December 22, 2024

Odia Express

Leading Odia News Portal of Odisha

୬ ଫେବୃୟାରୀ ୨୦୨୦ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – କୁମ୍ଭ ସମେତ ଏହି ୪ ଟି ରାଶିଗୁଡିକ ଉପରେ ଆଜି ମିଳିବ ଉନ୍ନତିର ଅବସର

୧)ମେଷ ରାଶି : ଆର୍ଥିକ ଅବସ୍ଥା ଖରାପ ଚାଲୁଥିବାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ କାମରେ ବାଧା ଆସିଯାଇପାରେ , ଛାତ୍ର ନିଜର ପରିଶ୍ରମର ଆଧାରରେ ବହୁତ ଭଲ ପରିଣାମ କରିବେ , ପ୍ରେମ, ମିଳାମିଶା, ଓ ପରସ୍ପର ଏକାଠିରେ ଉନ୍ନତି ଦେଖାଦେବ , କିଛି ଅଦରକାରୀ ପରିସ୍ଥିତିର ସାମ୍ନା କରିପାରନ୍ତି , ସଂନ୍ଧ୍ୟା ସମୟରେ କେଉଁ ସମାରୋହରେ ଯିବାର ମଉକା ମିଳିପାରେ , ବାକି କାମକୁ ଆପଣଙ୍କ ସାମ୍ନାରେ ରହିବ । ଆଖପାଖ ଲୋକଙ୍କ କେଉଁ କାମ ପାଇଁ ଆପଣଙ୍କ ଦରକାରିତା ପଡିପାରେ ।

୨)ବୃଷ ରାଶି : ଆଜି ସଂଚାର ସାଧନରୁ ଫାଇଦା ଆସିପାରେ , ପାରିବାରିକ ଜୀବନରେ ସାମଞ୍ଜସ୍ୟପୁର୍ଣ୍ଣ ରହିବ , ଆପଣଙ୍କ ଭାଗ୍ୟ ହିରା ମୋତି ପରି ଚମକିଉଠିବ , ଯେଉଁ ବ୍ୟକ୍ତି ଠାରୁ ଆପଣ ଭଲ ପାଉଛନ୍ତି ତାଙ୍କର ଅଚାନକ ଚିନ୍ତା କରିବସିବେ , ଆଇନଗତ ମାମଲାର ସବୁ ଫଇସଲା ଆପଣଙ୍କ ପକ୍ଷରେ ରହିବ , କ୍ରୋଧ ଓ ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ , ଆୟରେ ହ୍ରାସ ରହିବ , କେଉଁ କଥା କିମ୍ବା ବୟାନ ଆପଣଙ୍କୁ ଚିନ୍ତା ଦେଇପାରେ , ମନ୍ଦିରରେ ଯାଇ ଘିଅର ଦୀପ ଲଗାନ୍ତୁ , ଧନର ବୃଦ୍ଧି ହେବ ।

୩)ମିଥୁନ ରାଶି : ଆଜି ଆପଣଙ୍କ ଦିନ ଖୁସି ନେଇକରି ଆସୁଛି , ରାଜନୀତି ଓ ସାମାଜିକ କାର୍ଯ୍ୟରେ ଯୋଡି ହୋଇଥିବା ଲୋକଙ୍କର ନିଜର ଦୃଢତା ସ୍ତାପନ କରିବେ , ଧନ ସଂବନ୍ଧିତ ମାମଲାରେ ସହଜତା ଅନୁଭବ କରିବେ , କେଉଁ ଖାସ୍ ବନ୍ଧୁଙ୍କ ଜୀବନରେ ଖୁସି ଦୁଇଗୁଣା ବୃଦ୍ଧି ହେବ , କାମ ଧନ୍ଦା ସହ ଯୋଡିହୋଇଥିବା ଅବମ୍ବିଳବତା କ୍ଷତି ଦେଇପାରେ , ସର୍ଟକର୍ଟ ବ୍ୟବହାର କରିବା ଉଚିତ୍ ନୁହେଁ , ପରୀକ୍ଷା ଓ ସାକ୍ଷାତକାର ଇତ୍ୟାଦିରେ ସଫଳତା ଅର୍ଜନ କରିବେ ।

