December 22, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭ୍ୟୁରେ ପୁଅକୁ ପଚାରାଗଲା – ଆପଣ ବିପଦ ସମୟରେ ମାଆ ଓ ସ୍ତ୍ରୀ ମଧ୍ୟରୁ କାହାକୁ ବଞ୍ଚେଇବ? ଜବାବ ଶୁଣିବା ପରେ ହେଇଗଲା ଚାକିରୀ..

ଆଇଏଏସ ର ପରୀକ୍ଷା ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରେ ଗୋଟିଏ ର ମାନ୍ୟତା ପାଇଛି । ଆଇଏଏସ ର ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଆଇଏଏସର ଇଣ୍ଟରଭିୟୁ ପାସ କରିବାକୁ ହୋଇଥାଏ । ଆଇଏଏସ ର ଇଣ୍ଟରଭିୟୁ ରେ କିଛି ବିଶେଷଜ୍ଞ ପ୍ରାର୍ଥୀଙ୍କର ଇଣ୍ଟରଭିୟୁ ନେଇଥାନ୍ତି ଓ ଯେଉଁ ପ୍ରାର୍ଥୀ ତାଙ୍କର ପ୍ରଶ୍ନର ସଠିକ ଉତ୍ତର ଦିଅନ୍ତି ସେମାନଙ୍କୁ ଇଣ୍ଟରଭିୟୁରେ ପାସ କରିଦିଆଯାଏ । ନିମ୍ନରେ ଆଇଏଏସ ଇଣ୍ଟରଭିୟୁରେ ପଚରାଯାଇଥିବା କିଛି ପ୍ରଶ୍ନ ଅଛି ଯାହାକୁ ପଢି ଆପଣ ମଧ୍ୟ ଆଇଏଏସ ପ୍ରସ୍ତୁତି କରନ୍ତୁ ।

ପ୍ରଶ୍ନ: ଆପଣ ବିପଦ ପରିସ୍ଥିତିରେ ମାଆ ଓ ଗାର୍ଲଫ୍ରେଣ୍ଡ ମଧ୍ୟରୁ କାହାକୁ ବଞ୍ଚେଇବେ?

ଉତ୍ତର: ଏହି ପ୍ରଶ୍ନ ଯେକୌଣସି ଲୋକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଥାଏ , କିନ୍ତୁ ଏହି ପ୍ରଶ୍ନରେ କୁହାଯାଇଛି ଯେ ବିପଦରେ ଆପଣ ମାଆ ଓ ଗାର୍ଲଫ୍ରେଣ୍ଡ ମଧ୍ୟରୁ କାହାକୁ ବଞ୍ଚେଇବେ ତ ବିପଦ ସ୍ଥିତିରେ ମୁଁ ମାଆ ଓ ଗାର୍ଲଫ୍ରେଣ୍ଡ ଦୁହିଁଙ୍କୁ ବଞ୍ଚେଇବି । ଏଠାରେ କାହାକୁ ଜଣକୁ ବଞ୍ଚେଇବା ପାଇଁ କୁହାଯାଇଛି ।

ପ୍ରଶ୍ନ: ଯଦି ଆପଣଙ୍କ ଗୋଟିଏ ହାତରେ ପେଁ ଦିଆଯିବ ଓ ଅନ୍ୟ ହାତରେ ପେନ୍ସିଲ ଦିଆଯିବ ତେବେ ଆପଣ କେଉଁ ଜିନିଷରେ ଅଧିକ ଦ୍ରୁତ ଲେଖି ପାରିବେ?

ଉତ୍ତର: ମୁଁ ନା ତ କଲମ ରେ ଦ୍ରୁତ ଲେଖିବି ନା ହିଁ ପେନ୍ସିଲରେ ଦ୍ରୁତ ଲେଖିବି। ମୁଁ ଦ୍ରୁତ କେବଳ ସେହି ହାତରେ ଲେଖିବି ଯେଉଁ ହାତରେ ମୁଁ ସବୁବେଳେ ଲେଖେ ।

ପ୍ରଶ୍ନ:ରାସ୍ତା ତଳେ ଯାଇଥିବା ସ୍ଵୀରେଜ ନାଳରେ ଯେଉଁ ଗର୍ତ୍ତ ଥାଏ, ସେହି ଗାତରେ ସବୁବେଳେ ଗୋଲ ଢାଙ୍କୁଣୀରେ କାହିଁକି ବନ୍ଦ କରାଯାଏ?

ଉତ୍ତର: ଯଦି ଆମେ ଗୋଲ ଢାଙ୍କୁଣୀ ବଦଳରେ ଚାରିକୋଣିଆ ଢାଙ୍କୁଣୀ ଲଗେଇବା ତେବେ ଚାରିକୋଣିଆ ଢାଙ୍କୁଣୀର ତଳେ ପଡିଯିବାର ସମ୍ଭାବନା ଅଧିକ ଥାଏ, ଏଥିପାଇଁ ସଡକ ତଳେ ସବୁବେଳେ ଗୋଲ ଢାଙ୍କୁଣୀ ପ୍ରୟୋଗ କରାଯାଏ ।

ପ୍ରଶ୍ନ: ଯଦି ଆପଣ ଘଡିରେ ସମୟ ଦେଖିବେ ତ ସେହି ସମୟ 3:15 ବାଜିଥିବ ତ ମିନିଟ କଣ୍ଟା ଓ ଘଣ୍ଟା କଣ୍ଟା ମଧ୍ୟରେ କେତେ ଡିଗ୍ରୀ କୋଣ ହେବ?

ଉତ୍ତର: ଯଦି ଆପଣ ଭାବୁଥିବେ ଯେ 0ଡିଗ୍ରୀ କୋଣ ହେବ ତେବେ ଆପଣ ସମ୍ପୂର୍ଣ ଭୁଲ ଅଟନ୍ତି । ଯେବେ .3:15 ହେବ ସେହି ସମୟରେ ମିନିଟ କଣ୍ଟା ଓ ଘଣ୍ଟା କଣ୍ଟା ମଧ୍ୟରେ 7.5ଡିଗ୍ରୀ କୋଣ ହେବ ।

ଯଦି ଆପଣଙ୍କୁ ଆଇଏଏସ ଇଣ୍ଟରଭିୟୁରେ ପଚରାଯାଇଥିବା ପ୍ରଶ୍ନ ଭଲ ଲାଗୁଛି ତେବେ ଲାଇକ ଓ କମେଣ୍ଟକ କରନ୍ତୁ ।

Leave a Reply

Your email address will not be published. Required fields are marked *