December 22, 2024

Odia Express

Leading Odia News Portal of Odisha

ପୁରୁଷଙ୍କୁ ସବୁବେଳେ ନିଜ କଥାରେ ମନେଇ ରଖନ୍ତି ଏହି ୩ ଟି ରାଶିର ମହିଳାମାନେ…

ଜ୍ୟୋତିଷ୍ୟଶାସ୍ତ୍ରନୁସାରେ ରାଶିରେ ହେଉଥିବା କିଛି ପରିବର୍ତ୍ତନ ସିଧା ମନୁଷ୍ୟର ଜୀବନରେ ପ୍ରଭାବ ପକାଈଥାଏ , ଜ୍ୟୋତିଷ୍ୟଶାସ୍ତ୍ର ଅନୁସାରେ ମଣିଷର ସ୍ୱଭାବ ତାର ରାଶିର ଅନୁସାରେ ପତ୍ତା ଲଗାଯାଈପାରିବ , ଆଜି ଆମେ ଆପଣଙ୍କୁ ଏହି ତିନୋଟି ରାଶିର ମହିଳାମାନଙ୍କ ବିଷୟରେ କହିବାକୁ ଯାଊଛୁ , ଯିଏକି ନିଜ ସ୍ୱାମୀଙ୍କୁ ସବୁବେଳେ ସବୁ କଥାରେ ରାଜି କରାଇଦିଅନ୍ତି , ଆସନ୍ତୁ ଜାଣିବା ସେହି ରାଶିଗୁଡିକ ସଂମ୍ପର୍କିତ ଖବର ଉପରେ ।

ମକର ରାଶି : ଏହି ରାଶିର ମହିଳାଙ୍କ ସାହାସ ବହୁତ ଥାଏ , କିନ୍ତୁ ଏମାନେ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ସ୍ୱଭାବରୁ ଗମ୍ଭୀର ହେବା କାରଣରୁ ଅଧିକା ବନ୍ଧୁ ବନାନ୍ତି ନାହିଁ , ଏମାନଙ୍କୁ ବୋକା ବନାଇବା ବହୁତ ସରଳ ହୋଇଥାଏ , ଯିଦ୍ଦି ସ୍ୱଭାବ କାରଣରୁ ଅନ୍ୟଙ୍କ ଉପରେ ନିଜର ଆଧିପତ୍ୟ ରଖିବା ପସନ୍ଦ କରନ୍ତି ।

ମେଷ ରାଶି : ମେଷ ରାଶିର ମହିଳାମାନେ ସତ୍ୟତାର ପ୍ରତିମୁର୍ତି ହୋଇଥାନ୍ତି , ନିଜଜୁ ଅଧିକା ନିଜ ଜୀବନସାଥୀ ଙ୍କୁ ନେଇ ପ୍ରେମ୍ ଅଭ୍ୟାସକୁ ନେଇ ଏହି ଲୋକ ଅଧିକା ପସନ୍ଦ ଆସନ୍ତି , ଯିଏ କି ଏମାନଙ୍କ ପାଇଁ କିଛି ବି କରିବାକୁ ରାଜି ହୋଇଯାଆନ୍ତି , ଏହି ରାଶିର ମହିଳାମାନେ ଶାନ୍ତିପ୍ରିୟ ସାଥି ମିଳିଲେ ତାଙ୍କୁ ସବୁ ବେଳେ ନିଜ ଅଧିନରେ ରଖନ୍ତି ।

ବିଛା ରାଶି : ବିଛା ରାଶିର ମହିଲାଙ୍କ ମଧ୍ୟରେ ଦେଖାଯାଏ କି ସେ ଆବଶ୍ୟକତା ପଡିଲେ ନିଜ ଜୀବନସାଥିଙ୍କୁ ଚିଲ୍ଲାଇବାରେ ପଛଘୁଞ୍ଚା ଦିଅନ୍ତି ନାହିଁ , ନିଜ ଭୁଲ୍ କୁ ନ ମାନିବା ଅଭ୍ୟାସକୁ ନେଇ ବିଛା ରାଶିର ମହିଲାମାନେ ପ୍ରତିଶୋଧର ଭାବନା ହୋଇଥାଏ , ଏହି କାରଣାରୁ ବିଛା ରାଶିର ମହିଳାମାନେ ଅନ୍ୟରାଶିର ମହିଳାଙ୍କ ଠାରୁ ଅଲଗା ହୋଇଥାନ୍ତି ।

 

Leave a Reply

Your email address will not be published. Required fields are marked *