରୁ ନିର୍ମିତ ରୁଟି ଖାଇଲେ ବଡିରେ ଅତିରିକ୍ତ କ୍ୟାଲୋରି ଜମା ହୁଏ ନାହିଁ ତାସହ ଆପଣ ଅତିରିକ୍ତ କାର୍ବୋହାଇଡ୍ରେଟ ନେବାରୁ ରକ୍ଷା ପାଇବେ । ଅତଃ ଆପଣଙ୍କ ଓଜନ ମଧ୍ୟ ବୃଦ୍ଧି ହେବ ନାହିଁ ।
ଯଦି ଆପଣ ଆମର କୁହାଯାଇଥିବା ଅଟାର ରୁଟି ସମୟ ସମୟରେ ଖାଇବେ ତେବେ ଆପଣଙ୍କ ଓଜନ କମ କରିବାରେ ଏହା ବହୁତ ସହାୟ ହେବ। ଆପଣାକୁ ଏହି ଉପାୟ ପସନ୍ଦ ଆସିଥିଲେ ଆପଣ ଅଧିକ ମୋଟା ବନ୍ଦୁମାନଙ୍କୁ ଓ ସମ୍ପର୍କୀୟଙ୍କୁ ସେୟାର ନିଶ୍ଚିତ କରିବେ ।