December 22, 2024

Odia Express

Leading Odia News Portal of Odisha

୫ ଫେବୃୟାରୀ ୨୦୨୦ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ଜୟା ଏକାଦଶୀ ଦିନ ହେଉଛି ରାଜଯୋଗ , ଭଗବାନ ବିଷ୍ଣୁ ଏହି ୮ ଟି ରାଶିର କରିବେ ଉଦ୍ଧାର

ମେଷ ରାଶି : ଆଜି ନିଜ ପ୍ରିୟଜନଙ୍କୁ ଅଣଦେଖା କରିବା ଚିନ୍ତାର କାରଣ ହୋଇପାରେ , ଆଜି ବନ୍ଧୁ ଓ ଶୁଭଚିନ୍ତକଙ୍କ ସହ ମଉକ ମସ୍ତିରେ ସମୟ ଅତିବାହିତ କରିବେ । ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ସବୁ ଜରୁରୀ ଦସ୍ତାବିଜ ନିଜ ସାଙ୍ଗରେ ନେବାକୁ ଭୁଲନ୍ତୁ ନାହିଁ , ସ୍ୱାସ୍ଥ୍ୟ ଉପରେ ଦୁର୍ବଳତା ଦେଖାଦେଉଛି , ବିଶେଷ ସାବଧାନୀ ରଖନ୍ତୁ । ଏହି ରାଶିର ଲୋକେ କରଜ ନେବା ଚାହୁଁଥିଲେ ନିଅନ୍ତୁ ନାହିଁ , ଧନର ଆଗମନ ରାସ୍ତା ହେବ , ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ।

ବୃଷ ରାଶି : ଆଜି ଆପଣଙ୍କ ଆଧ୍ୟାତ୍ମିକ ଉତ୍କର୍ଷ ପ୍ରାପ୍ତି ହେବ , ପ୍ରେମର ମାମଲାରେ ନିରାଶା ହାତ ଲାଗିପାରେ , କିନ୍ତୁ ଦମ୍ଭ ହାରନ୍ତୁ ନାହିଁ , ପରିଶେଷରେ ସଚ୍ଚାପ୍ରେମର୍ ଜିତ୍ ହେବ , ଆପଣଙ୍କ ଅଧିନସ୍ଥ ଲୋକେ ଆପଣଙ୍କ ସହ ଯୁକ୍ତି କରିପାରନ୍ତି , ଯାହାର ପରିଣାମ ସ୍ୱରୁପ ଯୁକ୍ତି ବଢିପାରେ , କେଉଁ ମନୋରଞ୍ଜକ ଯାତ୍ରାରେ ଯାଇପାରନ୍ତି , ଆଜି କେଉଁ କାମରେ ଭୁଲ୍ କରିପାରନ୍ତି , ଯାହାଦ୍ୱାରା କ୍ଷତି ହେବ , ଶ୍ୱାସ ରୋଗୀପାଇଁ ଚିନ୍ତିତ ରହିବେ ।

ମିଥୁନ ରାଶି : ଆଜି ନିଜ କାର୍ଯ୍ୟରେ ସଂଘର୍ଷ କରିବାକୁ ହେବ , ମାନସିକ ରୁପରେ ସିଥିଳତା ଅନୁଭବ କରିବେ , ଯେଉଁଠି ହୋଇପାରିବ ତର୍କ ବିତର୍କରୁ ଦୁରେଇ ରୁହନ୍ତୁ , ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ , ଆତ୍ମବିଶ୍ୱାସ ପରିପୁର୍ଣ୍ଣ ହୋଇପାରେ , ଆର୍ଥିକ ଲାଭ ହେବାର ସଂମ୍ଭାବନା ଅଛି , ପାରିବାରିକ ସଦସ୍ୟଙ୍କ ତିର୍ଥ ଯାତ୍ରା ହୋଇପାରେ , ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳତା ମିଳିବ , ଆପଣ କେଉଁ ନିର୍ଦ୍ଧାରିତ ଡିସିଜନ୍ ପାଇଁ ନିଜକୁ ଚିନ୍ତିତ୍ ଅନୁଭବ କରିବେ , ଜୟା ଏକାଦଶୀ ଦିନ ସକାଳୁ ଉଠିକରି ସ୍ନାନ କରନ୍ତୁ , ଏମିତି କରିବା ଶୁଭ ହୋଇଥାଏ ।

