December 22, 2024

Odia Express

Leading Odia News Portal of Odisha

କିଡନୀ ଖରାପ ହେଲେ ଦେଇଥାଏ ଏହି ପାଞ୍ଚଟି ଗମ୍ଭୀର ସଙ୍କେତ , ଥରେ ନିଶ୍ଚିତ ପଢନ୍ତୁ ନଚେତ …

ଏହା ତ ସମସ୍ତେ ଜାଣିଛନ୍ତି କି କିଡନୀ ଆମ ଶରୀରରେ କେତେ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ , ହଁ ଆଜ୍ଞା ଯେଉଁଠି ଗୋଟେ ତରଫରୁ ରକ୍ତରେ ମହଜୁତ୍ ଅନେକ ପ୍ରକାରର ବିକାରକୁ ଛାଣିକରି ରକ୍ତକୁ ସଫା କରିଥାଏ , ସେମିତି ଅନ୍ୟ ପଟେ ଆମର ରକ୍ତରେ ମହଜୁତ୍ ଅଶୁଦ୍ଧତାକୁ ମୁତ୍ରମାର୍ଗରେ ଆମ ଶରୀରରୁ ବାହାର କରିଥାଏ , ଏହା ଛଡା ଆମର ଶରୀରକୁ ନୁଆ ରକ୍ତ କୋଷିକାର ସଂଚାର ହୋଇଥାଏ , ଓ ତାହା ସହ ଏହା ହର୍ମୋନ୍ ନିୟନ୍ତ୍ରଣ କରିବାରେ କାମକରିଥାଏ , ସବୁ ମଣିଷର ଶରୀରରେ ଦୁଇଟି କିଡନୀ ହୋଇଥାଏ , ଓ ସେଥିରୁ ଯଦି ଗୋଟିଏ କିଡନୀ ଖରାପ ହୋଇଗଲେ ତେବେ ଦ୍ୱିତୀୟ କିଡନୀ ଦ୍ୱାରା ସେ ଜୀବିତ ରହିପାରିବ ,

ଏଥିରେ କିନ୍ତୁ ବ୍ୟକ୍ତିର ଜୀବନରେ ବିପଦ କିନ୍ତୁ ଆସିଯାଏ । ହଁ ଆଜ୍ଞା ଏହା ଏଥିପାଇଁ କାରଣ ଯେଉଁ କାମ ବ୍ୟକ୍ତି କିଡନୀ ଦ୍ୱାରା କରିଥାଏ , ସେ କାମ କରିବାର ଶକ୍ତି ଅଧା ଶେଷ ହୋଇଯାଏ , ମାନେ ବ୍ୟକ୍ତି ପୁର୍ବର ମୁକାବଲାରୁ ଟିକିଏ ଦୁର୍ବଳ ହୋଇଯାଏ , ଏଥିପାଇଁ ଆଜି ଆମେ କିଡନୀ ସଂବନ୍ଧିତ କିଛି ସୁଚନା ପ୍ରଦାନ କରାଇବୁ , ଯାହା ଭବିଷ୍ୟରେ ବହୁତ କାମକୁ ଆସିବ , ହଁ ଆଜ୍ଞା କହିଦେବୁ କି କିଡନୀ ଖରାପ ହେବା ପୂର୍ବରୁ ଏହି ୫ ଟି ସଙ୍କେତ ଦେଇଥାଏ , ଏହି ପାଞ୍ଚଟି ସଙ୍କେତ ବିଷୟରେ ଜାଣିନେଲେ ନିଜ କିଡନୀ ଖରାପ ହେବାରୁ ରକ୍ଷା କରିପାରିବେ , ତେବେ ଆସନ୍ତୁ ଜାଣିବା ଏହି ସଙ୍କେତଗୁଡୀକ ବିଷୟରେ ।

୧) ଫୁଲିବା କିମ୍ବା ଓଜନ ବଢିବା : ଯେବେ କିଡନୀ ଖରାପ ହୋଇଥାଏ , ତେବେ ଶରୀରରେ ଅଧିକା ପାଣି ଓ ଲୁଣ ବାହାରିପାରେ ନାହିଁ , ଯାହା ଦ୍ୱାରା ହାତ, ପାଦ, ଓ ଚେହେରା ଆଦି ଫୁଲିଯାଏ , କହିଦେବୁ କି ଏହି ଅବସ୍ଥା କୁ ଇଡିମା କହନ୍ତି , ଏହା ଦ୍ୱରା ଶରୀରରେ ମହଜୁତ୍ ଫାଲତୁ ପଦାର୍ଥ ଶରୀରରେ ଜମା ହୋଇଥାଏ , ଯାହା ଦ୍ୱାରା ଶରୀରରେ ଓଜନ ବଢିବାକୁ ଲାଗେ ।

୨) କମ୍ ୟୁରିନ୍ ବାହାରିବା : ଯଦି ଆପଣଙ୍କୁ ସାମାନ୍ୟ ୟୁରିନ୍ ମୁକାବଲାରେ କମ୍ ୟୁରିନ୍ ବାହାରିଥାଏ , ତେବେ ଜାଣିନେବେ କି କିଡନୀ ଠିକ୍ ଭାବେ କାମ କରୁନାହିଁ , ଏଥିପାଇଁ ଆପାଣ ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

୩) ଥକାପଣ : ଆପଣଙ୍କୁ ଜଣେଇଦେବୁ କି କିଡନୀ ଆମ ଶରୀରରେ ହିମୋଗ୍ଲୋବିନ୍ ସ୍ତରକୁ ନିୟନ୍ତ୍ରଣ ରଖିଥାଏ , କିନ୍ତୁ ଯେବେ କିଡନୀ ଖରାପ ହୋଇଯାଏ ତେବେ ହିମୋଗ୍ଲୋବିନ୍ ସ୍ତର କମିଯାଏ , ଏଥିରେ ଏନିମିଆ ସମସ୍ୟା ବି ହୋଇପାରେ , କହିଦେବୁ କି ଶରୀରରେ ରକ୍ତ କମ୍ ହେବା କାରାଣାରୁ ସବୁ ସମୟରେ ଥକା ପଣ ଅନୁଭବ ହୁଏ ।

୪) ଭୋକ କମ୍ ଲାଗିବା : କିଡନୀ ଶରୀରରେ ଫାଲତୁ ପଦାର୍ଥ ବାହାର କରିବାର କାମ କରିଥାଏ , କିତ୍ନୁ ଯେବେ ଏହା ଠିକ୍ ଭାବେ କାମ କରିନଥାଏ , ଯାହା ବିଷାକ୍ତ ପଦାର୍ଥ ଶରିରରେ ଜମା ହେବାକୁ ଲାଗିଥାଏ , ଓ ଏଥିରେ ବ୍ୟକ୍ତିକୁ ଭୋକ କମ୍ ଲାଗିଥାଏ ।

୫) ସବୁବେଳେ ଥଣ୍ତା ଅନୁଭବ କରିବା : ଆପଣଙ୍କୁ ଜଣେଇଦେବୁ କି ଯେବେ କିଡନୀ ଠିକ୍ ଭାବେ କାମ କରେ ନାହୀଁ ତେବେ ଏନିମିଆ ରୋଗୀ ହୋଇଥାଏ । ତାକୁ ଗରମ ଜାଗାରେ ଥଣ୍ତା ଲାଗିଥାଏ ।

Leave a Reply

Your email address will not be published. Required fields are marked *