୪)କର୍କଟ ରାଶି : ଆଜି ଅଚାନକ ଧନ ଲାଭ ହେବାର ସଂମ୍ଭାବନା ହେଉଛି , ବ୍ୟବସାୟିକ ଦୃଷ୍ଟିକୋଣରୁ ଆଜି ଲାଭକାରୀ ହୋଇପାରେ , ଯାହା ଭବିଷ୍ୟରେ ଆପଣଙ୍କୁ ଭଲ ପରିଣାମ ଦେବ , ସବୁ ପ୍ରକାରର ଚ୍ୟାଲେଞ୍ଜକୁ ପାର୍ କରି ସଫଳତାର କୀର୍ତ୍ତିମାନ ସ୍ଥାପନ କରିବେ , ପଇସା ସଂବନ୍ଧିତ ମାମଲାରେ ଅଧିକା ଭରସା କରନ୍ତୁ ନାହିଁ, କେଊଁ ମାମଲାରେ ଅଧିକା ଜିଦ୍ କରନ୍ତୁ ନାହିଁ , ଛୁଆଙ୍କ ସହ ଜୀବନରେ ଖୁସି ନେଇକରି ଆସିବେ , ବାଣିରେ ହାଲକା ହସି ମଜାକ୍ କରିବାରୁ ଦୁରେଇ ରୁହନ୍ତୁ ।

୫)ସିଂହ ରାଶି : ଆଜି ଆପଣ ସୁଖି ବୈବାହିକ ଜୀବନର ଆନନ୍ଦ ନେବେ , କିନ୍ତୁ କିଛି ପାଖ ଲୋକଙ୍କର ସ୍ଥାସ୍ଥ୍ୟର ଚିନ୍ତାର କାରଣ ହୋଇପାରେ , ବ୍ୟସ୍ତତାପୁର୍ଣ୍ଣ ନେଇ କରାଯାଇଥିବା ଫଇସଲା କାରଣରୁ ଜୀବନରେ ପଶ୍ଚାତାପ କରିପାରନ୍ତି , କାହାକୁ ନିଜ କଥା ମନାଇବାରେ ପ୍ରେସର ପକାନ୍ତୁ ନାହିଁ , ସ୍ୱାସ୍ଥ୍ୟ ଦୁର୍ବଳ ରହିବ , କେଉଁ ଅଘଟଣର ଆଶଙ୍କା ହୋଇପାରେ , ଛାତ୍ର ନିଜ ପରିଶ୍ରମ ବଳରେ ଭଲ ପରିଣାମ କରିବେ ।

୬)କନ୍ୟା ରାଶି : ଆଜି କାର୍ଯ୍ୟ ଭାର ଅଧିକା ରହିବ , ପ୍ରୋପଟି ରୁ ଲାଭ ମିଳିପାରିବ , ନିଜ କାମରେ ଅଧିକା ଧ୍ୟାନ କେନ୍ଦ୍ରିତ କରିବେ , ଅତିରିକ୍ତ ପ୍ରୟାସ ବି ରହିବ , ଅଫିସ୍ ରେ ଆଜି କେଉଁ ସହକର୍ମୀଙ୍କ ସହ ଭୁଲ୍ ବୁଝାମଣା ସକାଶେ ଯୁକ୍ତି ତର୍କ ହୋଇପାରେ , କେଉଁ ମାମଲାରେ କଳହ କରନ୍ତୁ ନାହିଁ , ଏହା ଆପଣଙ୍କୁ କ୍ଷତି କରାଇବ , ଘର୍ ବାହାର ପ୍ରସନ୍ନତାର ସହ ଉତ୍ସାହପୁର୍ଣ୍ଣ ବାତାବରଣ ପାଇବେ , ଆର୍ଥିକ ଉନ୍ନତି ପାଇଁ ନୁଆ ଯୋଜନା କରିବେ ।