କର୍କଟ ରାଶି : ସନ୍ତାନ ପକ୍ଷରୁ ଖୁସି ଖବର ମିଳିପାରେ , କେଉଁ ନିଜ ବ୍ୟକ୍ତିଙ୍କ ସହ ଯୁକ୍ତି ତର୍କ ହୋଇପାରେ , ନେଗେଟିଭ୍ ବିଚାରରୁ ବଞ୍ଚନ୍ତୁ , ଆପଣ କେଉଁ ନୁଆ କାର୍ଯ୍ୟର ଉଦ୍ୟମ କରିବାର ଅବସର ମିଳିବ , ଓ ନିଜ ପ୍ରୟାସରେ ସଫଳ ହେବେ , ପରିଜନଙ୍କ ସହ ଖୁସିରେ ସମୟ୍ ଅତିବାହିତ୍ କରିବେ , କେଉଁ କାର୍ଯ୍ୟ ପାଇଁ ଆଶଙ୍କା କୁଶଙ୍କା ରହିବ , ଯାହା ନିର୍ମୁଳ ସିଦ୍ଧ ହେବ , ଆପଣଙ୍କ ଗୁପ୍ତ କଥାର ପ୍ଲାନ୍ ସମସ୍ତେ ଜାଣିପାରିବେ । ବୈବାହିକ ଜୀବନ ସୁଖମୟ ହେବ , ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ ।

ସିଂହ ରାଶି : ଆଜି ନିଜ ପରିଶ୍ରମ ବଳରେ ଭଲ ସଫଳତା ପାଇବେ , କିଛି ଲୋକଙ୍କ ଦ୍ୱାରା ନବିନ ବିଚାର କାମରେ ସହଯୋଗପାଇବେ , ଆପଣଙ୍କ ପରିବାରଏ ଛୋଟକଥାକୁ ନେଇକରି ଝଗଡା ହୋଇପାରେ , କେଉଁ ପ୍ରକାରର ଯୁକ୍ତିରୁ ଦୁରେଇ ରୁହନ୍ତୁ , ଏକାଗ୍ରତା ରଖିଲେ ସମସ୍ୟା ସମାଧାନ ହେବ , ଆପଣ ବିପଦପୁର୍ଣ୍ଣ ଭରା ନିବେଶ କରିବାରେ ବଞ୍ଚନ୍ତୁ , ସ୍ୱାଭିମାନରେ ଆଘାତ ଆସିବ , ଆଜିରଦିନ ବ୍ରତ ରଖିଲେ ଭୁତ ପ୍ରେତରୁ ମୁକ୍ତି ପାଇବେ ।

କନ୍ୟା ରାଶି : ଆଜି ଧୈର୍ଯ୍ୟଶୀଳତା ବୃଦ୍ଧି ହେବ , ପରିବାର ସଦସ୍ୟଙ୍କ ମଧ୍ୟରେ ଅଶାନ୍ତି ପାଇଁ ଚିନ୍ତାର ବିଷୟ ହେବ , ଆପଣଙ୍କ ସାଥୀ ଆପଣଙ୍କୁ ନିଜର ପଣିଆ ଅନୁଭବ କରାଇବ , ଓ ଏହା ଦ୍ୱାରା ସଂବନ୍ଧରେ ସୁଧାର ଆସିବ , ସରକାରୀ କିମ୍ବା ଉଚ୍ଚ ଅଧିକାରୀଙ୍କର ଭଲ ସମର୍ଥନ ପାଇବାର ଆଶା କରନ୍ତୁ ନାହିଂ , ରାଜକୀୟ କାର୍ଯ୍ୟରେ ଠିକ୍ ଭାବେ ହେବ , କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପ୍ରାପ୍ତି ହୋଇପାରେ , ମିଡିଆ ଓ ଆଇଟି ଜାତକ ସଫଳତା ପ୍ରାପ୍ତି କରିବେ ।

ତୁଳା ରାଶି : ଆଜି ଆପଣଙ୍କ ବ୍ୟବହାର ଓ ସ୍ୱଭାବରୁ କିଛି ଲୋକ ଆକର୍ଷୀତ ହୋଇପାରନ୍ତି , କେଊଁ ପାରିବାରିକ ସହସ୍ୟଙ୍କ ଖରାପ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରହିପାରେ , କିଛି ପୁରୁଣା ସାଙ୍ଗ , ଆପଣଙ୍କୁ ଦେଖା କରିପାରନ୍ତି , ଉତ୍ସାହରେ କାର୍ଯ୍ୟ କରିପାରିବେ,  ଆୟରେ ବୃଦ୍ଧି ହେବ , ବିପଦପୁର୍ଣ୍ଣ ଜାମିନ୍ କିଛି କରନ୍ତୁ ନାହିଁ , ଆଜି କିଛି ଝଗଡା କରୁଥିବା ଲୋକ ଆପଣଙ୍କ ସହ ଲାଗିପାରନ୍ତି , କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅଧିକତା ରହିବ , ମିତ୍ରଙ୍କର ସହଯୋଗ ମିଳିବ ।

ବିଛା ରାଶି : ଆଜି ଆପଣଙ୍କ ସବୁ ଅଧୁରା ଇଚ୍ଛା ପୁରା ହୋଇଯିବ , ଆପଣଙ୍କ ସହଯୋଗୀ ଦୁର୍ବଳତାକୁ ନେଇ ବିଗାଡିବାକୁ ଚେଷ୍ଟା କରିବେ , ଆଜି ଦୁର୍ଘଟଣାରୁ ସଂମ୍ଭାଳୀକରି ରୁହନ୍ତୁ , ସ୍ୱାସ୍ଥ୍ୟର ଦାୟିତ୍ୱ୍ ନିଅନ୍ତୁ , ସମାଜସେବା କରିବା ପ୍ରେରଣା ଦାୟୀ ହେବ , ପ୍ରତିଷ୍ଠା ପରାକ୍ରମରେ ବୃଦ୍ଧି ହେବ , ପ୍ରସନ୍ନତାରୁ କାର୍ଯ୍ୟ କରିପାରିବେ , ପରିବାରରେ ସୁଖଶାନ୍ତି ରହିବ , ଆପଣଙ୍କୁ କେଉଁ ଖାସ୍ ହୋଇଯିବ , ଆଜି ସ୍ନାନାଦି କାର୍ଯ୍ୟ ସାରି ମନ୍ଦିରରେ ଗୀତା ପାଠକରନ୍ତୁ , ଧନ ଆଗମନ ହେବାର ସମ୍ଭାବନା ଅଛି  ବିଛା ରାଶି : ଆଜି ଆପଣଙ୍କ ଅଧୁରା ଇଚ୍ଛା ପୁରା ହୋଇଯିବ , ଆପଣଙ୍କ ସହଯୋଗୀ ଆପଣଙ୍କ

ଧନୁ ରାଶି : ସ୍ୱାସ୍ଥ୍ୟରେ ସୁଧାର ଆସିବ , କିଛି ନୁଆ ବେପାର ଆରମ୍ଭ କରିପାରନ୍ତି , ଛାତ୍ରଙ୍କୁ ପାଠ ପଢାରେ ମନ ନଲାଗିପାରେ , ନିବେଶ୍ ପାଇଁ ଦିନ ଶୁଭ ଅଛି , ଆଜି ନିଜ ପ୍ରେମୀ କିମ୍ବ୍ ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି , ଆଜି ଧନ ହାନି ଯୋଗ ହେଉଛି , ଚିନ୍ତାରେ ଦିନ କଟିବ , ଘର୍ ବାହାର ପ୍ରସନ୍ନତା ଓ ଉତ୍ସାହ ରେ କାର୍ଯ୍ୟ କରନ୍ତୁ , ଜୀବନ ସୁଖରେ ବ୍ୟତିତ ହେବ , କେଉଁ ମିତ୍ରଙ୍କର ସହଯୋଗରେ କାରୋବାରରେ ଅବସର ମିଳିବ ।