୭)ତୁଳା ରାଶି : ଆଜି ଆପଣଙ୍କୁ ସଫଳତାର ନୁଆ ଅବସର ପ୍ରାପ୍ତି ହେବ , ପ୍ରେମୀଙ୍କ ପାଇଁ ନିଜ ପ୍ରେମ ପ୍ରତି ଭାବନାର ବ୍ୟକ୍ତ କରିବାର ଭଲ ଦିନ ଅଛି , ଆପଣଙ୍କୁ ଅଚାନକ କାମର ସଂବନ୍ଧିତ ଯାତ୍ରା କରିବାକୁ ପଡିପାରେ,  ଯଦି ଆପଣ କିଛି ନୁଆ କାମ ଆରମ୍ଭ କରିବାର ଯୋଜନା କରୁଛନ୍ତି , ତେବେ ବ୍ୟସ୍ତତାପୁର୍ଣ୍ଣ କରନ୍ତୁ ନାହିଁ , ଅଧିକାରୀଙ୍କ ସହ ଯୁକ୍ତି ହୋଇପାରେ , ବେଆଇନ୍ କାମରେ ପଇସା କମାଇବାରେ ବଞ୍ଚନ୍ତୁ , ନହେଲେ ଫସି ପାରନ୍ତି , ଆଜି ମନ ସସ୍ତିଷ୍କକୁ ନିୟନ୍ତଣ କରନ୍ତୁ ।

୮)ବିଛା ରାଶି : ପାରିବାରିକ ଜୀବନ ସାମାନ୍ୟ ରହିବ , ସଂମ୍ପର୍କୀୟ ଠାରୁ ଏକ ବଡ ଉପହାର ପ୍ରାପ୍ତ କରିପାରିବେ , ବ୍ୟବସାୟିକ ଯାତ୍ରା ଲାଭଦାୟକ ରହିବ , କରାଯାଇଥିବା ଭଲ କାମ ପ୍ରଶଂସା ରହିବ , କିଛି ଲୋକଙ୍କର ଉପରେ ଫାଲତୁ ଚିନ୍ତା କରିବାର ଦେଖାଦେବ , ଆପଣଙ୍କ ଖର୍ଚ୍ଚ ବଢିବ , ଐଶ୍ୱର୍ଯ୍ୟ ସାଧନ ପ୍ରତି ବ୍ୟୟ କରିବେ , ପୁରୁଣା ଲେଣଦେଣରେ ବସୁଲି କରିବେ , ଯାତ୍ରାର ସମୟରେ କେଉଁ ପ୍ରକାରର ଅବିଳମ୍ବତା ନ କରନ୍ତୁ , ଦିନ ସାରା ସବୁ ଅସୁବିଧା ଆଜି ସଂନ୍ଧ୍ୟାରେ ଶେଷ ହୋଇଯିବ ।

୯)ଧନୁ ରାଶି : ଆଜି କେଉଁ ପ୍ରକାରର ବଡ ନିବେଶ କରିବାରେ ଉପଦେଶ ନିଅନ୍ତୁ , ନହେଲେ ପଇସା ସଂବନ୍ଧିତ ମାମଲା ଉତ୍ପନ୍ନ ହୋଇପାରେ , ଖେଳ ପ୍ରେମୀଙ୍କର ନିଜ ପ୍ରତିଭା ଦେଖାଇବାରେ ଅବସର ପାଇବେ , ପ୍ରେମ ସଂବନ୍ଧରେ ମଜବୁତ୍ ସ୍ଥିତି ଆସିବ , ଛାତ୍ର୍ ଭଲ ପ୍ରଦର୍ଶନ୍ କରିବେ , ଉନ୍ନତିର ନୁଆ ଅବସର ପ୍ରାପ୍ତି ହେବ , ସଂନ୍ଧ୍ୟାରେ ପଇସା ଖର୍ଚ୍ଚ ହୋଇପାରେ,  କେଉଁ ବଡ ଖର୍ଚ୍ଚରୁ ହେବାର ଆଶଙ୍କା ଅଛି , କେଉଁ ପ୍ରକାର ଯୁକ୍ତିରେ ଫସନ୍ତୁ ନାହିଁ , କାମ କାର୍ଯ୍ୟରେ ମନ ଲାଗିବ ନାହିଁ , ଜୀବନସାଥୀ ସହ ଭୁଲ୍ ବୁଝାମଣା ହୋଇପାରେ ।