ମକର ରାଶି : ବେପାର କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୁଳ ଅଛି , ଛାତ୍ରଙ୍କୁ ଅତ୍ୟାଧିକ ପରିଶ୍ରମ କରିବାର ଅଛି , ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ , ନିଜ ଘରରୁ ଦୁରରେ ରହୁଥିବା ଲୋକଙ୍କ ପାଇଁଂ ଏହି ସମୟ ଘର ଫେରିବାର ଶୁଭ ସମୟ ଅଛି, ଲେଣଦେଣ କାର୍ଯ୍ୟରେ ଭୁଲ୍ କରନ୍ତୁ ନାହିଁ , ସ୍ୱାସ୍ଥ୍ୟରେ ବ୍ୟୟ ହେବ , ଅନ୍ୟଙ୍କ ଉପେକ୍ଷା କରନ୍ତୁ ନାହିଁ , ନିଜ ପ୍ରତିଭାକୁ ନେଇ ପୁରସ୍କାର ପାଇପାରିବେ , ଆପଣଙ୍କ ରୁଟିନ୍ କାମରେ କେଉଁ ସାହାଯ୍ୟ ମିଳିପାରିବ ନାହିଁ ।

କୁମ୍ଭ ରାଶି : ଆଜି ଦିନକୁ ସାବଧନତା ସହ ନେଇ ଚଳିବେ , କାମକାର୍ଯ୍ୟର ପାଇଁ ଆଜିର ଦିନ ଟିକିଏ ମୁସକିଲ୍ ଅଛି  ।ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଦାୟିତ୍ୱ ରଖନ୍ତୁ , ଓ ନିୟମିତ ଯାଞ୍ଚ କରନ୍ତୁ , ବନ୍ଧୁ ଓ ସ୍ନେହି ଜନଙ୍କ ତରଫରୁ ଉପହାର ମିଳିବ , ରୋଜଗାର ପ୍ରାପ୍ତି ପାଇଁ ପ୍ରଭାବଶାଳୀ ବ୍ୟକ୍ତି ମାଧ୍ୟମରୁ ହେବ , ବେପାର ବ୍ୟବସାୟରେ ମନୋକୁଳ ଚାଲିବ , ମନରେ ପ୍ରସନ୍ନତା ରହିବ , କିନ୍ତୁ ନିଜ ଭାବନାକୁ ବଶରେ ରଖନ୍ତୁ ।

ମୀନ ରାଶି : ଆଜି ଆପଣଙ୍କ ବ୍ୟବହାର ଓ କାମର ସକାଶେ ଆପଣଙ୍କ ଉଚ୍ଚ ଅଧିକାରୀଙ୍କର ଦ୍ୱାରା ପ୍ରଶଂସା ଓ ସମ୍ମାନ ପାଇବେ , ବାହାନ କିମ୍ବା ପ୍ରୋପଟି ରେ ଖର୍ଚ୍ଚ କରିବେ , କିଛି ନୁଆ କାର୍ଯ୍ୟ ଆପଣଙ୍କ ପକ୍ଷରେ ଯିବ , ପରିବାରିକ ସଦସ୍ୟଙ୍କ ପ୍ରତି ଭଲ ବ୍ୟବହାର କରିବେ , ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ , ସଂମ୍ପର୍କରେ ଲାଭ ପ୍ରାପ୍ତି ହେବ , କେଉଁ ମାଙ୍ଗଳିକ କାର୍ଯ୍ୟରେ ଭାଗନେବାର ଅବସର ମିଳିବ , ଆଜି କେଊଁ ଫାଲତୁ ଯାତ୍ରାରେ ଯିବାକୁ ପଡିପାରେ ।

Leave a Reply

Your email address will not be published. Required fields are marked *