୧୦)ମକର ରାଶି : ଆଜି ଆପଣଙ୍କ ବନ୍ଧୁଙ୍କ ସହଯୋଗରେ ସମୟ ଆଗକୁ ବଢିପାରିବ , ଘରର କିଛି କାର୍ଯ୍ୟ ଆପଣଙ୍କ ଇଚ୍ଛା ଅନୁସାରେ ନହେବାର କାରଣରୁ ଚିନ୍ତାର କାରଣ ହୋଇପାରେ,  ଆଜି ଅଚାନକ ରାଗ ଆସିବ , କିନ୍ତୁ ଜଲଦି ଶାନ୍ତ ହୋଇଯିବ , ଅପ୍ରାତାସିତ ଲାଭ ହେବାର ସଂମ୍ଭାବନା ଅଛି , ବ୍ୟବସାୟିକ ଯାତ୍ରା ସଫଳ ହେବ ,ସ୍ୱାସ୍ଥ୍ୟ ସଂବନ୍ଧି ମାମଲାରେ ଅଣଦେଖା କରନ୍ତୁ ନାହିଁ , ମନ୍ଦିରରେ ନଡିଆର ଭୋଗ ଲଗାନ୍ତୁ , ଆପଣଙ୍କ ସମସ୍ୟା ଦୁରିଭୁତ ହେବ ।

୧)କୁମ୍ଭ ରାଶି : ଆଜି ଛାତ୍ରମାନେ ସଫଳତା ଅର୍ଜନ କରିବେ , ବନ୍ଧୁଙ୍କ ସାହାଯ୍ୟରେ ପୁରୁଣା ରୁଣ ଫେରି ପାଇବେ , ଯେଉଁ ଲୋକଙ୍କର କେଉଁ କାମର ପରିଣାମ କୁ ନେଇକରି ଚିନ୍ତା ହେଉଥିବ ତାହାର ଡର ବାହାରକୁ ବାହାରିକରି ପୁର୍ଣ୍ଣ କରିପାରିବେ , ଘରର ଅତିଥିଙ୍କ ଆଗମନ ହେବ , ଶୁଭ ସମାଚାର ପ୍ରାପ୍ତି ହୋଇପାରେ,  ଆତ୍ମବିଶ୍ୱାସର ବୃଦ୍ଧି ହେବ , କାମର୍ ବୋଝ ଓ ଚିନ୍ତାର କାରଣରୁ ଟିକିଏ ଅସଝଡା ଅନୁଭବ କରିବେ , ଯଦି ଗ୍ଲାମର୍ ଜଗତ ସହ ଯୋଡି ହୋଇଛନ୍ତି , ତେବେ ସମ୍ମାନ ପ୍ରାପ୍ତି କରିବେ ।

୧୨)ମୀନ ରାଶି : ଆଜି ଆପଣଙ୍କ ବ୍ୟବହାରିକ ମାମଲାରେ ଆଗୁଆ ରହିବେ । ଭଲ ବ୍ୟବହାରର କାରଣରୁ ଆପଣ ଅନ୍ୟଙ୍କପ୍ରତି ସାହାଯ୍ୟ ମନୋଭାବ ଆସିପାରେ,  ଆପଣଙ୍କ ପ୍ରଭାବ କ୍ଷେତ୍ରରେ ବୃଦ୍ଧି କରିବ,  ଆପଣଙ୍କୁ ସଫଳତା ପାଇବାର ନୁଆ ମାର୍ଗ ପ୍ରାପ୍ତି ହେବ , ସବୁ ପକ୍ଷର ସଠିକ୍ ମୁଲ୍ୟାଙ୍କନ କରିବାପରେ କିଛି ନିର୍ଣ୍ଣୟ ନିଅନ୍ତ୍ , ଆପଣ ଯେଉଁ ବି କାମ୍ ହାତକୁ ନେବେ , ତାହା ପଛକୁ ହଟିବାର ମଉକା ଆପଣଙ୍କୁ ମିଳିବ ନାହିଁ , ସ୍ୱୟଂ ଉପରେ ବିଶ୍ୱାସ କରି ଭରପୁର୍ ପ୍ରୟାସ କରିବେ , ଧନର ପ୍ରାପ୍ତି ରାସ୍ତା ସୁଗମ ହେବ , ସୁଖ ସାଧନ ବ୍ୟୟ ରହିବ ।

Leave a Reply

Your email address will not be published. Required fields are marked *